ସଫଳତା ପୂର୍ବକ ଏହି ଯୁଦ୍ଧ ବିମାନ ଅବତରଣ କରି ଇତିହାସ ରଚିଛି । ଏହି ଉପଲବ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ପ୍ରଗତି ହୋଇଛି ।
ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଅପରିହାର୍ଯ୍ୟ ।
କେମିତି ହୋଇଥିଲା ଦେଶର ପ୍ରଥମ ସିଡ଼ିଏସ୍ ବିପିନ ରାୱତଙ୍କ ଚପ୍ପର କ୍ରାସ୍? ସାମ୍ନାକୁ ଆସିଲା ରିପୋର୍ଟ...
୪ ଦଶନ୍ଧିର ଶୌର୍ଯ୍ୟମୟ, ଗୌରବମୟ କ୍ୟାରିୟର୍ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ନେତୃତ୍ୱ ନେବାରେ ବିଚକ୍ଷଣ ସେନାଧିକାରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଥିଲେ ଜେନେରାଲ୍ ବିପିନ୍ ରାଓ୍ୱତ୍ ।