• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ocs

Odisha youths from technical background are more interested to join administrative service!
ଅଲୋଡା ହେଉଛି କି ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ ?

ହାତରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। କିନ୍ତୁ ଇଚ୍ଛା ବାବୁ ଚାକିରିରେ। ଏବେ ଏଭଳି କିଛି ଟ୍ରେଣ୍ଡ ଯୁବ ପିଢି ଭିତରେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି ୟୁପିଏସସି ଏବଂ ଓପିଏସସି ପରୀକ୍ଷାରେ।

Subroto Bagchi
ନୂଆ ଦାୟିତ୍ୱ ସହ ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା

ଦୀର୍ଘ ୭ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଗତ ଜୁନ୍ ୨୯ତାରିଖରେ ପଦରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର ଆଜି ପୁଣିଥରେ ଥଇଥାନ କରିଛନ୍ତି ।

Inspiring story
ବିନା କୋଚିଂରେ OAS ଟପ୍ପର । ସୁଦେବ ପୃଷ୍ଟି ଲକ୍ଷ୍ୟ ଆଗରେ ବାଧକ ସାଜିନି ଅର୍ଥାଭାବ

ଅଭାବୀ ପରିବାରରୁ ଆସି ପ୍ରଶାସନିକ ପଦବୀରେ ବସିବାକୁ ଯାଉଥିବା କୃତିତ୍ୱଧାରୀଙ୍କୁ ନେଇ ରିପୋର୍ଟ ।

OCS Result 2021
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହେଲେ ଆଦିବାସୀ ଯୁବକ ଚିନ୍ମୟ । କହିଲେ, ବିଫଳତା ହିଁ ସଫଳତାର ପାହାଚ

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ 188 ନମ୍ୱର ରାଙ୍କ ପାଇ ସଫଳତା ହାସଲ କରିଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୁନିପାର ଗାଁର ଚିନ୍ମୟ କୁମାର ସାହୁ । କହିଲେ, ବିଫଳତା ହିଁ ସଫଳତାର ପାହାଚ

OSC
OCS ପରୀକ୍ଷା-୨୦୨୧ ଫଳ ପ୍ରକାଶ ଉପରୁ ହଟିଲା ଅଙ୍କୁଶ

ରେଜଲ୍ଟ ପ୍ରକାଶ ଉପରେ ଅଙ୍କୁଶ ଜାରି ପରେ ଶତାଧିକ ପ୍ରାର୍ଥୀ ପ୍ରଭାବିତ । ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ ।

Despite cabinet decision of OCS exam in Odia language
କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି

ଧୂଆଁବାଣ ସାଜିଲାକି ଓଡ଼ିଆରେ ଓସିଏସ୍ ପରୀକ୍ଷା। କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି ପରେ ଓଡ଼ିଆ ଭାଷାପ୍ରେମୀଙ୍କ ଅସନ୍ତୋଷ। ଅନ୍ୟ ରାଜ୍ୟରେ ହେଉଥିଲେ ବି ଏଠି କାହିଁକି ହେବନି ବୋଲି ପ୍ରଶ୍ନ।

Despite cabinet decision of OCS exam in Odia language
ଓଡ଼ିଆରେ ଆସିବନି ଓଏଏସ୍ ପରୀକ୍ଷାର ପ୍ରଶ୍ନ

୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି।

odisha civil service exam
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ତାରିଖ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ଏକ୍‌ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ରାଜ୍ୟର ୫ଟି ଜୋନରେ ହେବ ପରୀକ୍ଷା ।

OJS-OAS
OCS ଏବଂ OJS ରେଜଲ୍ଟ କେବେ? ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ

OPSCକୁ ଏକ୍‌ଜାମିନର୍ ସଂକଟ । ଖାତା ଦେଖା ପାଇଁ ମିଳୁନାହାନ୍ତି ମୂଲ୍ୟାୟନକାରୀ । ବିଳମ୍ବ ହେଉଛି OCS ଏବଂ OJS ଫଳ ପ୍ରକାଶ । ଚାଲିଛି ପ୍ରଫେସର୍ ଓ ଆସୋସିଏଟ୍ ପ୍ରଫେସର୍ ଖୋଜା । ଓଡ଼ିଶା ସିଭିଲ ସର୍ଭିସେସ୍-OCS ଏବଂ ନ୍ୟାୟିକ ସେବା- OJS ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ କାହିଁକି?

OJS-OAS
ବଡ଼ ସମସ୍ୟା, ଚିନ୍ତାରେ ପରୀକ୍ଷାର୍ଥୀ ! OCS-OJS ପରୀକ୍ଷା ଖାତା ଦେଖିବାକୁ ନାହାନ୍ତି ଏକ୍‌ଜାମିନର..

ପରୀକ୍ଷାର ୮ମାସ ପରେ ବି ବାହାରିପାରୁନି OCS ଓ OJS ଫଳ । ମୂଲ୍ୟାୟନକାରୀ ନଥିବାରୁ ଉଚ୍ଚଶିକ୍ଷା ବିଭାଗକୁ OPSCର ଚିଠି  ।

OPSC
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଆସନ୍ତା ୨୦ ତାରିଖରୁ ଫେବ୍ରୁଆରୀ ୮ ତାରିଖ ଯାଏଁ ଅଛି ମେନ୍ ପରୀକ୍ଷା । ଏନେଇ ପୂର୍ବରୁ ସୂଚୀ ସ୍ଥିର ହୋଇଛି ।