ଠେଲା ବାଲାର ପୁଅ ଏବେ ଜଜ୍ । ଦିନେ ବାପାଙ୍କୁ ଆଖି ସାମ୍ନାରେ ଚାପୁଡ଼ା ମାରିଥିଲା ପୋଲିସ୍, ପ୍ରତିଶୋଧ ନେବାକୁ ପୁଅ ହୋଇଗଲା ବିଚାରପତି ।
ଅଫତାବ୍ ଯେଉଁ ଫ୍ଲାଟ୍ରେ ରହୁଥିଲା ସେହି ଫ୍ଲାଟ୍ରେ ପାଖାପାଖି ୩୦୦ ଟଙ୍କା ପାଣି ବିଲ୍ ବକେୟା ରହିଛି। ଗତ କିଛିଦିନ ହେବ ଲଗାତାର ଭାବେ ସେ ଅଧିକ ପାଣି ବ୍ୟବହାର କରୁଥିଲା।
ଏଣିକି ବିମାନ ଯାତ୍ରା ବେଳେ ଆଉ ବାଧ୍ୟତାମୂଳକ ନୁହେଁ ମାସ୍କ। କରୋନା ସତର୍କତା ଭାବେ ଏବେ ଯାଏ ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା।
ମହିଳାଙ୍କ ନେତୃତ୍ୱରେ ବିକାଶ ଭାରତ ପାଇଁ ଜି-୨୦ର ଏଜେଣ୍ଡା ହେବ ଓ ଡିଜିଟାଲ ବିଭେଦ ଦୂର ଲାଗି ଭାରତ ସେତୁ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ମୋଦି ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଯାହା କହିଥିଲେ ତାଙ୍କ ଉକ୍ତିରେ ଏକରକମ ମୋହର ମାରିଛି ଜି-୨୦ ।
ବାଲିରେ ହୋଇଥିବା ଦୁଇ ଦିନିଆ ସମ୍ମିଳନୀ ଶେଷ ହେବା ପରେ ଜି-୨୦ ଘୋଷଣାନାମାରେ କୁହାଯାଇଛି, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ । ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ମତ ଦେଇଛନ୍ତି ସମସ୍ତ ସଦସ୍ୟ ଦେଶ ।
ହଠାତ୍ ଅଫତାବ୍ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ଯୋଗୁ ଓ ଶ୍ରଦ୍ଧାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଙ୍କୁ ଲାଗୁଥିଲା ଯେ ଅଫତାବ୍ ତାଙ୍କୁ ଧୋକା ଦେବା ପାଇଁ ଚେଷ୍ଟା କରୁଛନ୍ତି।
ଆମ୍ ଆଦମୀ ପାର୍ଟିର ବିଧାୟକଙ୍କ ଶାଳକଙ୍କ ସମେତ ୩ ଜଣଙ୍କୁ ACB ଗିରଫ କରିଛି। ଜଣେ ମହିଳାଙ୍କୁ କାଉନସିଲର୍ ଟିକେଟ୍ ଦେବା ନାଁରେ ୯୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଏହି ଗିରଫ ହୋଇଥିବା ସୂଚନା ମିଳିଛି।
ଶ୍ରଦ୍ଧା ଘରୋଇ ହିଂସାର ଶିକାର ହୋଇଥିଲେ। ସାହାଯ୍ୟ ପାଇଁ ଶ୍ରଦ୍ଧା ମେସେଜ୍ ପଠାଇଥିଲେ ବୋଲି ସେ କହିଛନ୍ତି। ହତ୍ୟା ପୂର୍ବରୁ କିଛି ମାସ ପୂର୍ବେ ସେ ଏହି ମେସେଜ୍ ପଠାଇଥିଲେ। ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଶ୍ରଦ୍ଧା କହିଥିଲେ।
ନେଟ୍ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି ।
ଆଉ ୫ କିମି ଦୂରରୁ ନୁହେଁ ୨୦କିମି ଦୂରରୁ କରିପାରିବେ ଜେନେରାଲ୍ ଟିକେଟ୍ ବୁକିଂ। ଭାରତୀୟ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଏମିତି ସୁବିଧା। ଜାଣନ୍ତୁ କିପରି ପାଇବେ ଏହି ସୁବିଧା।
ବଢିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ଅପେକ୍ଷା ଆଜି ସୁନା ଦର ବୃଦ୍ଧି ରହିଛି ।
ବିଶ୍ୱଜିତ ୧୮୩ ଥର ନିଜ ପ୍ଲାଟେଲେଟ୍ସ ଦାନ କରିଛନ୍ତି ।
ଶ୍ରଦ୍ଧା(Shraddha murder case)ଙ୍କୁ ମାରିବା ପରେ ଘରକୁ ନୂଆ ପ୍ରେମିକା ନେଇ ଆସିଥିଲା ଅଭିଯୁକ୍ତ ।
ମୋଦି କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଂକଟ ଦେଖାଦେଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି ସଂକଟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଦେଶ ।
ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା ।
କେମିତି କରିବେ ନେଟଫ୍ଲିକ୍ସ (Netflix) ଆକ୍ଟିଭେଟ୍ . . .ଜାଣି ନିଅନ୍ତୁ ଉପାୟ . .
ରାସ୍ତାରେ କୁକୁର ମଳତ୍ୟାଗ କଲେ ତାକୁ ସଫା କରିବା ଦାୟିତ୍ୱ ବି କୁକୁର ମାଲିକଙ୍କର
ଗତ ବର୍ଷକ ମଧ୍ୟରେ କମ୍ପାନୀ ଲାଭ କରିନଥିବା ସୂଚନା, ଛଟେଇ କର୍ମଚାରୀଙ୍କ ସଂଖ୍ୟା ମୋଟ ସଂଖ୍ୟାର ୧ ପ୍ରତିଶତ
ଇଣ୍ଡୋନେସିଆ ବାଲିରେ ୨ଦିନ ଧରି ଆୟୋଜିତ ହେବ ଜି-୨୦ ବୈଠକ (G20 Bali summit)
ରାଷ୍ଟ୍ରପତିଙ୍କ ପ୍ରତି ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟର ବିରୋଧ କରି ଆଜି ବିଜେପି ବିଧାୟକମାନେ କୋଲକାତାରେ ରାଜଭବନ ଆଗରେ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।
ହତ୍ୟା ପରେ ୩୫ ଖଣ୍ଡ କରି ଫିଙ୍ଗିଦେଲା ବୟଫ୍ରେଣ୍ଡ । ଲିଭ୍ ଇନ୍ରେ ଥିବା ପ୍ରେମିକାକୁ ମାରି ୩୫ ଖଣ୍ଡ କଲା ବୟଫ୍ରେଣ୍ଡ ।
ଜାନୁଆରୀ ୨୦୨୩ରେ ଏହି ମହଙ୍ଗା ଭତ୍ତା ଲାଗୁ ହୋଇପାରେ । କିନ୍ତୁ ଏନେଇ ମାର୍ଚ୍ଚ ମାସ ହୋଲି ସମୟରେ ଘୋଷଣା ହେବ ।
ଆନ୍ଦୋଳନକାରୀ ଓକିଲଙ୍କ ଆୟର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।
ଟ୍ୱିଟର ଏବଂ ମେଟା ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ହଟେଇଦେଇଛନ୍ତି। ଉଭୟ କମ୍ପାନୀ ଅର୍ଥନୀତିର ମାନ୍ଦାବସ୍ଥାକୁ ଭୟ କରି ସେମାନଙ୍କ କର୍ମଚାରୀଙ୍କୁ ତଡି ଦେଉଛନ୍ତି। ଏହାରି ଭିତରେ ଭାରତୀୟଙ୍କ ପାଇଁ ଆସିଛି ଖୁସି ଖବର। ଏହି କମ୍ପାନୀ ସେମାନଙ୍କୁ ଚାକିରି ଦେବାକୁ ପ୍ରସ୍ତୁତ ଅଛି।