• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Ratna Bhandar
ପଡ଼ିଲା ମୂଳଦୁଆ; ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର !

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ଟିମ୍ ଗଠନ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି ।

Floodwater
ବର୍ଷକର ଦାନା ଭସେଇ ନେଲା ବଢ଼ିଲା ନଈ: ଗଛରେ ଥାଇ ସଢ଼ୁଛି କଞ୍ଚା ପରିବା

ବୁଡ଼ି ଯାଇଛି ଚାଷ ଜମି, ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି। ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀ।

Subroto Bagchi
ନୂଆ ଦାୟିତ୍ୱ ସହ ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା

ଦୀର୍ଘ ୭ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଗତ ଜୁନ୍ ୨୯ତାରିଖରେ ପଦରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର ଆଜି ପୁଣିଥରେ ଥଇଥାନ କରିଛନ୍ତି ।

Can Team India win the World Cup under Dravid's coaching
Sports: ଦ୍ରାବିଡ଼ଙ୍କ କୋଚିଂରେ ବିଶ୍ୱକପ୍ ଜିତିପାରିବ କି ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଏକ ଅଗ୍ନିପରୀକ୍ଷା । ଏଥିରେ ଉତ୍ତୀର୍ଣ୍ଣ ହେଲେ, ସେ ପ୍ରଶଂସିତ ହେବେ ଏବଂ ସମ୍ଭବତଃ ତାଙ୍କ କାର୍ଯ୍ୟକାଳ ବଢ଼ିବ; କିନ୍ତୁ ବିଫଳତା ସ୍ଥଳେ ତାଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ ।

OTV Cares Free Health Camp
OTV ଅଫିସ୍ ପରିସରରେ ହେଲଥ୍ କ୍ୟାମ୍ପ ଆୟୋଜନ

ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ଓଟିଭିର ସମସ୍ତ କର୍ମଚାରୀ । ଓଟିଭି-କେୟାର୍ ହସ୍ପିଟାଲ୍ ସହଭାଗିତାରେ ହେଲ୍ଥ କ୍ୟାମ୍ପ ଆୟୋଜିତ ହୋଇଛି ।

Radio jockey
କଏଦୀ ହୋଇ ଆସିଥିଲେ...R.J Tusar ବନିଗଲେ

ଜୀବନ ବଦଳାଇ ଦେଲା ଜେଲ୍‌ । ଗିରଫ ହୋଇ ଝାରପଡା ଜେଲ୍‌ରେ ରହିଲେ...ଏବେ RJ ତୁଷାର କହିଲେ ସମସ୍ତେ ଜାଣୁଛନ୍ତି...ଆଙ୍କରିଂଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି।

Banaka Lagi Of Lord Jagannath
‘ବୁଧବାର ହିଁ ହେବ ମହାପ୍ରଭୁଙ୍କ ବନକଲାଗି ନୀତି’

ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି କରାଯିବ ।

Bhadrak Flood
ଘରେ ପାଣି...ଛେଳିକୁ ଧରି ଜୀବନ ବଞ୍ଚାଇଲେ ଯୁବତୀ

ଆଖି ଯେତେ ଯାଏଁ ପାଇବ, ସେତେ ଯାଏଁ କେବଳ ପାଣି ହିଁ ପାଣି...କାହା ଘରେ ପାଣି ପଶିଲାଣି ତ କାହା ବେଡ୍‌ରୁମ୍‌ରେ । ଏମିତି ସ୍ଥିତିରେ ଛେଳିକୁ ନେଇ ଧାଇଁଲେ ଯୁବତୀ।

Ratna Bhandar
ବଡ଼ ଖବର ! ରତ୍ନ ଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସ

୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ।

OAS exam
କାହା ବାପା ପାଲା ଗାୟକ ତ ଆଉ କାହା ବାପା ତେଜରାତୀ ଦୋକାନୀ...ପୁଅ ଏବେ OAS

ସଂଘର୍ଷ କଲେ ସଫଳତା ନିଶ୍ଚୟ ମିଳିବ । କାହା ବାପା ପାଲାଗାୟକ ତ ଆଉ କାହାର ତେଜରାତୀ ଦୋକାନୀ...କଠିନ ପରିଶ୍ରମର ଫଳ ପାଇଛି ପୁଅ । ଏବେ ହାକିମ ହେବ।

Man brutally kills female friend
ସୈତାନ ସାଜିଲା ପ୍ରେମିକ...ଯାହାକୁ ଭଲ ପାଉଥିଲା ତାକୁ ହିଁ ମାରିଦେଲା

ପ୍ରେମିକ ନାଁରେ କଳଙ୍କ । ଯାହାକୁ ଭଲପାଉଥିଲା, ବିବାହର ପ୍ରତିଶ୍ରୁତି ଦେଇଥିଲା...ତା’କୁ ହିଁ ମାରିଦେଲା । ୨ ସହଯୋଗୀଙ୍କ ଗିରଫ ପରେ ପୂରା ଘଟଣାର ହେଲା ପର୍ଦ୍ଦାଫାଶ । ଭାଇ କହୁଛି ଭଉଣୀର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ।

ASO recruitment
ASO ଚୟନ ଅନିୟମିତତା ମାମଲା; ୬ ସପ୍ତାହରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ହୋଇଥିଲା ।

  • Friday, 04 August 2023
Sunday Off
ଅଜବ ସ୍କୁଲ ! ଶୁକ୍ରବାର ବନ୍ଦ ରହୁଛି, ରବିବାର ଖୋଲା

ସରକାରୀ ସ୍କୁଲ ହେଲେ ଶୁକ୍ରବାର ଛୁଟି, ରବିବାର ଖୋଲା ରହୁଛି । ପିଲାମାନେ ପାଠ ପଢୁଛନ୍ତି କିନ୍ତୁ ଅଭିଭାବକ ଅସନ୍ତୋଷ ଝାଡୁଛନ୍ତି ।

crocodile
ଅଜବ ବିଶ୍ୱାସ: ଏଇ ନଈରେ ହଳଦୀ ଲଗାଇ ଗାଧୋଇଲେ କୁମ୍ଭୀର ଟାଣିନେବ !

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍‌ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ।

Banakalagi rituals
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ବନକଲାଗି ବିଭ୍ରାଟ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ନେଇ ଏଜେଣ୍ଡାରେ ସ୍ଥିର ହୋଇନି । ତେବେ ସଭାପତିଙ୍କ ଅନୁମତି କ୍ରମେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ, ତାକୁ ଅପେକ୍ଷା ରହିଛି ।

  • Friday, 04 August 2023
Odisha BJP chief's new team
୨୦୨୪ ପୂର୍ବରୁ ରଣନୀତି; ମନମୋହନ ଗଠନ କଲେ ନୂଆଟିମ୍‌

ମନମୋହନ ଜାରି କରିଥିବା ଉପସଭାପତିଙ୍କ ତାଲିକାରେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ରହିଛି ।

  • Friday, 04 August 2023
High Court
ଏଣିକି ପ୍ରତି ଶନିବାର ହାଇକୋର୍ଟ ବୁଲିବେ ସାଧାରଣ ଜନତା

ପ୍ରତି ସିଫଟରେ ୪୦ ଜଣ ହାଇକୋର୍ଟ ଭିତରକୁ ଯାଇପାରିବେ।

Driver burnt alive after truck catches fire in major accident in Keonjhar
ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ରକ୍‌; ଡ୍ରାଇଭର ମୃତ

ଆଲୁମିନିୟମ ବୋଝେଇ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ । ଆଜି ଭୋର ୪ଟା ସମୟରେ ଦୁଇଟି ଯାକ ଟ୍ରକ କୋଲକାତା ଅଭିମୁଖେ ଯାଉଥିବା ବେଳେ ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇ ଆଲୁମିନିୟମ ବୋଝେଇ ଟ୍ରକଟି ଜଳିଯାଇଛି ।

Today Panchang
Today Panchang 4th August 2023: ଜାଣନ୍ତୁ କେଉଁ ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରିବେ...

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...କେଉଁ ସମୟରେ ଆରମ୍ଭ କରିବେ ଶୁଭ କାର୍ଯ୍ୟ

  • Friday, 04 August 2023
Bhadrak Flood
ବନ୍ୟାପାଣିରେ ଉବୁଟୁବୁ ଭଦ୍ରକ; ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ

ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି ।

Baitarani River
Flood: ବିପଦ ସଂକେତ ଉପରେ ବହୁଛି ବୈତରଣୀ

ଧୁଷୁରୀ, ଅସୁରାଳି, କଶିମପୁର, ହାସନାବାଦ, ପଙ୍ଗଟା, ଫଳପୁର, ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି ।

  • Friday, 04 August 2023
  • Flood
Flood Like Situation In Odisha
ଯୁଆଡ଼େ ଦେଖିବ ଖାଲି ପାଣି ! ନୟାଗଡ଼-ବୌଦ୍ଧ-ସୋନପୁରରେ ବୁଡ଼ିଲାଣି ଗାଁ

ଉତ୍ତରବାଙ୍କୀ ଓ ତିଗିରିଆ ବ୍ଲକର ୯ଟି ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ନୟାଗଡ଼ ଜିଲ୍ଲାରେ ଗାଁ ସହିତ ବିଲବାଡ଼ି, ରାସ୍ତାଘାଟ, ପୋଲ ବି ବୁଡ଼ିଛି ।

amit shah
ଆସୁଛନ୍ତି ଶାହ ! କାର୍ଯ୍ୟକର୍ତ୍ତାଙ୍କଠାରୁ ନେବେ ହିସାବ...

ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା।

20 ft breach occurred in Mahanadi river  in Jagatsinghpur
ଏପଟେ ବଢ଼ୁଛି ହୀରାକୁଦର ଜଳସ୍ତର, ସେପଟେ ମହାନଦୀରେ ୨୦ ଫୁଟର ଘାଇ

ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 04 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 04 August 2023