• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

simpriti
୫୦ ଥର ଇଣ୍ଟରଭିୟୁରେ ଫେଲ୍ ହେବା ପରେ ହାରିନଥିଲେ ସମ୍ପ୍ରିତି,ଏବେ ଗୁଗୁଲ ଦେଲା ଏକ କୋଟିର ଚାକିରି

ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ ତାଙ୍କର ସାଥ୍ ଦେଇନଥିଲେ

Youth Murdered Girlfriend
ୱାନ୍‌ ସାଇଡେଡ୍‌ ଲଭ୍‌ ଷ୍ଟୋରୀ: ରାସ୍ତା ଉପରେ ପ୍ରେମିକା ତଣ୍ଟିରେ ଛୁରୀ

ଭାଲେଣ୍ଟାଇନ୍‌ ଡେ’ ପୁର୍ବରୁ ଯୁବତୀଙ୍କ ଗଳାକାଟି ହତ୍ୟା କଲା ଯୁବକ। ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି।

hijab-row
Karnataka Hijab Row : ଫ୍ଲାଗ ମାର୍ଚ୍ଚ, ୧୪୪ ଧାରା ! କଡା ସୁରକ୍ଷାରେ ଖୋଲିଲା ଦଶମ ପର୍ଯ୍ୟନ୍ତ ସ୍କୁଲ

ସ୍କୁଲରେ ପିଲାମାନଙ୍କୁ ନିରାପଦରେ ରଖିବା ପାଇଁ ପ୍ରଶାସନ ଯଥାସମ୍ଭବ ଚେଷ୍ଟା କରୁଛି । ରବିବାର ଦିନ ପୋଲିସ ଶିବାମୋଗାରେ ଫ୍ଲାଗ ମାର୍ଚ୍ଚ କରିଥିଲା ।

aap
ଭାରତରେ ଆଉ ୫୪ଟି ଚାଇନିଜ୍ ଆପ୍ ବ୍ୟାନ୍ ! ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ

ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ୫୪ଟି ଚାଇନିଜ ଆପ୍ ବ୍ୟାନ୍ କରିଛନ୍ତି ।

Assembly Elections 2022 | Voting In 3 States Underway Today
୩ ରାଜ୍ୟରେ ମତଦାନ;ଭୋଟିଂ ପାଇଁ ଲମ୍ୱା ଲାଇନ୍‌ରେ ନାଗରିକ

ଆଜି ୩ ରାଜ୍ୟରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟୟରେ ୯ଟି ଜିଲ୍ଲାର ୫୫ଟି ସିଟ୍‌ରେ ମତଦାନ ଚାଲିଥିବାବେଳେ ଉତ୍ତରାଖଣ୍ଡର ୭୦ ଓ ଗୋଆରେ ୪୦ଟି ସିଟ୍‌ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର ।

PSLV-C52/ EOS-03 Mission Successful
ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା, ବର୍ଷର ପ୍ରଥମ ସାଟେଲାଇଟ୍ ଉତ୍‌କ୍ଷେପଣ କଲା ଇସ୍ରୋ

ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ର ପ୍ରଥମ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି। ଗୋଟିଏ ରାଡାର ଇମେଜିଂ ସାଟେଲାଇଟ୍ ସହ ଆଉ ୨ଟି କ୍ଷୁଦ୍ର ସାଟେଲାଇଟ୍‌କୁ ନେଇ PSLV-C52 ମହାକାଶକୁ ଯାଇଛି।

3 years of Pulwama Attack
ପୁଲୱାମା ଘଟଣାକୁ ପୂରିଲା ୩ ବର୍ଷ, ପ୍ରେମର ଦିବସରେ ଗୋଲାପ ନୁହେଁ ରକ୍ତର ହୋଲି ଖେଲିଥିଲେ ଆତଙ୍କୀ

ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା

 AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଓୱେସି
ହିଜାବ ପିନ୍ଧିଥିବା ଜଣେ ମହିଳା ହେବେ ଦେଶର ପ୍ରଧାନମନ୍ତ୍ରୀ: ଓୱେସି

ରବିବାର ଟ୍ୱିଟ୍‌ରରେ ଏକ ବୟାନ ଜାରି କରି ହିଜାବ ବିବାଦ ନିଆଁ ଘିଅ ଢ଼ାଳିଛନ୍ତି

gold rate today
ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ବଢିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୮୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୨୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୩,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

'Digital' Beggar From Bihar Uses QR Code To Accepts Alms
ହାତରେ ନୁହେଁ ସିଧା ବ୍ୟାଙ୍କ୍‌ ଆକାଉଁଣ୍ଟକୁ ଆସିବ ଟଙ୍କା; ବେକରେ ସ୍କାନର ପକାଇ ବୁଲି ବୁଲି ଭିକ ମାଗୁଛନ୍ତି ଭିକାରୀ

ହାତରେ ନୁହେଁ QR CODEରେ ଭିକ ମାଗୁଛନ୍ତି ଭିକାରୀ । ବିହାର ବେତିୟା ଷ୍ଟେସନ୍‌ରେ ବୁଲୁଛନ୍ତି ଡିଜିଟାଲ୍ ଭିକାରୀ । ବାର କୋଡ୍ ସ୍କାନ୍ କରି ଭିକ ଦେଉଛନ୍ତି ଲୋକେ ।

NCB, India Navy Seize Drugs Worth Rs 2,000 Crore Off Gujarat Coast
ଗୁଜୁରାଟ ଉପକୂଳରୁ ୨୦୦୦ କୋଟିର ଡ୍ରଗ୍ସ ଜବତ କଲା ଏନ୍‌ସିବି

ଆରବ ସାଗରର ଗୁଜୁରାଟ ଉପକୂଳରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ଉ ବେଳେ ପ୍ରାୟ ୮୦୦ କିଲୋଗ୍ରାମ ଓଜନର ଡ୍ରଗ୍ସ ଜବତ କରାଯାଇଛି ।

puspa
ବଜାରକୁ ଆସିଲା ପୁଷ୍ପା ସିନେମାର ପୋଷ୍ଟର ଥିବା ଶାଢୀ, ମାର୍କେଟ କରୁଛି ହଲଚଲ୍

‘ପୁ‌ଷ୍ପା’ ପୋଷ୍ଟର ଶାଢୀର ବହୁତ ଡିମାଣ୍ଡ। ତିଆରି ହେଉଛି ଅଧିକରୁ ଅଧିକ ‘ପୁ‌ଷ୍ପା’ ଶାଢୀ। ଯେଉଁଥି ପାଇଁ ‘ତିଆରି କରିବା ଲୋକ ପାଖକୁ ଅନେକ ଅର୍ଡର। ଏବେ ଜାଣନ୍ତୁ ପୂରା କଥା

ABG Shipyard Bank Fraud
ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ : ୨୨ ହଜାର ୮୪୨ କୋଟି ଟଙ୍କାର ଠକେଇ

ପଦାକୁ ଆସିଲା ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ । ୨୨ ହଜାର ୮୪୨ କୋଟି ଠକେଇ ଅଭିଯୋଗ, ସୁରତର ଜାହାଜ ନିର୍ମାଣକାରୀ କମ୍ପାନୀ ABG ସିପ୍ୟାର୍ଡ ଲିମିଟେଡ୍ ନାଁରେ ମାମଲା ଦାଏର କଲା ସିବିଆଇ ।

Election Guidelines
ପ୍ରଚାର କଟକଣା ସାମାନ୍ୟ କୋହଳ କଲେ ଭାରତୀୟ ନିର୍ବାଚନ କମିଶନ

ଆସନ୍ତା ୧୪ ତାରିଖରେ ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ।

Hijab Row
କୋଲକାତା, ହାଇଦ୍ରାବାଦ, ଆଲିଗଡ଼ ଚାରିଆଡ଼େ ହିଜାବ ଝଡ଼ ! ରାଜନୈତିକ ବୟାନବାଜି ବି ଜୋର୍

ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ହିଜାବ ବିବାଦ ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ନିଜ ମତ ରଖିଛନ୍ତି । ଅଭିନେତ୍ରୀ କଙ୍ଗନା ରାନାଓ୍ୱତ୍ ଲେଖିଛନ୍ତି, ଯଦି ସାହସ ଦେଖାଇବାର ଅଛି, ତେବେ ଆଫଗାନିସ୍ତାନରେ ବୁର୍ଖା ନପିନ୍ଧି ଦେଖାଅ । ଏହାର ଉତ୍ତରରେ ଶବାନା ଆଜମୀ ଲେଖିଛନ୍ତି, ଆଫଗାନିସ୍ତାନ ଏକ ଧର୍ମଶାସିତ ଦେଶ

gold rate today
ଆଜି ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବାକୁ ଯିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୮୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୨୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

90% cops corrupt
୯୦ ପ୍ରତିଶତ ପୋଲିସ୍ ଅଧିକାରୀ ଦୁର୍ନୀତିଗ୍ରସ୍ତ : ମାଡ୍ରାସ ହାଇକୋର୍ଟଙ୍କ ତୀକ୍ଷ୍ଣ ଟିପ୍ପଣୀ

ପୋଲିସ ବିଭାଗର ଅନେକ ଅଧିକାରୀ କିପରି ଅନୁସନ୍ଧାନ କରାଯାଏ, ତାହା ଜାଣନ୍ତି ନାହିଁ ବୋଲି କହିଛନ୍ତି ଜଷ୍ଟିସ୍ ପି ବେଲମରଗନଙ୍କ ଏକ ଖଣ୍ଡପୀଠ । କେବଳ ୧୦ ପ୍ରତିଶତ ଅଧିକାରୀ ସଚ୍ଚୋଟ ।

Police Destroyed Cannabis
ଭାରତ ଇତିହାସରେ ପ୍ରଥମ: ୨୦୦ କୋଟି ଟଙ୍କାର ଜବତ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ପୋଲିସ୍‌

ଶହେ କି ଦୁଇ ଶହ କିଲୋ ନୁହେଁ, ଗତ ଦେଢ଼ ବର୍ଷ ମଧ୍ୟରେ ଜବତ ହୋଇଥିବା ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପୋଲିସ୍‌।

Naxals Encounter
ଛତିଶଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ : CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍, ଆଉ ଜଣେ ଯବାନ ଗୁରୁତର

ଛତିଶଗଡ଼ର ବିଜାପୁରଠାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

Goa Police
ପ୍ରଶାନ୍ତ କିଶୋରଙ୍କ ସଂଗଠନ I-PAC ଠିକଣା ଉପରେ ଚଢ଼ଉ ! ଗଞ୍ଜେଇ ଜବତ, ଜଣେ ସଦସ୍ୟ ଗିରଫ

ଗୋଆରେ ବିଧାନସଭା ନିର୍ବାଚନ ପାଇଁ ୧୪ ଫେବୃଆରୀରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ । ଗତ ଅଢ଼େଇ ବର୍ଷ ଧରି ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଗୋଆରେ ପାର୍ଟି କାର୍ଯ୍ୟ ପରିଚାଳନା କରୁଛନ୍ତି

  • Saturday, 12 February 2022
  • I-PAC
Mother Pulling Child With Help Of A Saree From 10th Floor
ଶାଢ଼ୀରେ ପୁଅକୁ ବାନ୍ଧି ୧୦ ମହଲାରୁ ତଳକୁ ଝୁଲାଇଲା ମା’, ଭାଇରାଲ ହେଉଛି ଲୋମ ଟାଙ୍କୁରା ଭିଡିଓ

ଶାଢ଼ୀରେ ବାନ୍ଧି ପୁଅକୁ ୧୦ ମହଲାରୁ ତଳକୁ ଝୁଲାଇ ଦେଲା ମା’। ଶିଶୁଟି ଶାଢ଼ୀକୁ ଧରି ଧୀରେ ଧୀରେ ବିଲ୍ଠିଂ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Medical Commission Board Proposes To Replace Hippocratic Oath With 'Charak Shapath'
ଏଣିକି ‘ହିପୋକ୍ରାଟିକ୍’ ନୁହେଁ, ‘ଚରକ’ ଶପଥ ନେବେ ଡାକ୍ତରୀ ଛାତ୍ରଛାତ୍ରୀ

ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏଣିକି ହିପୋକ୍ରାଟିକ୍ ଶପଥ ବଦଳରେ ନେବାକୁ ପଡିପାରେ ଚରକ ଶପଥ । ଫେବ୍ରୁଆରୀ ୧୪ରୁ ହେବାକୁ ଥିବା ନୂତନ ଶିକ୍ଷାବର୍ଷଠାରୁ ଏହି ନିୟମ ଲାଗୁ ହୋଇପାରେ ।

Coronavirus
କେବେ କମିବ କରୋନାର ପ୍ରକୋପ ? ଉତ୍ତର ରଖିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

କେବେ ହ୍ରାସ ପାଇବ ମହାମାରୀ କରୋନାର ପ୍ରକୋପ ?  କେବେ କମିବ କରୋନାର କଠିନ ପରିସ୍ଥିତି ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡସ୍ ଆଧନମ୍ ଏହାର ଉତ୍ତର ରଖିଛନ୍ତି।

K J Alphons
ସାଂସଦଙ୍କ ବୟାନକୁ ନେଇ ଚର୍ଚ୍ଚା; କହିଲେ ଉଦ୍ୟୋଗପତିଙ୍କୁ ପୂଜା କରିବା ଦରକାର

ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। କାରଣ ସେ ପରୋକ୍ଷରେ ଅଦାନୀ ଓ ଅମ୍ବାନୀଙ୍କୁ ପୂଜା କରିବା ପାଇଁ କହୁଛନ୍ତି।

MoS (personnel) Jitendra Singh
IAS କ୍ୟାଡର ରୁଲ୍ ସଂଶୋଧନ ଅସୁବିଧା ହେବନି: ଜିତେନ୍ଦ୍ର ସିଂ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି

  • Friday, 11 February 2022