ତାଗିଦ ସତ୍ତ୍ୱେ ଆଡମିଶନ ଦେଉନାହାଁନ୍ତି ଘରୋଇ ସ୍କୁଲ୍ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ....
NEET କାଉନସେଲିଂ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। NEET-PG ଓ UG ନାମଲେଖା ନେଇ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବରୁ ଥିବା ଆର୍ଥିକ ଅନଗ୍ରସର ବର୍ଗ ଓ ପଛୁଆବର୍ଗ ସଂରକ୍ଷଣ ଚାଲୁ ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।