ପାକିସ୍ତାନ ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ୍ ଚୌଧୁରୀ ତାଙ୍କୁ ପଠାଇଥିଲେ । ୩୦୦୦୦ ଟଙ୍କା ପାଇଁ ଆକ୍ରମଣ କରିବାକୁ ଆସିଥିଲା ।
ଯଦି ଆପଣ ଜିଓର ପ୍ରିପେଡ୍ ସିମ୍ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍ଲିମିଟେଡ୍ ଡାଟା, ଭଏସ୍ କଲ୍ ଓ ଏସ୍ଏମ୍ଏସ୍, ମାଗଣା OTT ସବସ୍କ୍ରିପସନ୍ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର ପ୍ରିପେଡ୍ ପ୍ଲାନ୍ର ସୁବିଧା ।
ପ୍ରାୟ ୨୫ ଜଣ AAP ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ସରକାରଙ୍କ ସଙ୍କଟ ବଢ଼ିଛି।
ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩,୩୦୦ ଟଙ୍କା ରହିଛି ।
କିଛି ଟଙ୍କା ଦେଇ ଜଣେ ପାକିସ୍ତାନ କର୍ଣ୍ଣେଲ ଆତଙ୍କବାଦୀଙ୍କୁ ଭାରତରେ ଆକ୍ରମଣ ପାଇଁ ପଠାଇ ଥିବା ଜଣାପଡ଼ିଛି। ପାକ୍ ଅଧିକୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ୍ ହୁସେନ୍ ଭାରତୀୟ ସେନା ହାତରେ ଧରାପଡ଼ିବା ପରେ ସତ ସାମ୍ନାକୁ ଆସିଛି।
ଶ୍ରମିକମାନେ ବେଙ୍ଗାଲୁରୁ ଯାଉଥିବା ବେଳେ ସିରା ନିକଟ NHରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆବଶ୍ୟକତା ଠାରୁ ଅଧିକ ଦରକାର ହେଉଥିବା ଜିନିଷ ହିଁ ବିଷ ।
ଗୁଜରାଟର ବନସ୍କଣ୍ଠ ଜିଲ୍ଲା ପାଲନପୁର ବ୍ଲକ ଅନ୍ତର୍ଗତ କୁଶକଲ୍ ଗ୍ରାମରେ ପରମ୍ପରା ରହିଛି କି, ସମସ୍ତ ବୁଲା କୁକୁରଙ୍କୁ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିବାକୁ ଦିଆଯାଇଥାଏ । ତାସାଙ୍ଗକୁ ତାଙ୍କୁ କୋଟିପତି ମଧ୍ୟ କରାଯାଇଥାଏ ।
ସେମି ହାଇସ୍ପିଡ୍ ଟ୍ରେନ ଚଳାବାକୁ ହେଲେ ରେଲୌୱେକୁ କ୍ୟାବ୍ ସିଗନାଲିଂ ସିଷ୍ଟମ ଲଗାଇବାକୁ ପଡିବ ।
ଆଜି ସକାଳେ MCXରେ ସୁନା ପ୍ରତି ୧୦ ଗ୍ରାମକୁ ୫୧,୩୪୩ ଟଙ୍କାରେ କାରବାର ଚାଲିଥିଲା। ଗତକାଲି ବୁଲିଅନ୍ ମାର୍କେଟ୍ରେ ସୁନା ଓ ରୁପା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା।
ବେଆଇନ୍ ଖଣି ଖନନ ମାମଲାରେ ଝାଡ଼ଖଣ୍ଡରେ ଇଡି ୧୭ଟି ସ୍ଥାନରେ ଚଢ଼ଉ କରିଛି। ତେବେ ରେଡ୍ ବେଳେ ୨ଟି AK 47 ରାଇଫଲ୍ ମିଳିଛି।
ସୋମବାର ରାତିରେ ଗୋଆରେ ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟ୍(୪୨)ଙ୍କ ମୃତ୍ୟୁ ହୋଇଥିଲା। ହାର୍ଟ ଆଟାକ୍ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି।
ଫ୍ଲୋର୍ ଟେଷ୍ଟ୍ ପୂର୍ବରୁ ବିହାରରେ ନୂଆ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି। ପଦରୁ ଇସ୍ତଫା ଦେବାକୁ ସିଧା ସିଧା ବାଚସ୍ପତି ବିଜୟ ସିହ୍ନା ମନା କରି ଦେଇଛନ୍ତି।
ସେଥିରେ କୌଣସି ଯୁଦ୍ଧାସ୍ତ୍ର ନ ଥିବାରୁ ବିସ୍ଫୋରଣ ହୋଇନଥିଲା ।
NDTVର ୨୯.୧୮% ଅଂଶଧନକୁ ଆଦାନୀ ଗ୍ରୁପ ପରୋକ୍ଷରେ କିଣି ସାରିଥିବା ଜଣାପଡ଼ିଛି ।
ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।
କଥାରେ ଅଛି ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ସେଇ ରାଗ ହିଁ ମଣିଷର ସବୁଠୁ ବଡ଼ ଶତ୍ରୁ ।
ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ସାଧାରଣ ସ୍ଥାନରେ ଥିବା ଝରଣାରେ ଉଳଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ଆଶ୍ୱାସନା ଦେଇଥିଲେ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କୀ ହମ୍ଲା। ମୁମ୍ବାଇର ଏକ ପ୍ରସିଦ୍ଧ ପଞ୍ଚ ତାରକା ହୋଟେଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ଟଙ୍କା ରହିଛି ।
୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଅଗଷ୍ଟ ୫ରେ ଶିଶୁକୁ ଅପହରଣ କରାଯାଇଥିଲା। ଏହାର କିଛିଦିନ ପରେ ଅର୍ଥାତ୍ ଅଗଷ୍ଟ ୧୮ରେ ଶିଶୁଟିର ମୃତଦେହ ଯମୁନା ନଦୀ କୂଳରୁ ଉଦ୍ଧାର ହେବାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।
ପ୍ରତିକୂଳ ପାଣିପାଗ ପାଇଁ ପାହାଡ଼ିଆ ଅଞ୍ଚଳରେ ବାୟୁସେନାର ଅପରେସନରେ ବାଧା ଉପୁଜିଥାଏ। ଏହି ସମୟରେ ସେନା ଅପରେସନର ନେତୃତ୍ୱ ଥାଏ ଇଣ୍ଡିଆନ୍ ଆର୍ମି ଆଭିଏସନ୍।
ଏମିତି ଏକ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମହିଳା ଜଣଙ୍କ ସାଙ୍ଗରେ ଦୁଇଟି କୋମଳମତୀ ଶିଶୁଙ୍କୁ ଧରି ଖରାତରାରେ ଫୁଡ୍ ଡେଲିଭରି କରୁଛନ୍ତି ।