• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bhadrak Flood

Bhadrak Flood
ଭୋକରେ ପେଟ ଜଳିଲାଣି..ଖାଇବାକୁ କିଛି ନାହିଁ

ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍‌ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ

Bhadrak Flood
ବଢ଼ି ଘେରରେ ଶହ ଶହ ଗାଁ, ବନ୍ୟାରେ ୩ ଜଣଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ

ବର୍ଷା ଥମିଛି, ମହାନଦୀ ତଳମୁଣ୍ଡରେ ଜଳ ପ୍ରବାହ ସାମାନ୍ୟ ହ୍ରାସ ବି ପାଇଛି। କିନ୍ତୁ, ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା। କାରଣ ମହାନଦୀ, ବୈତରଣୀ, ବ୍ରାହ୍ମଣୀର ଶାଖାନଦୀର ବନ୍ୟାପାଣି ଗାଁ ଗାଁରେ ପଶିଛି। ଫଳରେ ୨ଦିନ ହେଲା ଜଳବନ୍ଦୀ ଜୀବନ ଜୀଉଁଛନ୍ତି ଲୋକେ। ଏପରିକି କେଉଁଠି ଘାଇ ହୋଇଛି, ତ ଆଉ କେଉଁଠି ଜୀବନ ନେଇଛି ବର୍ଷର ଏହି ପ୍ରଥମ ବନ୍ୟା

Bhadrak Flood
ଘରେ ପାଣି...ଛେଳିକୁ ଧରି ଜୀବନ ବଞ୍ଚାଇଲେ ଯୁବତୀ

ଆଖି ଯେତେ ଯାଏଁ ପାଇବ, ସେତେ ଯାଏଁ କେବଳ ପାଣି ହିଁ ପାଣି...କାହା ଘରେ ପାଣି ପଶିଲାଣି ତ କାହା ବେଡ୍‌ରୁମ୍‌ରେ । ଏମିତି ସ୍ଥିତିରେ ଛେଳିକୁ ନେଇ ଧାଇଁଲେ ଯୁବତୀ।