• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୪ ତାରିଖ ଶୁକ୍ରବାର,  ଚନ୍ଦ୍ର – କୁମ୍ଭ ଅହୋରାତ୍ର ତିଥି -  ୩ୟା ଦିବା ୧୨.୪୫ ଗତେ ୪ର୍ଥୀ ଘାତ ଚନ୍ଦ୍ର –ମିଥୁନ  ଓ ମୀନ ରାତ୍ରି ୧୧.୧୮ ଗତେ ଧନୁ ଘାତ ବାର – ବିଛା  ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୦୮ ଗତେ ୧ ପାଦ କୁଟୁମ୍ବହାନି- ତିଳକାଞନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ

ଶୁଭ ସମୟ

ପ୍ରାତଃ ୦୫.୨୭ରୁ ୦୬.୧୮

ପ୍ରାତଃ ୦୭.୦୯ରୁ ୦୮.୩୯

ଦିବା ୧୨.୧୮ରୁ ୦୨.୫୨

ଦିବା ୦୪.୩୫ରୁ ୦୬.୧୮

ରାତ୍ରି ୦୭.୪୭ରୁ ୦୯.୦୫

ରାତ୍ରି ୦୧.୪୪ରୁ ୦୩.୫୮

ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ଅଶୁଭ ସମୟ

ରାହୁକାଳ – ଦିବା ୧୦.୧୬ରୁ ୧୧.୫୨

କାଳବେଳା – ଦିବା ୧୦.୧୬ରୁ ୧୧.୫୨

ବାରବେଳା – ଦିବା ୦୮.୩୯ରୁ ୧୦.୧୬

କାଳରାତ୍ରି – ରାତ୍ରି ୦୯.୦୫ରୁ ୧୦.୨୯

OTV is now on Whatsapp

Join and get latest news update delivered to you via whatsapp

Join Now