ଆରଟିଆଇ ତଥ୍ୟରୁ ମିଳିଥିବା ତଥ୍ୟ ଖୋଲିଛି ବାଣପୁର ବ୍ଲକ ତାଳବୋରେଇ ଆଶ୍ରମ ସ୍କୁଲର ଗୁମର
୩ ରିକଭରି ସଂସ୍ଥାରୁ ଟଙ୍କା ଜବତ,ଚାଇନା ମାଷ୍ଟର ମାଇଣ୍ଡକୁ ଖୋଜୁଛି EOW
ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅଧୀନ ବୈରୀ, ଶାଳପଡ଼ା, ସମିଆଁ ଆଦି ଅଞ୍ଚଳରେ ସବୁ ସୀମା ଟପିଛନ୍ତି ପଥର ମାଫିଆ
ଜୁଲାଇ ପ୍ରଥମ ସପ୍ତାହରେ କାଶୀପୁର ବ୍ଳକ୍ ଅନ୍ତର୍ଗତ ଦୁଡୁକାବାହାଲ ଗାଁରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଏବେ ତାହା କଲ୍ୟାଣସିଂହପୁର ବ୍ଲକ୍କୁ ବ୍ୟାପିଲାଣି।
କଟକ ଚୌଧୁରୀ ବଜାରର ମୁଖ୍ୟ ରାସ୍ତାରେ ଜାଇକା ଡ୍ରେନରେ ମାଟି ଧସି ହେବାପରେ ହଠାତ୍ ରାସ୍ତାରେ ୬ ଫୁଟର ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୋଲିସ୍ ପାଖକୁ ଯାଇ ପାରିବାରିକ ଅଶାନ୍ତି କଥା ଜଣାଇଥିଲେ । ହେଲେ ୮ ମାସ ପରେ ବି ହୋଇ ପାରିଲାନି ସମାଧାନ । ନ୍ୟାୟ ଦେଇପାରିଲାନି ପୋଲିସ । ଆଉ ଶେଷରେ ହତାଶ ହୋଇ ଚରମ ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଗୋପାଳପୁର ଅଞ୍ଚଳର ଟୁକୁନି ଦାଶ ।
ଚେନ୍ନାଇ ଫେରିବାର ୩ଦିନ ପରେ ଆଜି ଜଗନ୍ନାଥ ବିହାର ସ୍ଥିତ ଘରୁ ମା ଅପରାଜିତାଙ୍କ ସହ ଖାରବେଳନଗର ଥାନାକୁ ଯାଇଥିଲେ ବାବୁସାନ । ପୋଲିସର କହିବା କଥା, ବାବୁସାନ-ତୃପ୍ତି ଓ ପ୍ରକୃତିଙ୍କ ପରିବାର ବୁଝାମଣାର ବାଟ ବାହାର କରିଛନ୍ତି ।
ଗୁରୁ କନସଲଟାଣ୍ଟସ ସଂସ୍ଥାର ୩ କୋଟି ୯୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ । ପ୍ରଭାତ କହିଲେ ଜମିଜମା ସଂପର୍କିତ ମାମଲା, କୋର୍ଟରେ ପ୍ରମାଣ କରିବି ।
ଜନମତ ସର୍ଭେ ଆକଳନରେ ଆସିଲା କିଛି ଏଭଳି ତଥ୍ୟ । ଏବେ ନିର୍ବାଚନ ହେଲେ NDAକୁ ମିଳିପାରେ ୩୬୧ ଆସନ ।
ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା। ଦାୟିତ୍ୱ ନେଉ ନେଉ କହିଲେ ଲକ୍ଷ୍ୟ କଂଗ୍ରେସ ମୁକ୍ତ ଭାରତ, ବିଜେଡି ମୁକ୍ତ ଓଡ଼ିଶା।
ପତ୍ନୀ ତୃପ୍ତିଙ୍କୁ ଫୋନ୍ କରି କଥାହେଲେ ଓଲିଉଡ୍ ଷ୍ଟାର ବାବୁସାନ୍ ମହାନ୍ତି ।
ଗାଁରେ ଝାଡ଼ାବାନ୍ତିି ବ୍ୟାପିବା ପରେ ପାଣି ନମୁନା ପରୀକ୍ଷା ହୋଇଥିଲା । ଗାଁର କିଛି କୂଅ, ନଳକୂଅ ସହ ସପ୍ଲାଇ ପାଣିର ପରୀକ୍ଷା ହୋଇଥିଲା ।
ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ଏହି ସୂଚନା ଦେଇଛନ୍ତି ।
କୌଣସି ବିବାଦ ଭିତରେ ସେ ରହିବାକୁ ଚାହାଁନ୍ତି ନାହିଁ ମନ୍ମଥ । ଯଦି କିଛି ସମସ୍ୟା ଅଛି, ତୁରନ୍ତ ତାହାର ସମାଧାନ ହେଇଯାଉ ବୋଲି ମନ୍ମଥ କହିଛନ୍ତି ।
ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଲେ ଜୟନାରାୟଣ ମିଶ୍ର । ପ୍ରଦୀପ୍ତ ନାଏକ ଦୀର୍ଘ ଦିନରୁ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି ।
ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ନ ଦେଇ ଫେରିଗଲେ ବାବୁସାନ୍ ।
୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ED।
ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ?
ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।
ରାଜ୍ୟରେ ସାମନ୍ୟ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ରାଜ୍ୟରେ ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ….
ବ୍ରହ୍ମପୁର ଗୋପାଳପୁର ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ..
ପୋଲିସ୍ ପଚରାଉଚରାର ସମ୍ମୁଖୀନ ହେବା ପରେ ଗଣମାଧ୍ୟମକୁ ସବୁ କଥା ଜଣାଇବେ ବୋଲି ସେ କହିଛନ୍ତି।
ଆନ୍ଧ୍ର ନଜରରେ କୋରାପୁଟ ବନ୍ଧୁଗାଁ ସୀମାନ୍ତ ଅଞ୍ଚଳ...