କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କଲେ, କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ? ଆଇନ ମନ୍ତ୍ରୀ କହିଲେ, ତଦନ୍ତ ଚାଲିଛି । ଦୋଷୀ ଯେତେ ବଡ ଲୋକ ହେଲେ ବି ଆକ୍ସନ ହେବ । ବିଜେଡି ବିଧାୟକ କିଟ୍ ପାଇଁ ବାହାରି କହିଲେ, ବଦନାମ୍ କରାନଯାଉ ।
୨୦୨୧ ମାର୍ଚ୍ଚ ୧୫ ତାରିଖରେ ଜଣେ ୧୯ ବର୍ଷୀୟ ବି.ଟେକ୍ ଛାତ୍ରଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଥିଲା । ମଧ୍ୟପ୍ରଦେଶର ସୁରଜ ଚୌରାସିଆ ନାମକ ଏହି ଛାତ୍ରଜଣକ ମଧ୍ୟ ମାନସିକ ଅବସାଦରେ ଥିଲେ ବୋଲି ତଦନ୍ତ ବେଳେ ଜଣାପଡିଥିଲା । ସେ ଡାକ୍ତରଙ୍କ ଚିକିତ୍ସାରେ ମଧ୍ୟ ଥିଲେ । କିନ୍ତୁ ତାଙ୍କର ସୁରକ୍ଷା ପ୍ରତି କିଟ୍ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।
ନେପାଳୀ ଅଭିନେତ୍ରୀ ଅଦିତି ବୁଦ୍ଧଥୋକି ଇନଷ୍ଟାଗ୍ରାମରେ ନିଜର ଲାଟେଷ୍ଟ୍ ଗ୍ଲାମରସ୍ ଏବଂ ହଟ୍ ଲୁକ୍ର ଫଟୋ ପୋଷ୍ଟ କରି ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟ୍ ଧରିଥାନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍ନେଟକୁ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
ପାଠ ପଢ଼ିବା ପାଇଁ ବିଦେଶରୁ ଆସିଥିବା ପିଲାଙ୍କୁ ଧମକଚମକ ଏବଂ ସିକ୍ୟୁରିଟି ଗାର୍ଡଙ୍କ ନିସ୍ତୁକ ମାଡ଼ର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ବେଗ ପରେ ଛେପ ଢୋକିଛନ୍ତି କିଟ୍ କର୍ତ୍ତୃପକ୍ଷ । ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି ।
ସୁନ୍ଦର ହସ୍ତାକ୍ଷର ପାଇଁ ଜଣେ ଯୁବତୀ ସାରା ବିଶ୍ୱରେ ରାଜ୍ କରୁଛନ୍ତି । ତାଙ୍କ ହାତଲେଖାକୁ ପୃଥିବୀର ସବୁଠାରୁ ସୁନ୍ଦର ହାତଲେଖା ମଧ୍ୟ କୁହାଯାଉଛି । ଏଥିପାଇଁ ତାଙ୍କୁ 'ପୃଥିବୀର ଶ୍ରେଷ୍ଠ ହସ୍ତାକ୍ଷର' “world’s most beautiful handwriting” ଆୱାର୍ଡ ପ୍ରଦାନ କରାଯାଇଛି ।
ବେଡ୍ ହଲିଲା, ମୁଁ ଭାବିଲି ମୋ ଛୋଟ ପୁଅ ବେଡ୍ ଟାଣୁଛି । ତେଣୁ ମୁଁ ଧ୍ୟାନ ଦେଲିନି । ଯେତେବେଳେ ଝରକା ଥରିଲା, ମୁଁ ଜାଣିଲି ଭୂମିକମ୍ପ ହେଉଛି । ମୋ ପୁଅକୁ ଧରି ମୁଁ ସିଧା ଘର ଛାଡି ବାହାରକୁ ଚାଲି ଆସିଲି । ଆମେ ଆସି ଏକ ଖୋଲା ପଡିଆରେ ଛିଡା ହେଲୁ ।
ଏହି ଭୟଙ୍କର ଭୂମିକମ୍ପ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନ ମିଳିଛି । ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।
ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା ଥିଲା ୬.୪। ଶକ୍ତିଶାଳୀ, ଧ୍ୱଂସକାରୀ । ସ୍ଥଳଭାଗରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।
ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା ଥିଲା ୬.୪। ଶକ୍ତିଶାଳୀ, ଧ୍ୱଂସକାରୀ । ସ୍ଥଳଭାଗରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।
ଆଜି ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇତିହାସ ରଚିଛି ନେପାଳ। ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ ହରାଇ ୩୧୪ ରନର ବିଶାଳ ସ୍କୋର କରିଛି ନେପାଳ। ଯାହା ଅର୍ନ୍ତଜାତୀୟ ଟି-୨୦ ଇତିହାସରେ ସବୁଠାରୁ ବଡ଼ ସ୍କୋର। ୩୦୦ରୁ ଅଧିକ ସ୍କୋର କରିବାରେ ନେପାଳ ହେଉଛି ପ୍ରଥମ ଦଳ।
କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ନିଖୋଜ ହୋଇଥିଲା । ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
କୁକୁରମାନେ ବି ସଗର୍ବେ ସମ୍ମାନ ଗ୍ରହଣ କରୁଛନ୍ତି ।
ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ପ୍ରତିନିଧିମଣ୍ଡଳ ସଦସ୍ୟ ଓ ଭାରତ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶ ପରସ୍ପରର ବିକାଶ ଓ ପ୍ରଗତିରେ ସମପରିମାଣର ସହଯୋଗ ଯୋଗାଇ ଦେବାକୁ ସହମତି ପ୍ରଦାନ କରିଛନ୍ତି ।
ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଝଟକା । ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର୍ ବାହାଦୁର ଦେଓବା । ଏଥିପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।