• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Whatsapp Call From 92 Code Then Know What Will Do
ଏହି ନମ୍ବରରେ WhatsAppରେ ଆସୁଛି କି କଲ୍‌ ? ସାବଧାନ ରୁହନ୍ତୁ, ଭୁଲ୍‌ରେ କରନ୍ତୁ ନାହିଁ ଏହିସବୁ କାମ...

ହ୍ୟାକର୍ସମାନେ ସବୁବେଳେ ହ୍ୱାଟ୍ସଆପ୍‌ ପପୁଲାରିଟିର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛନ୍ତି। ଅନେକ ଲୋକଙ୍କୁ +92 କୋଡ୍‌ ମୋବାଇଲ୍‌ ନମ୍ବରରୁ WhatsAppରେ କଲ୍‌ ଆସୁଥିବା ଦେଖିବାକୁ ମିଳିଛି।

LPG cylinder prices slashed from today
ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର: ପୁଣି କମିଲା LPG ଗ୍ୟାସ୍‌ ଦାମ୍‌

ପୁଣି କମିଲା କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌। ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ହ୍ରାସ ନେଇ ଘୋଷଣା କରିଛନ୍ତି। 

India’s First Monkeypox Death Reported From Kerala
ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ

ଭାରତରେ ପ୍ରଥମ ଜୀବନ ନେଲା ମଙ୍କିପକ୍ସ(Monkeypox)। କେରଳ ତ୍ରିଶୂରରେ ପ୍ରାଣ ହରାଇଥିବା ୨୨ ବର୍ଷୀୟ ଯୁବକ ଜଣକ ଜୁଲାଇ ୨୨ ତାରିଖରେ ୟୁଏଇରୁ ଫେରିଥିଲେ।

Shiv Sena's Sanjay Raut Arrested
ମଧ୍ୟରାତ୍ରରେ ଗିରଫ ହେଲେ ଶିବସେନା ସାଂସଦ ସଞ୍ଜୟ ରାଉତ, ଘରୁ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଦୀର୍ଘ ସମୟ ଧରି ପଚରାଉଚରା ପରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରରେ ଗିରଫ କରିଛି। ଆଜି ସକାଳ ସାଢେ ୧୧ଟା ସମୟରେ PMLAରେ ସଞ୍ଜୟଙ୍କୁ କୋର୍ଟରେ ହାଜର କରାଯିବ।

ED Raid
ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ୍, ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତି

ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Indian Army dog killed in J&K terror op laid to rest
ଦେବଦୂତ ସାଜିଲେ ସେନାବାହିନୀ କୁକୁର ‘ଆକ୍ସେଲ’; ନିଜେ ସହିଦ୍‌ ହୋଇ ଯବାନଙ୍କ ଜୀବନ ବଞ୍ଚାଇଲେ

ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଅନେକ ଯବାନଙ୍କ ଜୀବନ ବଞ୍ଚାଇଲା ସେନାବାହିନୀର କୁକୁର...

ED Raid
ଇଡି ସ୍କାନରରେ ଉଦ୍ଧବ ଟିମ୍‌ ! ସଂଜୟଙ୍କୁ ଅଟକ, ଉଦ୍ଧବଙ୍କ ଘନିଷ୍ଟ ବନ୍ଧୁଙ୍କ ଘରେ ବି ରେଡ୍

ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇ ନଥିଲେ ଶିବସେନା ନେତା ସଂଜୟ ସଂଜୟ...ଦୁର୍ନୀତିରେ ଲିଙ୍କ୍ ନେଇ ସଂଜୟ ଓ ତାଙ୍କ ପତ୍ନୀଙ୍କୁ ଜେରା କରୁଛି ଇଡି....

ED Raid
ଆକ୍ସନ୍ ମୋଡ୍‌ରେ ED ! ମହାରାଷ୍ଟ୍ର-ପଶ୍ଚିମବଙ୍ଗ-ଓଡ଼ିଶାରେ ଘାଣ୍ଟୁଛି

ମହାରାଷ୍ଟ୍ରରେ ପାତ୍ରା ଚଲ୍ ସ୍କାମ୍‌ରେ ଶିବସେନା ସାଂସଦ ସଞ୍ଜୟ ରାଉତ ଅଟକ । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବି ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିରୋଧୀ ଶିବିରରେ ଛନକା, ଆଣିଲେ ଆକ୍ରୋଶ ଅଭିଯୋଗ ।

chole bhature is available here for free to those who take the third dose of covid vaccine
ଭ୍ୟାକ୍ସିନ୍‌ ନେଲେ ଏଠାରେ ମିଳୁଛି ମାଗଣା ଖାଇବା

କରୋନା ଭ୍ୟାକ୍ସିନ୍‌ ନେବା ବ୍ୟକ୍ତିଙ୍କୁ ଦିଆଯାଉଛି ମାଗଣା ଖାଦ୍ୟ...ଜାଣନ୍ତୁ କେଉଁଠି....

savitri Jindal becomes asia’s richest woman overtaking china’s yang huiyan
ଚୀନ୍‌ କୋଟିପତିଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ମହିଳା ହେଲେ ସାବିତ୍ରୀ ଜିନ୍ଦଲ

ଏସିଆର କୋଟିପତି ମହିଳାଙ୍କୁ ପଛରେ ପକାଇଲେ ଭାରତୀୟ...ସେ ୮୯.୪୯ ହଜାର କୋଟି ଟଙ୍କାର ମାଲିକାଣୀ ହୋଇପାରିଛନ୍ତି...ଆସନ୍ତୁ ଜାଣିବା କିଏ ଏହି ମହିଳା...

story student of bihar lalit Narayan mithila university lnmu got 151 out of 100 on marksheet
ନିଆରା ରେଜଲ୍ଟ: ୧୦୦ରୁ ୧୫୧ ରଖିଲେ ଛାତ୍ର

ବାହାରିଲା ବିଏ ରେଜଲ୍ଟ...୧୦୦ରୁ ୧୫୧ ରଖି ଚର୍ଚ୍ଚାରେ ଛାତ୍ର...

Not My Money Says Sacked Bengal Minister
‘ଏସବୁ ଟଙ୍କା ମୋର ନୁହେଁ’, ଅର୍ପିତାଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ପ୍ରତିକ୍ରିୟା ରଖିଲେ ବହିଷ୍କୃତ ମନ୍ତ୍ରୀ

ପାର୍ଥ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସମୟ ଆସିଲେ ସବୁକିଛି ଜାଣିପାରିବେ’। ଅର୍ପିତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ତାଙ୍କର କି ନୁହେଁ ବୋଲି ପ୍ରଶ୍ନରେ ପାର୍ଥ କହିଛନ୍ତି, ‘ଏସବୁ ଟଙ୍କା ମୋର ନୁହେଁ’। 

Special story
‘ପ୍ରୋଫାଇଲ୍ ପିକ୍ଚରରେ ରଖନ୍ତୁ ଜାତୀୟ ପତାକା’ : ମନ୍ କି ବାତରେ ଆହ୍ୱାନ ଦେଲେ ମୋଦି

ସ୍ୱାଧୀନତାର ୭୫ ବର୍ଷ ଅବସରରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ମଧ୍ୟ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Special story
ମେଲିକାର କଜେଲରେ ରାଗିଂ : ଧାଡ଼ିରେ ଛିଡ଼ା କରି ଜୁନିୟରଙ୍କୁ ଚାପୁଡ଼ା ମାରିଲେ ସିନିୟର୍‌

ଜୁନିୟର୍‌ଙ୍କ ଉପରେ ସିନୟରଙ୍କ ଅତ୍ୟାଚାର । ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ।

Special story
ଟଙ୍କା ଭର୍ତ୍ତି କାର ସହ ଧରାପଡ଼ିଲେ ୩ କଂଗ୍ରେସ ବିଧାୟକ : ଗଣିବାକୁ ଆସିଲା ମେସିନ୍‌

କଂଗ୍ରେସ ବିଧାୟକଙ୍କ କାର୍‌ରୁ ମିଳିଲା ବିଡ଼ା ବିଡ଼ା ନୋଟ୍‌

No Extension To Income Tax Return Filing Deadline
ଆୟକର ରିଟର୍ଣ୍ଣ ଦାଖଲର ଆଜି ଶେଷ ଦିନ: ସନ୍ଧ୍ୟା ସୁଦ୍ଧା ଦାଖଲ ନକଲେ, କାଲିଠୁ ଗଣିବେ ଫାଇନ୍‌

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଦାଖଲ କରି ନ ପାରିବେ, ଆସନ୍ତାକାଲିଠୁ ଫାଇନ ଦେବାକୁ ପଡ଼ିବ। 

Special story
ୟୁଟ୍ୟୁବ୍‌ ଦେଖି ମଦ ତିଆରି କଲା ୧୨ ବର୍ଷର ପିଲା : ଦୁଇ ‌ଢୋକ ପିଇବା ପରେ ହସ୍ପିଟାଲ ପହଞ୍ଚିଗଲା ବନ୍ଧୁ

ମହଙ୍ଗା ପଡ଼ିଲା ଭିଡିଓ ଦେଖି ମଦ ତିଆରି ଶିଖିବା କୌଶଳ । ଏବେ ଜେଲ୍‌ ହୋଇପାରେ ।

Enforcement Directorate Raid At Sanjay Raut's Home
ସମନ ସତ୍ତ୍ୱେ ହାଜର ହେଲେନି ସଞ୍ଜୟ ରାଉତ, ଶେଷରେ ସକାଳୁ ସକାଳୁ ଘରେ ପଶିଲା ଇଡି

ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦୁଇ ଦୁଇ ଥର ସମନ ସତ୍ତ୍ୱେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ହାଜର ହୋଇନଥିଲେ। ଶେଷରେ ଇଡି ଅଧିକାରୀମାନେ ଆଜି ସକାଳ ୭ଟାରେ ତାଙ୍କ ଘରେ ରେଡ୍‌ କରିଛନ୍ତି।

Liquor Policy In Delhi Confusion To People
ମଦ କିଣିଲେ ମିଳିବ ‘ଡିସ୍‌କାଉଣ୍ଟ’ ! ମାସେ ପର୍ଯ୍ୟନ୍ତ ଜାରି ରହିପାରେ ଏହି ଅଫର...

ଯଦି ହଠାତ୍‌ ପୁରୁଣା ପଲିସିକୁ ଲାଗୁ କରାଯିବ ତା’ହେଲେ ଲୋକମାନେ ମଦ ଦୋକାନରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ପୂର୍ବରୁ ଲାଗୁ ଥିବା ପଲିସିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

Mirabai Chanu
ଭାରତ ପାଇଁ ଗର୍ବ ! CWGରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମିରାବାଈ ଚାନୁ

ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।

Politics
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବଢୁଛି କି BJPର ଶକ୍ତି ? ଓଡ଼ିଶାରେ ହାତେଇବ ୧୧ ଲୋକସଭା ସିଟ୍ !

ଜନମତ ସର୍ଭେ ଆକଳନରେ ଆସିଲା କିଛି ଏଭଳି ତଥ୍ୟ । ଏବେ ନିର୍ବାଚନ ହେଲେ NDAକୁ ମିଳିପାରେ ୩୬୧ ଆସନ ।

Punjab Politics
ଭିସିଙ୍କୁ ଅସନା ବେଡ୍‌ରେ ଶୋଇବାକୁ ବାଧ୍ୟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଡାକ୍ତର ରାଜ ବାହାଦୂର କିଛି ସମୟ ପାଇଁ ସେହି ଅପରିଷ୍କାର ଶଯ୍ୟା ଉପରେ ଶୋଇଥିଲେ ।