ଟଙ୍କା ଦେଲେ ନାହିଁ ବୋଲି ଛାଡ଼ିଲେନି ମୃତଦେହ। ଯେତେ କାକୁତି ମିନତି ହୋଇଥିଲେ ବି କେହି ଶୁଣିନଥିଲେ। ଶେଷରେ ପୁଅର ମୃତଦେହ ଆଣି ଅନ୍ତ୍ୟେଷ୍ଟି କ୍ରିୟା କରିବା ଲାଗି ବୃଦ୍ଧ ବାପାମା’ଙ୍କୁ କାନିପାତି ଭିକ୍ଷା ମାଗିବାକୁ ପଡ଼ିଛି।