ବିବାହ ପରେ କ୍ଷମା ବିନ୍ଦୁଙ୍କ ଖୁସି ବ୍ୟକ୍ତ । କହିଲେ, ୮ ଜଣ ଆତ୍ମୀୟ ସ୍ୱଜନଙ୍କ ଗହଣରେ ବିବାହ ସମ୍ପନ୍ନ ହେଲା । ମୁଁ ବହୁତ ଖୁସି ।