• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହାଇକୋର୍ଟରେ ବାବୁସାନଙ୍କ ଜାମିନ୍ ଆବେଦନର ଅନ୍ତ । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଲେ ହାଇକୋର୍ଟ । ବାବୁସାନ ତଦନ୍ତରେ ସହଯୋଗ କରୁଥିବା ଜଣାଇଲେ ଉଭୟ ପକ୍ଷ ଓକିଲ । ଉଭୟ ସରକାରୀ ଓ ବାବୁସାନଙ୍କ ଓକିଲ ହାଇକୋର୍ଟଙ୍କୁ ଏନେଇ ଜଣାଇଥିବା ସୂଚନା ମିଳିଛି । ଏନେଇ ବାବୁସାନଙ୍କ ଓକିଲ ଧରଣୀଧର ନାୟକଙ୍କ ସୂଚନା ଦେଇଛନ୍ତି ।

ପତ୍ନୀ ତୃପ୍ତିଙ୍କ ସହ ବିବାଦ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ବାବୁସାନ । ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ ମଧ୍ୟ କରିଥିଲେ ।ପତ୍ନୀଙ୍କ ପକ୍ଷରୁ ପୂର୍ବରୁ ବାବୁସାନଙ୍କ ବିପକ୍ଷରେ ମାମଲା ଦାୟର ହୋଇଥିଲା । ବାବୁସାନଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ହୋଇଥିଲା।