Otv Khabar Bureau

ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା । ବର୍ଷା ସମେତ ତାଙ୍କ ମାଆ ଓ ଝିଆରୀଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି। ତେବେ ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ହୋଇଥିବା ଜାତିଆଣ ଆକ୍ଷେପ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଇଛି । ତେବେ ଏହି ମାମଲାରେ ଅଗଷ୍ଟ ମାସ ୮ ତାରିଖରେ ପବର୍ତ୍ତୀ ଶୁଣାଣି ହେବ ।

Other Stories