ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପ୍ରଣବ ନାୟକ, ଚନ୍ଦନ ମଲ୍ଲିକ, ରାହୁଲ ନାୟକ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍। ଏହି ମାମଲାରେ ଜଣେ ନାବାଳକକୁ ମଧ୍ୟ ପୋଲିସ୍ ବାଳସୁଧାର ଗୃହକୁ ପଠାଇ ଦେଇଛି। ଅଭିଯୁକ୍ତଠାରୁ ଗୋଟିଏ କାର୍, ୫ଟି ମୋବାଇଲ୍ ଓ ଏକ ମାରଣାସ୍ତ୍ର ଜବତ କରିଛି ପୁଲିସ୍। ଏଥିସହ ପୀଡ଼ିତାଙ୍କ ମୋବାଇଲ ମଧ୍ୟ ଉଦ୍ଧାର ହୋଇଛି ବୋଲି ପୋଲିସ୍ କହିଛି।
ପେଟରୁ କାଟି ଓ ପକେଟ୍ ଖର୍ଚ୍ଚକୁ ବଞ୍ଚାଇ ଟଙ୍କା ସଂଚିଥିବା ଯୁବକ ଏବେ ସ୍ତ୍ରୀ, ପିଲାଛୁଆ ଏବଂ ବାପ ମା'ଙ୍କୁ ନେଇ କେମିତି ପରିବାର ପ୍ରତିପୋଷଣ କରିବେ, ସେଇ କଥା ଚିନ୍ତାର କାରଣ ହୋଇଛି। ସବୁ ସ୍ଵପ୍ନ ଏବେ ଧୂଳିସାତ ହୋଇଯାଇଛି । ବିନା ସ୍କାନ ଏବଂ ବିନା ଓଟିପିରେ ଟଙ୍କା କେମିତି ଗାଏବ ହୋଇ ଗଲା,ଏଇ କଥା ଭାବି ଭାବି ନିରାଶ ହୋଇ ପଡ଼ିଛନ୍ତି ଯୁବକ।
ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ?
ଭୁବନେଶ୍ୱରରେ ଡ୍ୟାନ୍ସ ଗାର୍ଲଙ୍କୁ ହତ୍ୟା ନା ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ଜଗତସିଂହପୁର ଅଲଣା ଗାଁର ଯୁବତୀ ସୁଲୋଚନା ଦାସ । ଦୀର୍ଘ ଦିନ ଧରି ନିହାର ଗିରୀ ନାମକ ଜଣେ ଯୁବକଙ୍କ ସହ ରହୁଥିଲେ ।
ପ୍ରସ୍ତାବ ଆସିଲା, ଗାଉଁଲି ଝିଅ ସହ ସହରୀ ପୁଅଙ୍କ ବିବାହ ଠିକ୍ ହେଲା । ପରିବାର ଲୋକଙ୍କ ସହମତି ପରେ ବାହାଘର ହେଲା ଫାଇନାଲ୍ । ତାପରେ ପୁଅ ଝିଅଙ୍କ ସାମ୍ନାସାମ୍ନି ଦେଖା । ହେଲେ କାଳହେଲା ବିବାହ ପୂର୍ବରୁ ପୁଅଝିଅଙ୍କ ମିଳାମିଶା..
କେମିତି ଇଷ୍ଟାଗ୍ରାମରେ ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ି ଫସିଗଲେ ଆଶୁତୋଷ
ସାରା ଗାଁକୁ ଚୁନା ଲଗାଇଦେଲେ ସାଇବର ଠକ ! ମୋବାଇଲ ଆପ୍ ଜରିଆରେ କୋଟିଏରୁ ଅଧିକ ଟଙ୍କାର ଠକେଇ ।
କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଲୋକେ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ OTP ମାଗିପାରନ୍ତି ।
ସାଇବର ପର୍ଣ୍ଣ ଓ ମର୍ଫିଂ ଚକ୍ରବ୍ୟୁହରେ ଓଡ଼ିଶାର ମହିଳା। ଭିଡିଓ ଓ ଫଟୋକୁ ମର୍ଫିଂ କରି ଶୋଷଣ କରୁଛନ୍ତି ସାଇବର ଠକ। ବଢୁଥିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ। ସଚେତନତା ଅଭାବକୁ ଦାୟୀ କଲେ ବିଶେଷଜ୍ଞ
ସାଇବର କ୍ରାଇମ ନେଇ ଲୋକଙ୍କୁ ସତର୍କ ହେବା ନେଇ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।
ବିଦେଶୀଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ର ଏବଂ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ।
୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଲେ ଠକ । ରାଜଧାନୀରେ ସାଇବର ଠକଙ୍କ ପ୍ରାଦୁର୍ଭାବ ନେଇ ସାଇବର ସେଲର ସୂଚନା । ଠକଙ୍କ ନିକଟରୁ ୨୩ ଲକ୍ଷ ଟଙ୍କା ବ୍ଲକ କରାଯିବା ସହ ଫେରସ୍ତ ଅଣାଯାଇଛି । ଫେବ୍ରୁଆରୀରେ ରାଜଧାନୀ ସାଇବର ସେଲରେ ୬୦ଟି ମାମଲା ରୁଜୁ ହୋଇଛି ।
ଗିରଫ ହେଲେ ଜମତରା ଗ୍ୟାଙ୍ଗର ୩ ଠକ । ଭୁବନେଶ୍ୱରରୁ ଏହି ୩ ଠକ ଗିରଫ ଗିରଫ ହୋଇଛନ୍ତି । ଏମାନଙ୍କ କ୍ୱାଲିଫିକେସନ୍ ନବମ ଫେଲ୍ ହେଲେ ଦେଶର ୨୦ଟି ରାଜ୍ୟର ୧୭୧ଟି ସାଇବର ଲୁଟ୍ କରିଛନ୍ତି । ଭୁବନେଶ୍ୱର ରସୁଲଗଡ଼ ପାଖରୁ ୩ ଜଣ ଝାଡ଼ଖଣ୍ଡି ସାଇବର ଲୁଟେରା ଧରାପଡ଼ିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ନିକଟରୁ ୧୧ଟି ମୋବାଇଲ, ୨ଟି ଲାପଟପ୍, ଗୋଟିଏ ଟ୍ୟାବ, ୩୩ ଟି ସିମ୍ ଜବତ ହୋଇଛି ।
ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ କିନ୍ତୁ ସାଇବର ଥାନାରେ କର୍ମଚାରୀ ଅଭାବ ହେତୁ ଖସିଯାଉଛନ୍ତି ବଡ଼ ଅପରାଧୀ
ବ୍ୟାଙ୍କ ଆକାଉଣ୍ଟରେ ଏକାଧିକ ସନ୍ଦେହ ଜନକ ଟ୍ରାନ୍ଜେକ୍ସନ ବିଷୟରେ ପୁଲିସକୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ସୁନୀଲଙ୍କ ନାମରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କର ପାଞ୍ଚଟି ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଟ୍ରାନାଜକ୍ସନ ବିଷୟରେ ଜାଣିପାରିଥିଲା ।
ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ଅଛି। କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ଲିକ୍ ହୋଇପାରେ। ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।