Advertisment

ISIS ଟାର୍ଗେଟରେ ଭାରତର ଜଣେ ବଡ଼ ନେତା ! ହତ୍ୟା ପାଇଁ ହୋଇଥିଲା ପ୍ଲାନ୍‌

ISIS ଆତଙ୍କବାଦୀ ଜଣକ ତୁର୍କୀର ବୋଲି ଜଣାପଡ଼ିଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଭାରତର କେଉଁ ବଡ଼ ନେତାଙ୍କୁ ISIS ଟାର୍ଗେଟ କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

author-image
Rajalaxmi Sahoo
ISIS Bomber Planned Attack On Indian Leader

ISIS Bomber Planned Attack On Indian Leader

ଭାରତର ଜଣେ ବଡ଼ ନେତାଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିଲା ଆତଙ୍କବାଦୀ ସଂଗଠନ- ISIS। ଆତ୍ମଘାତୀ ଆକ୍ରମଣ କରି ସେହି ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ଜଣେ ଆତ୍ମଘାତୀ ଆତଙ୍କବାଦୀଙ୍କୁ ରୁଷିଆର ସୁରକ୍ଷା ସଂସ୍ଥା ଅଟକ ରଖିଛି। ରୁଷିଆର ଫେଡେରାଲ ସିକ୍ୟୁରିଟି ସର୍ଭିସ ପକ୍ଷରୁ ଏହି ସୂଚନା ମିଳିଛି। 

Advertisment

ISIS ଆତଙ୍କବାଦୀ ଜଣକ ତୁର୍କୀର ବୋଲି ଜଣାପଡ଼ିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଭାରତର କେଉଁ ବଡ଼ ନେତାଙ୍କୁ ISIS ଟାର୍ଗେଟ କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହାର ତଦନ୍ତ କରାଯାଉଛି।  

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି... 

ISIS ISIS Terrorist Group
Advertisment
Advertisment