Advertisment

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯିବ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Election Commission of India to announce the schedule for election for the next President of India a

Election Commission of India to announce the schedule for election for the next President of India a

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହା ଘୋଷଣା କରାଯିବ । ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ଘୋଷଣା କରିବେ ।

Advertisment

ସୂଚନା ଅନୁସାରେ,ବର୍ତ୍ତମାନ ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟାକାଳ ଅବଧି  ଜୁଲାଇ ୨୫ରେ ସରୁଛି । ଏଥିପାଇଁ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହେବ । ଏଥିସହ ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାକୁ ନେଇ ଉତ୍କଣ୍ଠା ବଢିଛି ।

Advertisment
President Of India Election Commission Of India
Advertisment
Advertisment