ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଗୁରୁବାର, ତିଥି – ୬ଷ୍ଠୀ ପ୍ରାତଃ ୦୫/୪୧ ଗତେ ୭ମୀ (କ୍ଷୟ), ଚନ୍ଦ୍ର – କନ୍ୟା ପ୍ରାତଃ ୦୬/୩୯ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୬/୩୯ ପର୍ଯ୍ୟନ୍ତ, ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୫/୪୧ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ନିଶାନ୍ତ ୦୫/୦୬ ପର୍ଯ୍ୟନ୍ତ
ଶୁଭ ସମୟ-
ପ୍ରାତଃ ୦୫/୨୭ ରୁ ୦୭/୦୯
ଦିବା ୧୦/୩୫ ରୁ ୦୧/୦୯
ରାତ୍ରି ୦୨/୨୯ ରୁ ୦୩/୧୩
ଅଶୁଭ ସମୟ-
ଋାହୁକାଳ - ଦିବା ୦୧/୨୯ ରୁ ୦୩/୦୫
କାଳବେଳା - ଦିବା ୦୩/୦୫ ରୁ ୦୪/୪୧
ବାରବେଳା – ଦିବା ୦୪/୪୧ ରୁ ୦୬/୧୮
କାଳରାତ୍ରି - ରାତ୍ରି ୧୧/୫୨ ରୁ ୦୧/୧୬
ଆଜିର ରାଶିଫଳ-
ମେଷ:-
ଅଶ୍ୱନୀ – ସକାରତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ ।
ଦ୍ୱିଜା –ପାଖ ଲୋକ ଆର୍ଥିକ ସହାୟତା ମାଗିବେ ।
କୃତିକା – ଜରୁରୀ କାମରେ ସଫଳତା ପାଇବେ ।
ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ ।
ବୃଷ:-
କୃତିକା - ଜୀବନ ସାଥିଙ୍କୁ ଭଲ ବ୍ୟଞନ ଖାଇବାକୁ ଦେବେ ।
ରୋହିଣୀ – ଏଭଳି ଲୋକଙ୍କ ସହିତ ଭେଟିବେ ,ଯାହା ଦ୍ୱାରା ଆପଣଙ୍କ ଜୀବନ ରେ ପରିବର୍ତ୍ତନ ଆସିବ ।
ମୃଗଶିରା – ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ ।
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।
ମିଥୁନ:-
ମୃଗଶିରା - ବିବାହିତ ସମ୍ବନ୍ଧୀୟ କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ ।
ଆଦ୍ରା - ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି ।
ପୁନର୍ବସୁ - ଅଫିସ କାମରେ ବାଧା ଆସିପାରେ ।
ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ ।
କର୍କଟ:-
ପୁନର୍ବସୁ - ଚାକିରିଆ ମାନଙ୍କୁ ସହରକୁ ଯିବାକୁ ପଡିପାରେ ।
ପୁଷ୍ୟା – ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ ।
ଅଶ୍ଳେଷା - ପରିବାରରେ ଅଧିକ ଲୋକ ଖୁସିରେ ରହିବେ ।
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ସିଂହ:-
ମଘା – ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ ।
ପୂ , ଫାଲଗୁନୀ - ଜୀବନରେ ନୂଆ ସଂକେତ ମିଳିପାରେ ।
ଉ ,ଫାଲଗୁନୀ – ଘର ସଫାସୁତରା ରଖନ୍ତୁ ସୁଖ ସମୃଦ୍ଧି ହେବ ।
ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ ।
କନ୍ୟା:-
ଉ , ଫାଲଗୁନୀ – ବିରୋଧୀ କ୍ଷତି କରିବାକୁ ଅସଫଳ ହେବେ ।
ହସ୍ତା – କିଛି ବିଶେଷ କାର୍ଯ୍ୟ ଅତି ଶିଘ୍ର ପୂରଣ ହେବ ।
ଚିତ୍ରା – ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି ।
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ତୁଳା:-
ଚିତ୍ରା –ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ ।
ସ୍ୱାତୀ – ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ବିଶାଖା – ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ ।
ପ୍ରତିକାର –ପର୍ଶୁରାମ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ ।
ବିଛା:-
ବିଶାଖା – ବ୍ୟପାରରେ ଲାଭ ମିଳିବାର ସମ୍ଭାବନା ରହିଛି ।
ଅନୁରାଧା – ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ ।
ଜ୍ୟେଷ୍ଠା – ଆପଣ ପୂର୍ବରୁ କରିଥିବା ତୃଟି ପାଇଁ ହୃଦୟଙ୍ଗମ କରିବେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ ।
ଧନୁ:-
ମୂଳା – କ୍ୟାରିୟରେ ନୂଆ କିର୍ତୀମାନ ସ୍ଥାପନ କରିବେ ।
ପୂ , ଷାଢା – ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ବିତାଇବେ ।
ଉ , ଷାଢା – ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇବେ ।
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ ।
ମକର:-
ଉ , ଷାଢା - ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ ।
ଶ୍ରବଣା – ମୁରବିଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରିଲେ ସଫଳତା ପାଇବେ ।
ଧନିଷ୍ଠା –ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ ।
ପ୍ରତିକାର – ମା' ଶାରଳାଙ୍କ ଆରଧନା କରନ୍ତୁ ।
କୁମ୍ଭ:-
ଧନିଷ୍ଠା –ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ ।
ଶତଭିଷା – କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ ।
ପୂ , ଭାଦ୍ରପଦ - ନୂଆ ବ୍ୟବସାୟ କଥା ଚିନ୍ତା କରିବେ ।
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।
ମୀନ:-
ପୂ , ଭାଦ୍ରପଦ -- ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ ।
ଉ , ଭଦ୍ରପଦ - ତର୍କରେ ସଭିଙ୍କୁ ନିଜ କଥାରେ ସହମତ କରାଇ ନେବେ ।
ରେବତୀ –ଅନ୍ୟ ରାଜ୍ୟକୁ ବ୍ୟପାର କରିବାକୁ ଯାଇ ପାରନ୍ତି ।
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ ।
Jyotirvid Er Deepak Acharya -0674-3527219,9238397100