• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha School

Heat Wave
ପ୍ରବଳ ଖରା ପାଇଁ ଛୁଟି କରିଦେଲେ ସରକାର, ୩ ଦିନ ପାଇଁ ବନ୍ଦ ରହିବ ସ୍କୁଲ

ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ।

1 classroom
ଭୟଙ୍କର ଅବସ୍ଥା ! ଗୋଟିଏ ଶ୍ରେଣୀରେ ପଢୁଛନ୍ତି ୪ କ୍ଲାସ୍‌ର ପିଲା

ନୟାଗଡ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଗମେଣ୍ଟ ହାଇସ୍କୁଲ । ଯେଉଁଠାରେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମଠାରୁ ଚତୁର୍ଥ ଶ୍ରେଣୀର ପ୍ରାୟ ୭୫ ଜଣ ପିଲା ପାଠ ପଢୁଛନ୍ତି । ଖାଲି ଏତିକି ନୁହେଁ ବରଂ ଗୋଟିଏ କ୍ଲାସ୍‌ରେ ୪-୪ ଜଣ ଶିକ୍ଷୟିତ୍ରୀ ଦୁଇଟି ବ୍ଲାକବୋର୍ଡରେ ପାଠ ପଢାଉଛନ୍ତି । ଯେଉଁଥି ଲାଗି କୌଣସି ଗୋଟିଏ ଶ୍ରେଣୀର ପିଲା ଠିକ୍‌ରେ ପାଠ ପଢିପାରୁନଥିବା ଅଭିଯୋଗ ହୋଇଛି

Odisha School
ଦଶମ ଶ୍ରେଣୀ ପିଲାଙ୍କୁ ଭୁଲ ପାଠ ପଢାଯାଉଛି?

ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍‌ ତଥ୍ୟ...ସେହି ଭୁଲକୁ ପଢି ପିଲାଏ ଶିଖିବେ କଣ?

Summer holidays
ଆଗୁଆ ହେଲା ଖରାଛୁଟି; କାଲିଠୁ ପ୍ରଥମରୁ ଦ୍ୱାଦଶ ଯାଏଁ ସବୁ ସ୍କୁଲ ବନ୍ଦ

ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ ।

odisha school
ଆଜିଠୁ ସ୍କୁଲରେ ପାଠପଢ଼ା ଆରମ୍ଭ

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଛୁଟି ଅବଧି ବଢାଇଛି ଜିଲ୍ଲା ପ୍ରଶାସନ ।

Special story
ପରୀକ୍ଷା ମୁଣ୍ଡ ଉପରେ ! ହେଲେ ପିଲାଙ୍କ ପାଖରେ ବହି ନାହିଁ, ପଢ଼ିବେ କିପରି . .

ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ପଢ଼ିବା ପାଇଁ ପିଲାଙ୍କ ପାଖରେ ବହି ଖଣ୍ଡିଏ ନାହିଁ ।

Smart School
ଏମିତି ଆମ ସ୍ମାର୍ଟ ସ୍କୁଲ୍ ? ମନ୍ଦିର ବେଢ଼ାରେ କ୍ଲାସ୍ ରୁମ୍

ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?

Education System
ଶିକ୍ଷା ବ୍ୟବସ୍ଥାର ବିଚିତ୍ର ରୂପ, ଗୋଟିଏ କୋଠରୀରେ ପଢୁଛନ୍ତି ୫ ଶ୍ରେଣୀର ପିଲା..

ଏ କେମିତିକା ଶିକ୍ଷା ବ୍ୟବସ୍ଥା? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି, ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି...ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

Model School In Odisha Which Has Students But No Teacher!
ଛାତ୍ରଛାତ୍ରୀଙ୍କ କାମରେ ଆସୁନି ଆଦର୍ଶ ବିଦ୍ୟାଳୟ

ଛାତ୍ରଛାତ୍ରୀଙ୍କ କାମରେ ଆସୁନି ଆଦର୍ଶ ବିଦ୍ୟାଳୟ। ନାମ ଲେଖା ସରିଛି ହେଲେ ଶିକ୍ଷକ ନାହାଁନ୍ତି।