ଉଭୟଙ୍କ ପ୍ରେମ କାହାଣୀ ଥିଲା ଆଶ୍ଚର୍ଯ୍ୟଜନକ। ସାତ ବର୍ଷ ତଳେ ତାପସୀ ମାହାତୋ ସ୍ଥାନୀୟ ଅଞ୍ଚଳର ଯୁବତୀ ପୁନିତାଙ୍କ ଘରକୁ ଶ୍ରମିକ ଭାବରେ କାମ କରିବାକୁ ଆସୁଥିଲେ। ଏହି ଯିବା ଆସିବା ଭିତରେ ଯୁବତୀ ଜଣକ ଏହି ଦୁଇ ପିଲାର ବାପାଙ୍କ ପ୍ରେମରେ ପଡ଼ିଗଲେ। ପୁରା ସିନେମା କାହାଣୀ ଭଳି ଥିଲା ଏହି ପ୍ରେମ କାହାଣୀ।
ଅନେକ ଲୋକ ବିବାହ କରିଥିଲେ ବି ବାହାର ଶାରିରୀକ ସମ୍ପର୍କ ରଖନ୍ତି। ବିବାହ ପରେ ମଧ୍ୟ ଲୋକେ କାହିଁକି ଅତିରିକ୍ତ ବୈବାହିକ ସଂପର୍କ ରଖିବାକୁ ପସନ୍ଦ କରନ୍ତି ଆସନ୍ତୁ ଏହାର କିଛି ମୁଖ୍ୟ କାରଣ ଉପରେ ନଜର ପକାଇବେ।
ଉତ୍ତର ପ୍ରଦେଶର ମିରଟରେ ବୈବାହିକ ବିବାଦକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଶାକିର ଦାବି କରିଛନ୍ତି, ସେ ନିଜର ପତ୍ନୀ ଏବଂ ଭାଇକୁ ତିନି ମାସ ଧରି ଖୋଜାଖୋଜି କରୁଛନ୍ତି । କିନ୍ତୁ, ଫୋନ୍ ବନ୍ଦ ରହିଛି ଏବଂ କୌଣସି ସୁରାକ ମିଳିନାହିଁ ।
ସ୍ତ୍ରୀଙ୍କର ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିବା ପରେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ତେବେ ଏହାପରେ ସମ୍ପୃକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ ।
ସ୍ତ୍ରୀର ବିବାହ ଆୟୋଜନ କଲା ସ୍ୱାମୀ । ବୟଫ୍ରେଣ୍ଡ ଆସିଲା ସ୍ତ୍ରୀ ମଥାରେ ସିନ୍ଦୁର ଭରିଲା। ସ୍ୱାମୀ ସେମାନଙ୍କୁ ଆଶୀର୍ବାଦ ଦେଲା ଓ କହିଲା ୨ ଛୁଆକୁ ମୁଁ ରଖିଦେବି, ତୁମେ ତମ ନୂଆ ସ୍ୱାମୀ ସହ ଖୁସିରେ ରୁହ ।
ସ୍ୱାମୀକୁ ୧୮ ଖଣ୍ଡ କରି ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ । ପବରେ ଡ୍ୟାନ୍ସ୍ କରିଥିଲା, ବୟଫ୍ରେଣ୍ଡ ସହ ମିଶି କେକ୍ କାଟିଥିଲା । ଉତ୍ତରପ୍ରଦେଶ ମୀରଟରେ ମରଚାଣ୍ଟ ନେଭି ଅଫିସର ସୌରଭ ରାଜପୁତଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଭିଡ଼ିଓ ।
ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।
ସାଧାରଣ ବିବାହ ପରି ଓପନ ମ୍ୟାରେଜ ମଧ୍ୟ ସୁସ୍ଥ ହୋଇପାରେ, କିନ୍ତୁ ଏହାର ନିଜର ସୁବିଧା ଏବଂ ଅସୁବିଧା ଅଛି । ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅଲଗା ଅଟେ । ଏପରି ସମ୍ପର୍କରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଓପନ ମ୍ୟାରେଜ ବିଷୟରେ ସବୁକିଛି ଜାଣିବା ଆବଶ୍ୟକ । ଏହାର ସୁବିଧା ଏବଂ ଅସୁବିଧାକୁ ଅତି ନିକଟରୁ ପରଖିବା ଜରୁରୀ , ଯେହେତୁ ଏପରି ବିବାହକୁ ସମାଜର ପାରମ୍ପରିକ ନିୟମ ବିରୋଧୀ ବିବେଚନା କରାଯାଏ ।
ମୈତ୍ରୀବିହାର ଅଞ୍ଚଳର ଘଟଣାକୁ ନେଇ ରାଜଧାନୀରେ ହଇଚଇ । ଡିସିପି କହିଲେ ‘ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ’ ।
ଏ ମା’ର କେଉଁ ରୂପ ? ରାକ୍ଷସୀ ନା ପିଶାଚୀ ! ଯିଏ ନିଜ ଜନ୍ମକଲା ଛୁଆକୁ ତିଳେଇ ତିଳେଇ ମାରିଛି ।
ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ମହଙ୍ଗା ପଡ଼ିଛି । ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି।
ଆଜିକାଲି ପରକୀୟା ପ୍ରୀତି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି କାରଣରୁ ଅନେକ ପରିବାର ଭାଙ୍ଗି ଯାଉଛନ୍ତି ଏବଂ ସମ୍ପର୍କରୁ ଭରସା ମଧ୍ୟ ଉଠିଯାଉଛି। ଯଦି ଆପଣ ନିଜର ସମ୍ପର୍କକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ଏବଂ ସମ୍ପର୍କରେ କୌଣସି ତୃତୀୟ ବ୍ୟକ୍ତିଙ୍କ ପ୍ରବେଶକୁ ରୋକିବାକୁ ଚାହୁଁଛନ୍ତି, ତେବେ କେତେକ ଜିନିଷଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡିବ।
ଆଜିକାଲି ପରକୀୟା ପ୍ରୀତିକୁ ନେଇ ଅନେକ ଖବର ନଜର ଆସୁଛି। ଏମିତି ରଙ୍ଗେ ହାତ୍ରେ ଧରା ପଡ଼ିବାପରେ ସ୍ୱାମୀ-ସ୍ତ୍ରୀ ମାରପିଟ୍ ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏଠି ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଲଗା।
ସ୍ତ୍ରୀ ଓ ଦୁଇ ଶଳାଙ୍କ ମାଡ଼ରେ ଯୁବକଙ୍କ ପ୍ରେମ ନିଶା ଛାଡ଼ିଗଲା, ମାମଲା ଥାନାରେ ଯାଇ ପହଞ୍ଚିଲା.. ଏବେ
ଟ୍ରାଫିକ୍ ଫୋଷ୍ଟ କ୍ୟାମେରା ଜଣେ ବିବାହିତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ଦ୍ୱାରା ବିବାହିତ ପୁରୁଷମାନଙ୍କର ଚୋରା ପୀରତିର ରହସ୍ୟ ମଧ୍ୟ ଖୋଲିଯାଉଛି। ଆସନ୍ତୁ ପୂରା ଖବର ଉପରେ ନଜର ପକେଇବା।
ସ୍ୱାମୀ ଯଦି ଆଉ କେଉଁ ମହିଳା ସହ ପ୍ରେମ ସଂପର୍କ ରଖେ କୋଉ ସ୍ତ୍ରୀ ବା ସହିବ। ଏଠି କିନ୍ତୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଏହି ଘଟଣାରେ ସ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହାର କାରଣ କ’ଣ ଆସନ୍ତୁ ଜାଣିବା।
ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ। କାମ ପାଇଁ ସ୍ୱାମୀ ସବୁବେଳେ ବାହାରେ ରହୁଥିବାରୁ ଏହାର ଫାଇଦା ଉଠାଇଥିଲେ ଭଣଜା ଓ ସବୁବେଳେ ମାଇଁଙ୍କ ଘରକୁ ଯା’ଆସ କରୁଥିଲେ। ହେଲେ ସେମାନଙ୍କର ଲୁଚାଛପା ପ୍ରେମ ବେଶୀ ଦିନ ତିଷ୍ଠି ପାରି ନଥିଲା।
ଘଟଣାକୁ ଚପାଇବା ପାଇଁ ଗର୍ଲଫ୍ରେଣ୍ଡ୍ ନିଜ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃତଦେହକୁ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲେ। ହେଲେ ପୋଲିସ୍କୁ ଏହି ବ୍ୟାଗ୍ ମିଳିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା।
ଛାଡ଼ପତ୍ର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ଯଦି କୌଣସି ମହିଳାଙ୍କ ସମ୍ପର୍କ ଥିବା ପ୍ରମାଣିତ ହୁଏ, ତା’ହେଲେ ସ୍ୱାମୀଙ୍କଠୁ ଛାଡ଼ପତ୍ର ପାଇବା ପରେ ସମ୍ପୃକ୍ତ ମହିଳାଙ୍କୁ ସ୍ଥାୟୀ ଭରଣପୋଷଣ ମିଳିବ ନାହିଁ। ଏକ ମାମଲାର ଶୁଣାଣି ଅବସରରେ ପଞ୍ଜାବ ହରିୟାଣା ହାଇକୋର୍ଟ ଏହି ରାୟ ଦେଇଛନ୍ତି।
ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା।
ପରକୀୟା ପ୍ରୀତିର ଭୟଙ୍କର ପରିଣାମ । ପ୍ରେମିକ ସହ ମିଶି ସୁପାରୀକିଲର ସହାୟତାରେ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ।
ସ୍ୱାମୀ ସାଜିଥିଲା କଳିଯୁଗର କୃଷ୍ଣ। ଏକାଧିକ ମହିଳାଙ୍କ ସହ କରୁଥିଲା ରାସଲୀଳା। ଦୁଇ ପତ୍ନୀ ମିଶି ଖୋଲିଦେଲେ ସ୍ୱାମୀର ଭଦ୍ରମୁଖା।
ପଦାରେ ପଡ଼ିଲା ରସିକିଆ ସ୍ୱାମୀର କଳା କାରନାମା। ଏକାଧିକ ଯୁବତୀଙ୍କୁ ବିବାହ କରି ଅଲଗା ଅଲଗା ରଖିଥିଲା। କେହି କାହା ବିଷୟରେ ଜାଣିନଥିଲେ। ଯେତେବେଳେ ଜାଣିଗଲେ, ସ୍ୱାମୀର ଅକଲ ଗୁଡ଼ୁମ।
’ପିଲାଙ୍କୁ ଛାଡ଼ି, ଝିଅ ବୁଲଉଛୁ । ମୁଁ ଘରେ କାମ କରିବି, ତୁ ବାହାରେ ରାତି ରଙ୍ଗୀନ୍ କରିବୁ ।’ବ୍ୟାୟାମ କରିବାକୁ ଜିମ ଯାଇଥିବା ଯୁବକ ଅନ୍ୟ ଯୁବତୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଆଉ ଠିକ୍ ସମୟରେ ଜିମ୍ରେ ପହଞ୍ଚି ସ୍ୱାମୀ ଓ ତା’ର ପ୍ରେମିକାକୁ ଉତ୍ତମ ମଧ୍ୟମ ଦେଲେ ସ୍ତ୍ରୀ । ଭୋପାଳ ସହରର କୋହେଫିଜା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ।