ଖଣିମାଲିକ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ‘ଡିଅର୍ ଡିଆର୍’ ପୁସ୍ତକରେ ଦିଲ୍ଲୀପ ରାୟଙ୍କ ସଂପର୍କରେ ଲେଖାକୁ ନେଇ ହଟଚମଟ। କେବଳ ସେତିକି ନୁହେଁ, ଅନ୍ୟ ଏକ ଅଧ୍ୟାୟରେ ପଟ୍ଟନାୟକ ପରିବାରର ଭିତିରି କଥାର ଗୁମର ଖୋଲିଛନ୍ତି ଲେଖକ।

ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ପରିମାଣ ୩୧୩ କୋଟି ୫୩ ଲକ୍ଷ ଟଙ୍କା । ତାଙ୍କ ପଛରେ ଅଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନା ମହାକୁଡ ।
ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ୩୫ ଆସନରେ ଏଥର ଲଢୁଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ୪ ଜଣଙ୍କ ନାଁରେ ରହିଛି କ୍ରିମିନାଲ କେସ୍।
ଗତ ୨୦୧୪ ନିର୍ବାଚନ ଭଳି ଏଥର ମୈଦାନରେ ଦୁଇ ପୁରୁଖା ନେତା । ୨୦୧୪ରେ ଦୁଇ ନେତା ଦିଲୀପ ରାୟ ଓ ସାରଦା ପ୍ରସାଦ ନାୟକ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ସେଥିରେ ଦିଲୀପ ବାଜି ମାରିନେଇଥିଲେ।