• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul
ମହିଳାଙ୍କ ପ୍ରଶ୍ନ ଶୁଣି ଆବାକାବା ହୋଇଗଲେ ରାହୁଲ : ଦେଇପାରିଲେନି ଉତ୍ତର

ରାହୁଲ ଜାଣିପାରିଲେନି କ’ଣ ଦେବେ ପ୍ରଶ୍ନର ଉତ୍ତର ।

Groom didn’t hire photographer bride refuses to marry
ଫଟୋଗ୍ରାଫର ନଥିବାରୁ ବାହା ବେଦିରୁ ଉଠିଗଲା କନ୍ୟା, ବର ଶିଶୁପାଳ

ବରଯାତ୍ରୀ ସହ ଶୋଭାଯାତ୍ରା କରି କନ୍ୟା ଘରେ ବର ପହଞ୍ଚିଲା। ସାଙ୍ଗରେ ଆଣି ନଥିଲା ଫଟୋଗ୍ରାଫର୍। କନ୍ୟା ଦେଖି ରାଗି ପଞ୍ଚମ। ଏମିତି କଲା ହଙ୍ଗାମା…

PM CARES
ପିଲାଙ୍କୁ ମିଳିବ ୫ଲକ୍ଷର ମାଗଣା ଚିକିତ୍ସା : ଯୁବକଙ୍କୁ ୪ ହଜାର ଷ୍ଟାଇପେଣ୍ଡ, ଘୋଷଣା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌‌ଡ୍ରେନ୍‌ ସ୍କିମ୍‌’ରେ ଥିବା ସୁବିଧା ଘୋଷଣା କରିଛନ୍ତି ।

Gold And Silver Prices Rise Again
ସପ୍ତାହର ପ୍ରଥମ ଦିନରେ ବଢ଼ିଲା ସୁନା ଦର

ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ଦର ବୃଦ୍ଧି ଘଟିଛି। ଆଜି ମାର୍କେଟ୍‌ରେ ଟ୍ରେଡିଂ ଆରମ୍ଭ ହେଉ ହେଉ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। 

Sidhu Moosewala Murder Case Accused Shahrukh Big Revelation
ବଡ଼ ଖୁଲାସା-ସିଦ୍ଧୁଙ୍କୁ ମର୍ଡର ପାଇଁ ସୁପାରୀ ନେଇଥିଲେ ଶାହରୁଖ,ଗ୍ୟାଙ୍ଗଷ୍ଟରଙ୍କ ସହ ଫୋନ୍‌ରେ କଥା ହୋଇଥିଲେ

କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍‌ ସେଲ୍‌କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍‌ଡି ବରାର୍‌ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ।

sidhu
ମୃତ୍ୟୁ ସମ୍ପର୍କରେ ଜାଣି ପାରିଥିଲେ କି ସିଦ୍ଧୁ ମୁସେୱାଲା ? ହତ୍ୟା ପରେ ଭାଇରାଲ ହେଲା ତାଙ୍କ ଗୀତ The Last Ride

ଗୁଳିମାଡ଼ରେ ପ୍ରାଣ ହରାଇଥିବା ସିଦ୍ଧୁ ମୁସେୱାଲା ନିଜ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଜାଣିପାରିଥିଲେ କି ?

Special Story - UP govt mandates no work for women after 7 pm
ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍‌ରେ କାମ କରିବେନି ମହିଳା, ଯଦି କଲେ....

ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍‌ରେ କାମ କରିବେନି ମହିଳା। ବିନା ଅନୁମତିରେ ସକାଳ ୬ ପୂର୍ବରୁ ପଡ଼ିବନି ସିପ୍ଟ...ସନ୍ଧ୍ୟାରେ ଅଫିସ୍‌ କାମ ବିଳମ୍ବ ହେଲେ କମ୍ପାନୀ ବହନ କରିବ ଏଇ ସବୁ ଖର୍ଚ୍ଚ....ଦେଖନ୍ତୁ ଏହି ଭିଡ଼ିଓ

Wreckage Of Nepal Plane Crash Found
ଜଣାପଡ଼ିଲା କେଉଁଠି ହୋଇଥିଲା ବିମାନ ଦୁର୍ଘଟଣାଗ୍ରସ୍ତ, ମିଳିଲା ଧ୍ୱଂସାବଶେଷ ...

ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍‌ ଆଜି ସକାଳୁ କ୍ରାଶ୍‌ ସାଇଟ୍‌ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ  ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

J&K: Terrorist killed in overnight encounter in Pulwama
ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ୨ ଆତଙ୍କବାଦୀ ନିପାତ

ଜମ୍ମୁ ଓ କାଶ୍ମୀର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା...

Sidhu Moosewala’s Murder
ସାମ୍ନାକୁ ଆସିଲା ପଞ୍ଜାବୀ ଗାୟକଙ୍କ ହତ୍ୟା ଷଡ଼ଯନ୍ତ୍ର, କାନାଡ଼ାରୁ ହୋଇଥିଲା ମର୍ଡର ପ୍ଲାନ୍‌...

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।

Nepal plane crash, 4 missing are Odia
ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ୪ ଓଡିଆ ଗୋଟିଏ ପରିବାରର

ନେପାଳ ବିମାନ ଦୁର୍ଘଟଣା। ନିଖୋଜ ୪ ଭାରତୀୟ ହେଲେ ଓଡ଼ିଶାର। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ।

Punjabi singer Sidhu Moosewala shot dead at Mansa village day after security cut
ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା : ଦିନକ ପୂର୍ବରୁ ସୁରକ୍ଷା ହଟାଇ ଦେଇଥିଲେ ମାନ୍‌ ସରକାର

ସୁରକ୍ଷା ବ୍ୟବସ୍ଥା ହଟିବାର ଦିନକ ପରେ ପଞ୍ଜାବୀ ଗାୟକଙ୍କୁ ହତ୍ୟା

7 Killed As Tourist Bus Collides With Truck
ଟୁରିଷ୍ଟ୍‌ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୭ ମୃତ, ୯ ଗୁରୁତର

ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

Pak Drone Shot Down In Jammu And Kashmir
ପାକିସ୍ତାନୀ ଡ୍ରୋନକୁ ଗୁଳିମାଡ଼ କରି ଖସାଇଲେ ସୁରକ୍ଷାକର୍ମୀ

ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦିଆଯାଇଛି। ଡ୍ରୋନ୍‌ଟି ଅନ୍ତର୍ଜାତୀୟ ସୀମା ପାର୍‌ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍‌କୁ ଖସାଇ ଥିଲେ।

adhar card
ଆଧାରକାର୍ଡ କପି ଦେବାବେଳେ ସାବଧାନ୍‌ : ହୋଇପାରେ ଦୁରୁପଯୋଗ

ସବୁଠି ଆଧାର କପି ନଦେବାକୁ କହିଲା ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ

Mann Ki Baat
ମୋଦି କହିଲେ ମନର କଥା : ଷ୍ଟାର୍ଟ ଅପ୍ ବିଜିନେସ କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଦେଶ

ଭାରତର ଷ୍ଟାର୍ଟ ଅପ୍ ବିଜନେସ୍ କେବଳ ବଡ଼ ସହରରେ ସୀମିତ ନାହିଁ : ମୋଦି

 Parrot Calls Mummy Asking For Chai
ଚାହା ପିଇବା ପାଇଁ ମାଆକୁ ଡାକୁଛି ଶୁଆ

ମହିଳା ଓ ଶୁଆ ମଧ୍ୟରେ ସମ୍ପର୍କ ମାଆ ପୁଅ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ।

Free Transport For Women Working Late In UP
ସନ୍ଧ୍ୟା ୭ଟା ପରେ ‘No Work’: ବିଳମ୍ବ ହେଲେ ମହିଳାଙ୍କୁ ଖାଦ୍ୟ ଓ ପରିବହନ ମାଗଣା

ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।

Teenager recreates Rocky Bhai's iconic smoking scene
ମହଙ୍ଗା ପଡ଼ିଲା ‘KGF 2’ ନିଶା: ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ନାବାଳକ

ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍‌ ଓରଫ ରକି ଭାଇଙ୍କ ସିଗାରେଟ୍‌ ଟାଣିବା ଷ୍ଟାଇଲ୍‌କୁ କପି କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ।

infosys ceo Salil Parekh
ଇନଫୋସିସ ସିଇଓଙ୍କ ଦରମା ୭୯.୭୫ କୋଟି

ଟ୍ୱିଟର ସିଇଓ ପରାଗ ଅଗ୍ରଓ୍ୱାଲଙ୍କ ଦରମାକୁ ଟପିଛି ଏହି ସଂଖ୍ୟା।

Kalia Money
୩୧ରେ ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଶାନ ଟଙ୍କା

ଚାଷୀଙ୍କୁ ବର୍ଷକୁ ତିନିଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି।

Ashwini Vaishnaw
ହାତୀ ମୃତ୍ୟୁ ରୋକିବା ପାଇଁ ଆସିବ ୮ ମଡେଲ: ଅଶ୍ୱିନୀ

ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି

Girl with one leg
ସୋସିଆଲ୍ ମିଡିଆର କମାଲ୍; ଏଣିକି ଦୁଇ ଗୋଡ଼ରେ ଚାଲିକି ସ୍କୁଲ ଯିବ ସୀମା

ସୀମାକୁ ମିଳିଲା କୁତ୍ରିମ ଗୋଡ । ଏବେ ସୀମା ନିଇତି ସ୍କୁଲ ଯିବ, ନିଜର ଦୁଇ ଗୋଡରେ ଚାଲିକି ଯିବ । କାହିଁକି ନା ୧୦ ବର୍ଷର ସୀମାକୁ ଲଗାଯାଇଛି କୃତ୍ରିମ ଗୋଡ । ସୀମା ଏବେ ପୁରା ଫିଟ୍ । ଦୁଇ ଗୋଡରେ ଚାଲିପାରିବ, ଖେଳିପାରିବ, ଅନ୍ୟମାନଙ୍କ ଭଳି ସ୍କୁଲ ଯାଇପାରିବ ।

most preferred bank note
ଭାରତୀୟଙ୍କ ପ୍ରଥମ ପସନ୍ଦ ୧୦୦ ଟଙ୍କିଆ ନୋଟ୍ କାହିଁକି ?

ଖୁଚୁରା କ୍ଷେତ୍ରରେ ୫ ଟଙ୍କିଆକୁ ଲୋକ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଟଙ୍କିକିଆ କଏନକୁ କମ୍ ଗୁରୁତ୍ୱ ଦେଉଛନ୍ତି।