ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକାର ସିଂ କହିଛନ୍ତି ଯେ, ତାଙ୍କ ପୁଅର ହତ୍ୟା ପଛରେ କିଛି ଗାୟକ ଓ ରାଜନେତାଙ୍କ ହାତ ରହିଛି। ଖୁବ୍ଶୀଘ୍ର ସେ ଏହାର ଖୁଲାସା କରିବେ।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମର୍ଡର କରିବା ପରେ ଖୁସି ମନାଇଥିଲେ ହତ୍ୟାକାରୀ। ଏସମ୍ପର୍କିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଜଣେ ସୁଟରଙ୍କ ପାଖରୁ ଏହି ଭିଡିଓ ଜବତ କରାଯାଇଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ଘଟଣା, ଧରାପଡ଼ିଲା ସାର୍ପସୁଟର ହରକମଲ ରାନୁ
ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ କରାଯାଇଥିଲା ଷଡ଼ଯନ୍ତ୍ର।
ସଲମାନ ଓ ତାଙ୍କ ବାପା ସଲିମ ଖାନ୍ଙ୍କୁ ଚିଠି ମାଧ୍ୟମରେ ହତ୍ୟା ଧମକ ।
କଡ଼ା ସୁରକ୍ଷା ମଧ୍ୟରେ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାନ୍ଭିନ୍ ଚଳାଇଛି। ସନ୍ଦେହ କରାଯାଉଛି ଯେ, ସିଦ୍ଧୁଙ୍କୁ ହତ୍ୟା କରିବା ପରେ ଶୁଟର୍ ନେପାଳରେ ଲୁଚି ଥାଇପାରେ।
ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର୍ କୌଣସି ନୂଆ କଥା ନୁହେଁ। ଏଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି। ବିଗତ ୧୦ ବର୍ଷରେ ପଞ୍ଜାବରେ ଅପରାଧ ସାମ୍ରାଜ୍ୟ ବଢ଼ିଛି।
ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।। ସିଦ୍ଧୁଙ୍କ ମୃତ୍ୟୁ ପରେ ସୋସିଆଲ୍ ମିଡିଆରେ ତାଙ୍କର ଗୀତ ଓ ପୋଷ୍ଟ୍ ଭାଇରାଲ୍ ହେବାରେ ଲାଗିଛି।
ଥାନାରେ ଦେଇଥିବା ଏଫଆଇଆରରେ ସମସ୍ତ ବିବରଣୀ ଦାଖଲ କରିଛନ୍ତି ବଲକୋର ସିଂ
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା(Singer Sidhu Moose Wala)ଙ୍କ ପୋଷ୍ଟମ ରିପୋର୍ଟରେ ବଡ଼ ଖୁଲାସା ହୋଇଛି। ଗତକାଲି ରାତିରେ ୫ ଜଣିଆ ଡାକ୍ତରୀ ଟିମ୍ ମୃତଦେହର ପୋଷ୍ଟମର୍ଟମ କରିଛନ୍ତି।
ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲରାର ମାଷ୍ଟରମାଇଣ୍ଡ୍ ଗୋଲ୍ଡି ବ୍ରାର୍ର ପ୍ରକୃତ ନାମ ସତ୍ୱିନ୍ଦରଜିତ୍ ସିଂ। ସେ A+ କ୍ୟାଟେଗୋରୀର ଗ୍ୟାଙ୍ଗଷ୍ଟର ଥିବାବେଳେ କୋର୍ଟ ତାକୁ ପଳାତକ ଘୋଷଣା କରିଛନ୍ତି।
କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍ ସେଲ୍କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ।
ଗୁଳିମାଡ଼ରେ ପ୍ରାଣ ହରାଇଥିବା ସିଦ୍ଧୁ ମୁସେୱାଲା ନିଜ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଜାଣିପାରିଥିଲେ କି ?
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।