ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଲେ ଯୁବତୀ । ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ସଙ୍କଟାପନ୍ନ ।
ଏପରି କୁତ୍ସିତ କଦାକାର ମାନସିକତାର ମଣିଷକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର ।
ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଅଟକ ରଖି କଳିଙ୍ଗନଗର ପୋଲିସ ଜେରା କରୁଛି ।