କେରଳର ମୁଡୁକ୍କନିରେ ୨୦୧୫ ବ୍ୟାଚର ଆଇପିଏସ ଅଫିସର ଏସ୍ ସୁଜିତ ଦାସଙ୍କର ଘର । ସରକାରୀ ସ୍କୁଲରେ ଶିକ୍ଷା ପରେ ବିଟେକ୍ ଗ୍ରାଜୁଏଟରୁ ବନିଥିଲେ ଆଇପିଏସ୍ ।
ଲକ୍ଷେ କି କୋଟିଏ ନୁହଁ । ୬ କୋଟିରୁ ଅଧିକ ମୂଲ୍ୟର ସୁନା ଚୋରା ଚାଲାଣ ବେଳେ ମାଡ଼ି ବସିଛି ଡିରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ-DRI ।
ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ମିଳିଛି ।
ସମୁଦ୍ର ପଥରେ ଶ୍ରୀଲଙ୍କାରୁ ଭାରତକୁ ସୁନା ଚୋରା ଚାଲାଣର ମହାଖୁଲାସା ହୋଇଛି। ମାଛଧରା ଡଙ୍ଗାରୁ ୩୨ କେଜି ୬ ଶହ ଗ୍ରାମର ସୁନା ମିଳିଛି।
କେରଳ ଗୋଲ୍ଡ ସ୍ମଗଲିଂ ମାମଲାର ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗଣମାଧ୍ୟମ ସମ୍ମୁଖରେ କାନ୍ଦି ପକାଇଛନ୍ତି। ଦୟାକରି ମୋତେ ମାରିଦିଅ, ଫଳରେ କାହାଣୀ ଶେଷ ହୋଇଯିବ ବୋଲି ସ୍ୱପ୍ନା କହିଛନ୍ତି।
ମୋଲଟେନ୍ ମେଟାଲ ନାଁରେ କରାଯାଇଥିବା ସୁନା ଚୋରାଚାଲାଣ ବିରୋଧୀ ଅପରେସନ ବେଳେ DRIକୁ ବିପୁଳ ସୁନା ମିଳିଥିଲା । ସୁନାର ଏହି ଚୋରା କାରବାରରେ କିଛି ଭାରତୀୟଙ୍କ ସମେତ ଚୀନ, ତାଇଓ୍ୱାନ୍ ଓ ଦକ୍ଷିଣ କୋରିଆର ନାଗରିକ ସାମିଲ ଥିବା ସନ୍ଦେହ କରାଯାଉଛି ।
ସୁନା ଚୋରା କାରବାରରେ ଧରାପଡିଥିବା ଅଭିଯୁକ୍ତ ଇମ୍ଫାଲରୁ ଦିଲ୍ଲୀ ଅଭିମୁଖେ ବାହାରିଲା । ପ୍ରାୟ ୯୦୦ ଗ୍ରାମ ଓଜନର ସୁନା ପେଷ୍ଟକୁ ପେଟ ଭିତରେ ଲୁଚାଇ ନେଇଯାଉଥିଲେ । ଯାଂଚ ସମୟରେ ପେଟ ଭିତରେ ପ୍ରାୟ ୯୦୮.୬୮ ଗ୍ରାମ ଓଜନ ବିଶିଷ୍ଟ ଚାରୋଟି ପ୍ୟାକେଟ୍ ସୁନା ପେଷ୍ଟ ଥିବା ଜାଣିପାରିଥିଲେ ସିଏସ୍ଏଫ୍ ଏବଂ କଷ୍ଟମ୍ ଅଧିକାରୀ ।