ଜଣେ ୧୦ ବର୍ଷର ବାଳକ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୋବାଇଲ୍ ଫୋନ୍ରେ ଅଶ୍ଲୀଳ ଦୃଶ୍ୟ ଦେଖିବା ପରେ ନାବାଳକ ଜଣକ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି।
ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ସୁନା ଦର ୫୦,୬୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୯୦୦ ଟଙ୍କା ରହିଛି ।
EWS ଆରକ୍ଷଣ ଉପରେ 'ସୁପ୍ରିମ୍' ମୋହର । ସର୍ବୋଚ୍ଚ ନ୍ୟାୟାଳୟରେ ମୋଦି ସରକାରଙ୍କ ବଡ ବିଜୟ ।
ଦୀପାବଳି ପୂର୍ବରୁ DA ବୃଦ୍ଧି ପରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଆଉ ଏକ ଭଲ ଖବରକୁ ଅପେକ୍ଷା କରିଛନ୍ତି। ସେମାନେ ବର୍ତ୍ତମାନ ଫିଟମେଣ୍ଟ ଫ୍ୟାକ୍ଟର୍ ଏବଂ HRA ବୃଦ୍ଧିକୁ ଅପେକ୍ଷା କରିଛନ୍ତି।
ଜଘନ୍ୟ କାଣ୍ଡ ଘଟାଇଲା ୧୭ ବର୍ଷର ବାଳକ। ମା’ ଆଉ ଭଉଣୀ ସମେତ ୪ ଜଣଙ୍କୁ ହାଣିଦେଲା। ଟିଭି ଦେଖି ଶିଖୁଥିଲା ହତ୍ୟାର ବିଭିନ୍ନ ଟ୍ରିକ୍ସ!
ଭୟାନକ୍ ଦୁର୍ଘଟଣାରେ ନେଇଗଲା ଜୀବନ, ଗ୍ୟାସ୍ କଟରରେ ବାହାର କରାଗଲା ଶବ
ପ୍ରତି ମାସରେ ଘରେ ବସି ଭଲ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? SBI ଆଣିଛି ନୂଆ ଫ୍ରାଞ୍ଚାଇଜ୍। ଏମିତି କରି ପ୍ରତି ମାସରେ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ। ଆପଣ କିପରି ଏହାର ଫାଇଦା ନେଇପାରିବେ ଆସନ୍ତୁ ଜାଣିବା।
ଦୁର୍ଘଟଣାରେ ସାଇରସ ଓ ଜାହାଙ୍ଗୀରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନହିତା ଏବଂ ଡେରିୟସ୍ ଗୁରତର ଆହତ ହୋଇଥିଲେ।
ସକାଳ ହେଲେ ବେଶ ବଦଳାଇ ବାହାରି ଯାଆନ୍ତି ଏହି ମହିଳା ଆଇପିଏସ୍
ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ପେଶାଲ ହେବାକୁ ଯାଉଛି।
ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ତଥ୍ୟର ସୁରକ୍ଷା ମଧ୍ୟ ଜରୁରୀ। କୌଣସି କାରଣବଶତଃ ଯଦି ଏହି ତଥ୍ୟ ଚୋରି ହୋଇଯାଏ, ତା’ହେଲେ ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।
ଶସ୍ୟ ଅବଶେଷ ପୋଡ଼ା ଅଭିଯୋଗକୁ ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ।
ଆପ୍ ଡାଉନ୍ଲୋଡ ପାଇଁ ଗୁଗଲ୍ ପ୍ଲେ ଷ୍ଟୋର୍ (Google Play Store) ହେଉଛି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରୀଙ୍କ ପାଇଁ ସୁରକ୍ଷିତ ଡାଉନ୍ଲୋଡ ଆପ୍। କିନ୍ତୁ ବେଳେବେଳେ ପ୍ଲେ ଷ୍ଟୋର୍କୁ ମଧ୍ୟ ସାଇବର ଠକମାନେ ନିଜ କବ୍ଜାକୁ ନେଇ ୟୁଜର୍ସକୁ ନିଜ ଜାଲରେ ଫସାଇ ଥାନ୍ତି।
ଭୟଙ୍କର ଦୁର୍ଘଟଣାରେ ୭ଜଣଙ୍କର ଜୀବନ ଚାଲିଯାଇଛି ।
ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି ।
ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୬୦୦ ଟଙ୍କା ରହିଛି ।
ସ୍ୱାଧୀନ ଭାରତର ପ୍ରଥମ ଭୋଟର୍ ଶ୍ୟାମ ସରଣ ନେଗୀଙ୍କ ଆଜି ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା।
ଏୟାର କ୍ୱାଲିଟି ଇଣ୍ଡେକ୍ସକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିବା ବେଳେ ୧୦ ତାରିଖରେ ଶୁଣାଣି କରିବେ।
ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି
ମନ୍ଦିର ବାହାରେ ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ପ୍ରାର୍ଥିତ୍ୱ ନେଇ ୧୬ ଲକ୍ଷ ଲୋକ ନିଜର ପସନ୍ଦ ବ୍ୟକ୍ତ କରିଥିଲେ । ଆଉ ତା’ପରେ ଇସୁଦାନଙ୍କୁ( Isudan Gadhvi) ବାଛିଛନ୍ତି ଅରବିନ୍ଦ କେଜ୍ରିୱାଲ ।
କମିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଛି ।
ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେ ପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।
ଦୀପାବଳି ପରେ ଲଗାତାର ଭାବେ ଦିଲ୍ଲୀ ଓ NCR ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ଲୋକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।
ଛାଡ଼ପତ୍ର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ମିଳିବ ନାହିଁ। ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି।