• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ  ଗୁରୁବାର, ତିଥି – ୬ଷ୍ଠୀ ପ୍ରାତଃ ୦୫/୪୧ ଗତେ ୭ମୀ (କ୍ଷୟ), ଚନ୍ଦ୍ର   – କନ୍ୟା ପ୍ରାତଃ  ୦୬/୩୯ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ପ୍ରାତଃ  ୦୬/୩୯ ପର୍ଯ୍ୟନ୍ତ, ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୫/୪୧ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ନିଶାନ୍ତ ୦୫/୦୬ ପର୍ଯ୍ୟନ୍ତ

ଶୁଭ ସମୟ-

ପ୍ରାତଃ ୦୫/୨୭ ରୁ ୦୭/୦୯

 ଦିବା ୧୦/୩୫ ରୁ ୦୧/୦୯

ରାତ୍ରି ୦୨/୨୯ ରୁ ୦୩/୧୩  

ଅଶୁଭ ସମୟ-

ଋାହୁକାଳ - ଦିବା ୦୧/୨୯ ରୁ ୦୩/୦୫

କାଳବେଳା - ଦିବା ୦୩/୦୫ ରୁ ୦୪/୪୧

ବାରବେଳା – ଦିବା  ୦୪/୪୧ ରୁ ୦୬/୧୮

କାଳରାତ୍ରି - ରାତ୍ରି ୧୧/୫୨ ରୁ ୦୧/୧୬

ଆଜିର ରାଶିଫଳ-

ମେଷ:-

ଅଶ୍ୱନୀ – ସକାରତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ ।

ଦ୍ୱିଜା –ପାଖ ଲୋକ ଆର୍ଥିକ ସହାୟତା ମାଗିବେ ।

କୃତିକା – ଜରୁରୀ କାମରେ ସଫଳତା ପାଇବେ ।

ପ୍ରତିକାର -  ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ ।

ବୃଷ:-

କୃତିକା  - ଜୀବନ ସାଥିଙ୍କୁ ଭଲ ବ୍ୟଞନ ଖାଇବାକୁ ଦେବେ ।

ରୋହିଣୀ – ଏଭଳି ଲୋକଙ୍କ ସହିତ ଭେଟିବେ ,ଯାହା ଦ୍ୱାରା ଆପଣଙ୍କ ଜୀବନ ରେ ପରିବର୍ତ୍ତନ ଆସିବ ।

ମୃଗଶିରା – ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ ।   

ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

ମିଥୁନ:-

ମୃଗଶିରା  - ବିବାହିତ ସମ୍ବନ୍ଧୀୟ କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ ।

ଆଦ୍ରା -  ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି ।  

ପୁନର୍ବସୁ -  ଅଫିସ କାମରେ ବାଧା ଆସିପାରେ । 

ପ୍ରତିକାର – ସକାଳୁ  ଛୋଟ ପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ ।

କର୍କଟ:-

ପୁନର୍ବସୁ -  ଚାକିରିଆ ମାନଙ୍କୁ ସହରକୁ ଯିବାକୁ ପଡିପାରେ ।

ପୁଷ୍ୟା – ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ । 

ଅଶ୍ଳେଷା - ପରିବାରରେ ଅଧିକ ଲୋକ ଖୁସିରେ ରହିବେ ।

ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

ସିଂହ:-

ମଘା – ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ ।

ପୂ , ଫାଲଗୁନୀ - ଜୀବନରେ ନୂଆ ସଂକେତ ମିଳିପାରେ । 

ଉ ,ଫାଲଗୁନୀ – ଘର ସଫାସୁତରା ରଖନ୍ତୁ ସୁଖ ସମୃଦ୍ଧି ହେବ ।

ପ୍ରତିକାର – ବିଷ୍ଣୁଙ୍କୁ ଲାଲ ମନ୍ଦାର ଦେଇ ଦିନଟି ଆରମ୍ଭ କରନ୍ତୁ ।

କନ୍ୟା:-

ଉ , ଫାଲଗୁନୀ – ବିରୋଧୀ କ୍ଷତି କରିବାକୁ ଅସଫଳ ହେବେ ।

ହସ୍ତା – କିଛି ବିଶେଷ କାର୍ଯ୍ୟ ଅତି ଶିଘ୍ର ପୂରଣ ହେବ ।

ଚିତ୍ରା – ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି ।

ପ୍ରତିକାର -  ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।  

ତୁଳା:-

ଚିତ୍ରା –ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ ।

ସ୍ୱାତୀ – ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । 

ବିଶାଖା – ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ ।

ପ୍ରତିକାର –ପର୍ଶୁରାମ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ ।

ବିଛା:-

ବିଶାଖା – ବ୍ୟପାରରେ ଲାଭ ମିଳିବାର ସମ୍ଭାବନା ରହିଛି ।  

ଅନୁରାଧା – ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ ।

ଜ୍ୟେଷ୍ଠା  –  ଆପଣ ପୂର୍ବରୁ କରିଥିବା ତୃଟି ପାଇଁ ହୃଦୟଙ୍ଗମ କରିବେ ।

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ ।

ଧନୁ:-

ମୂଳା – କ୍ୟାରିୟରେ ନୂଆ କିର୍ତୀମାନ ସ୍ଥାପନ କରିବେ ।

ପୂ , ଷାଢା – ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ବିତାଇବେ ।

ଉ , ଷାଢା – ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇବେ ।

ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ ।

ମକର:-

ଉ , ଷାଢା -  ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ ।

ଶ୍ରବଣା – ମୁରବିଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରିଲେ ସଫଳତା ପାଇବେ ।

ଧନିଷ୍ଠା –ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ ।

ପ୍ରତିକାର – ମା' ଶାରଳାଙ୍କ ଆରଧନା କରନ୍ତୁ ।

କୁମ୍ଭ:-

ଧନିଷ୍ଠା –ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ ।

ଶତଭିଷା – କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ ।

ପୂ , ଭାଦ୍ରପଦ - ନୂଆ ବ୍ୟବସାୟ କଥା ଚିନ୍ତା କରିବେ ।

ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

ମୀନ:-

ପୂ , ଭାଦ୍ରପଦ -- ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ ।

ଉ , ଭଦ୍ରପଦ - ତର୍କରେ ସଭିଙ୍କୁ ନିଜ କଥାରେ ସହମତ କରାଇ ନେବେ ।

ରେବତୀ –ଅନ୍ୟ ରାଜ୍ୟକୁ ବ୍ୟପାର କରିବାକୁ ଯାଇ ପାରନ୍ତି । 

ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ ।

Jyotirvid Er Deepak Acharya -0674-3527219,9238397100