• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Boy Kills Mother

New Twist In Lucknow Boy Killed Mother For PUBG
ମା’କୁ ହତ୍ୟା ପରେ ବାପାକୁ ଭିଡିଓ କଲ୍, ତା’ପରେ ଗେଟ୍‌ ଖୋଲି...

ଲକ୍ଷ୍ନୌରେ ୧୬ ବର୍ଷର ବାଳକ PUBG ପାଇଁ ମା’କୁ ହତ୍ୟା ଘଟଣାରେ ନୂଆମୋଡ଼ ଆସିଛି। ନାବାଳକ ଜଣକ ବିଦେଶୀ ପିସ୍ତଲରେ ମା’କୁ ହତ୍ୟା କରିବା ପରେ ଭିଡିଓ କଲ୍‌ କରି ବାପାକୁ ଏସମ୍ପର୍କରେ ସୂଚନା ଦେଇଥିଲା ବୋଲି ଜଣାପଡ଼ିଛି।

16 Year Old Boy Shoots Mother In Uttar Pradesh
ମା’ଙ୍କୁ ହତ୍ୟା ପରେ କାହିଁକି ସାଙ୍ଗଙ୍କ ସହ ପାର୍ଟି କଲା ପୁଅ ? ପୋଲିସ୍‌ ଜେରା ବେଳେ ସବୁକଥା ଖୋଲିଦେଲା...

୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର କାରଣ ସମସ୍ତଙ୍କୁ ଚକିତ କରିଛି। PUBG ଖେଳିବାକୁ ମା’ ମନା କରିବାରୁ ନାବାଳକ ଜଣକ ଗୁଳି କରି ମା’କୁ ହତ୍ୟା କରିଛନ୍ତି।