ବିରୋଧ, ବିକ୍ଷୋଭ ଓ ନାରାବାଜି। ଦିଲ୍ଲୀର ଜାହାଙ୍ଗୀରପୁରି ପରେ ଶାହୀନବାଗରେ ଦେଖିବାକୁ ମିଳିଛି ସମାନ ଚିତ୍ର। ଏଠାରେ ବେଆଇନ ଜବରଦଖଲ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି।
ହାତ ଧରିବ କହି ଅଧା ରାସ୍ତାରେ ଛାଡ଼ିଦେଲା ଭାବିସ୍ୱାମୀ । କାନ୍ଦୁଛି ମଙ୍ଗୁଳା କନ୍ୟା ।
ସୋସିଆଲ ମିଡିଆରେ ବୃଦ୍ଧଙ୍କ ଗୀତ ଗାଇବାର ଭିଡିଓ ଭାଇରାଲ୍ ହେଉଛି। ବୃଦ୍ଧ ଜଣକ ଜଣେ ଟ୍ରକ ଚାଳକ ହୋଇଥିବା ବେଳେ ଅତି ନିଖୁଣ ଭାବେ ଗାଇଥିଲେ ମହମ୍ମଦ ରଫିଙ୍କ ଗୀତ ମୁଝେ ଇସ୍କ ହୈ ତୁଝି ସେ’... ଗୀତ ଗାଇଛନ୍ତି ।
ବାହାଘର ବେଳେ ମଜା ହୋଇଥାଏ। ହାତଗଣ୍ଠି ଫିଟାଇବା ବେଳେ ହେଉ ଅବା କଉଡି ଖେଳ ବେଳେ। ଏବେ କିନ୍ତୁ ବିବାହ ଉତ୍ସବ ବେଳେ ହେଉଛି ଠେଲାପେଲା।
ଜଣେ ବୟସ୍କ ମହିଳା ଏ ସୁନ୍ଦର ଗୀତଟିକୁ ନିଆରା ଅନ୍ଦାଜରେ ଗାଉଛନ୍ତି।
ଦିବ୍ୟାଙ୍ଗ ବୋଲି ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ।
ବଦ୍ରିନାଥ ଦର୍ଶନ ଲାଗି ମନ୍ଦିରର ଦ୍ୱାର ଖୋଲିଛି । ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥରେ ପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି ।
ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଆଜି ଖଲିସ୍ତାନୀ ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି ।
ସାଂସଦ ଓ ବିଧାୟକ ଗୋଟିଏ ପାଦ ବଢ଼ାଇଲେ ରେଳ ମନ୍ତ୍ରଣାଳୟ ଆଉ ୧୦ ପାଦ ଆଗକୁ ବଢ଼ାଇବ।
ହଠାତ୍ ୩ ଜଣ ଦୁର୍ବୃତ୍ତ ଆସି କାର୍ ଉପରକୁ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ। ସେଠାରେ ଉପସ୍ଥିତ ଲୋକ ଏସବୁ ଦେଖୁଥିଲେ ମଧ୍ୟ ଏହାକୁ ଅଟାଇବା ପାଇଁ କେହି ସାହସ କରିପାରୁନଥିଲେ।
ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ରହିଛି ୪୭ ହଜାର ୩୫୦ ଟଙ୍କା। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୫୧,୬୯୦ ଟଙ୍କା ରହିଛି।
ଜୁଲାଇ ମାସରେ ହେବାକୁ ଥିବା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି କସରତ ଆରମ୍ଭ କରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଛି ! ଏହି ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ଓ ନୀତିଶ କୁମାରଙ୍କ ମଧ୍ୟରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଛି ।
ଦିଲ୍ଲୀ ବିଜେପି ନେତା ତଜିନ୍ଦର ପାଲ୍ ସିଂହ ବଗାଙ୍କୁ ପଞ୍ଜାବ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଗାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟରାତ୍ରିରେ ଶୁଣାଣି କରି ପଞ୍ଜାବ ସରକାରଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି।
ମୋଦି ସରକାରକୁ ବିଭିନ୍ନ ସମୟରେ କଟାକ୍ଷ କରି ବିବାଦରେ ଫସିଥିବା ଷ୍ଟାଣ୍ଡ୍ ଅପ୍ କମେଡିଆନ୍ କୁନାଲ କାମା ପୁଣି ଏହି ନୂଆ ହରକତ ପାଇଁ ହରଡ଼ ଘଣାରେ ପଡ଼ିଛନ୍ତି
RRB-NTPC ପରୀକ୍ଷାର୍ଥୀଙ୍କ ପାଇଁ ୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।
ସାଧାରଣ ଜନତାଙ୍କ ମଧ୍ୟରେ କିଛି ଅନ୍ତର ନାହିଁ ଆଉ ଏଠି ଭିଆଇପି କଲଚର ନାହିଁ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସାମ୍ନାରେ ତଜିନ୍ଦର ପାଲ ସିଂ ବଗା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କର୍ଣ୍ଣାଟକରେ ଉଦ୍ଘାଟନ ହେଲା ସମୁଦ୍ରରେ ପ୍ରଥମ ଭାସମାନ ବ୍ରିଜ୍ । ଉଦଘାଟନ ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ବ୍ରିଜ୍ ଉପରୁ ଖସିପଡିଲେ ବିଧାୟକ । ଆଉ ତା ପରେ...
୨୦୨୪ରେ ପ୍ରଥମ ଥର ପାଇଁ ଶୁକ୍ର ଗ୍ରହକୁ ଅର୍ବିଟର୍ ପଠାଇବ ଭାରତ
ଜାମସେଦପୁର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଏସ୍ଭି ରୋଡ ଏଲ୍ଆଇସିର ମୁଖ୍ୟ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ।
ଯୁଆଡ଼େ ଚାହିଁଲେ ଖାଲି ଟଙ୍କା ବିଡ଼ା। ଏତେ ଟଙ୍କା ଯେ ଏହାକୁ ଗଣିବା ପାଇଁ ଲୋକ କମ୍ ପଡ଼ିଲେ। ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍ ଆଉ ଲୋକ ଆସିଥିଲେ।
ନିର୍ବନ୍ଧ ସରିଛି। ପ୍ରେମ ବିବାହ କରି ଥାଆନ୍ତେ। ଯେଉଁ ପୁଅକୁ ବାହା ହୋଇଥାଆନ୍ତେ ଦେଖିଲା ବେଳକୁ ତାଙ୍କରି ହାତରେ ହାତକଡ଼ି ପକାଇଲେ ଭାବି ପତ୍ନୀ
ସୌରଭ ଗାଙ୍ଗୁଲିଙ୍କ ଘରେ ଆତିଥ୍ୟ ସମୟରେ ତାଙ୍କ ସହ ଡାଇନିଂ ସେୟାର କରିଛନ୍ତି ଅମିତ ଶାହା । ଗାଙ୍ଗୁଲିଙ୍କ ଘରେ ନିରାମିଷ ଭୋଜନ ପ୍ରସ୍ତୁତ ହୋଇଥିଲା ।