ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୫ ତାରିଖରୁ ଆରମ୍ଭ ହେବ । ଏନେଇ ଆଜି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।
ତାଜମହଲ ପିଟିସନରଙ୍କୁ ଝଟକା ଦେଲେ ଆହ୍ଲାବାଦ ହାଇକୋର୍ଟ । ତାଜମହଲର ପ୍ରକୃତ ଇତିହାସ ଜାଣିବାକୁ ହାଇକୋର୍ଟରେ ହୋଇଥିବା ଆବେଦନ ବିଚାର ଯୋଗ୍ୟ ନୁହେଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ ।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୬,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୨୦୦ ଟଙ୍କା ରହିଛି।
ବୈବାହିକ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ । ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ ।
କୋଏମ୍ବାଟୁରର ଇଡ୍ଲି ଆମ୍ମା ତଥା ସମାଜସେବୀ ଏମ୍. କମଲାଥାଲଙ୍କ ପାଇଁ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ନୂଆ ଘର ନିର୍ମାଣ କରିଛନ୍ତି। ଗତ ୩୭ ବର୍ଷ ହେଲା କମଲାଥାଲ ଟଙ୍କିକିଆ ଇଡଲି, ସମ୍ବର ଓ ଚଟନି ବିକ୍ରି କରି ଆସୁଛନ୍ତି।
୫ବର୍ଷରୁ କମ୍ ଶିଶୁ ଏହି ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଏହି ରୋଗରେ କେରଳର କୋଲ୍ଲାମ ଜିଲ୍ଲାର ୮୦ ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଦେଶଦ୍ରୋହ ଆଇନ୍କୁ ନେଇ ବାଦ ବିବାଦ ଭିତରେ ସୁପ୍ରିମ୍କୋର୍ଟଙ୍କ ଐତିହାସିକ ପଦକ୍ଷେପ । ଏହାର ବୈଧତା ନେଇ ପୁନର୍ବିଚାର ନସରିବା ପର୍ଯ୍ୟନ୍ତ ସେଡିସନ୍ ଆଇନ୍ର ବ୍ୟବହାର ଉପରେ ସ୍ଥଗିତାଦେଶ ଲଗେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ପୂର୍ବରୁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍ରେ ଅଛନ୍ତି, ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି ।
ସେଡିସନ୍ ଆଇନ୍ରେ ସୁପ୍ରିମ୍କୋର୍ଟଙ୍କ ରୋକ୍ । ପୁନର୍ବିଚାର ପର୍ଯ୍ୟନ୍ତ ରୁଜୁ ହୋଇପାରିବନି ନୂଆ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ଆଇନ୍ର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ବଡ଼ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଫିଲ୍ମ ସହ ଜଡ଼ିତ ଏକ ମିଡିଆ ରିପୋର୍ଟକୁ ଆଧାର କରି ଶଶି ଥରୁର କହିଥିଲେ ଯେ, ଫିଲ୍ମକୁ ସିଙ୍ଗାପୁରରେ ବ୍ୟାନ୍ କରାଯାଇଛି।
ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଜାରି ରହିଛି।
ସେ ଟ୍ୱିଟ୍ କରି, ଆମ ଦେଶର ଦକ୍ଷ ବୈଜ୍ଞାନିକ ଏବଂ ସେମାନଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି ।
ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲ ଗିରଫ
ସୀମା ପୁନଃ-ନିର୍ଦ୍ଧାରଣ ବେଳେ ଭୌଗଳିକ ସ୍ଥିତି, ବର୍ତ୍ତମାନର ପ୍ରାଶାସନିକ ସୀମା, ଯୋଗାଯୋଗ ବ୍ୟବସ୍ଥା ଓ ଲୋକଙ୍କ ସୁବିଧା-ଅସୁବିଧାକୁ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ସାଂଘାତିକ ଭାବେ ଅର୍ଥନୈତିକ ସଂକଟ ଦେଖାଦେଇଛି
ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍ ଗୁଡିକ ପ୍ରଭାବିତ ହେବ।
କେନ୍ଦ୍ର ସରକାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।
ସୁନା ଭଳି ଚକ୍ ଚକ୍ କରୁଥିବା ଏକ ବୌଦ୍ଧ ମନ୍ଦିରର ଚୁଡ଼ା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ଏମ୍ ସୁନାପାଲୀ ସମୁଦ୍ର କୂଳରେ ଲାଗିଛି ।
ଖୁବ ଶୀଘ୍ର ଅପରାଧୀଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଡିଜିପି କହିଛନ୍ତି ।
ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା ।
ଗତକାଲି ଦିଲ୍ଲୀ ଶାହୀନବାଗ ଅଞ୍ଚଳରେ ଜବର ଦଖଲ ହଟାଇବାକୁ ଆସିଥିବାବେଳେ ପ୍ରବଳ ବିରୋଧର ସମୁଖୀନ ହେବାକୁ ପଡିଥିଲା ।
ରଏଟର୍ସ ସାମ୍ବାଦିକ ଅଦନାନ୍ ଅବିଦି, ସାନ୍ନା ଇଶ୍ରଦ ମାଟ୍ଟୁ ଏବଂ ଅମିତ ଦେବଙ୍କୁ ମଧ୍ୟ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି ।
ବନ୍ଦ କୋଠରୀ ଭିତରେ ଲୁଚି ରହିଛି କେଉଁସବୁ ରହସ୍ୟ ?
ତାର ଭୁଲ କଣ ଥିଲା ? କାହିଁକି ସେ ତା ଅଧିକାରରୁ ବଞ୍ଚିତ ହେବ ? ହଁ ! ଭୁଲ କଣ ଥିଲା ? ଭୁଲ ଏହା, ଯେ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛି ? ଆଉ ସେଥିପାଇଁ ତାକୁ ଏଭଳି ଦଣ୍ଡ ମିଳିଛି । ଦିବଂଗତଙ୍କୁ ବିମାନରେ ନେବାକୁ ମନା କରିଦେଲା ଇଣ୍ଡିଗୋ ଏୟାରଲାଇନ୍ସ ।
ହ୍ୱିଲ ଚେୟାରରେ ଥିବା ୧୩ ବର୍ଷ ବୟସର ଦିବ୍ୟାଙ୍ଗ ପିଲାଟି ଡରି ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ରାଞ୍ଚିରୁ ହାଇଦ୍ରାବାଦ ୟାଉଥିବା ବିମାନରେ ଯାତ୍ରା କରିବାକୁ ତାକୁ ଓ ତା ପରିବାର ଲୋକଙ୍କୁ ଅନୁମତି ଦେଇ ନଥିଲା ଇଣ୍ଡିଗୋ ।
ହନୁମାନ ଚାଳିଶା ପଢିିବା ମାମଲାରେ କିଛି ସର୍ତ୍ତାବଳୀ ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିଲା । ଗଣମାଧ୍ୟମକୁ କୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିଲେ ।