Advertisment

ସାଧାରଣଜନତାଙ୍କୁ ପୁଣି ଝଟ୍‌କା ! ମହଙ୍ଗା ହୋଇପାରେ ଏହିସବୁ ଜିନିଷ...

ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ(RBI) ପକ୍ଷରୁ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ୫ ସପ୍ତାହ ମଧ୍ୟରେ ରେପୋ ରେଟ୍ ୨ଥର ବୃଦ୍ଧି ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
RBI Hikes Rates, Loans To Get Costlier

RBI Hikes Rates, Loans To Get Costlier

ବଢିଲା ରେପୋ ରେଟ୍।  ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ(RBI) ପକ୍ଷରୁ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ଏଥିସହ ରେପୋ ରେଟ୍ ୪.୪୦ରୁ ବଢି ୪.୯୦ ହୋଇଛି।  ରେପୋ ରେଟ୍ ବୃଦ୍ଧି ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା ଦେଇଛନ୍ତି।

Advertisment

୫ ସପ୍ତାହ ମଧ୍ୟରେ ରେପୋ ରେଟ୍ ୨ ଥର ବୃଦ୍ଧି ପାଇଛି। ରେପୋ ରେଟ୍ ବୃଦ୍ଧି ଯୋଗୁ ଋଣ, ଗାଡ଼ି, EMI, ଗୃହ ଋଣ ଉପରେ ସୁଧ ହାର ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ ବୋଲି କୁହାଯାଉଛି।ମୁଦ୍ରାସ୍ଫୀତି ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରାଯାଇଥିିବା ଅନୁମାନ କରାଯାଉଛି।  

RBI Repo Rate Loans Home Loans
Advertisment
Advertisment