• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Special story
ବିଧାୟକଙ୍କ ଉଗ୍ରରୂପ : କ୍ୟାଟରିଂ ମ୍ୟାନେଜରକୁ ସର୍ବସମ୍ମୁଖରେ ମାରିଲେ ଚାପୁଡ଼ା

ଶ୍ରମିକମାନଙ୍କୁ ଦିଆଯାଉଥିବା ନିମ୍ନମାନର ଖାଦ୍ୟ ଦିଆଯାଉଛି କହି କ୍ୟାଟରିଂ ମ୍ୟାନେଜରଙ୍କୁ ମାଡ଼ ମାରିଲେ ଶିବସେନା ବିଧାୟକ ।

Woman, Daughter-In-Law Murdered At Delhi Home
ଘରେ କେହି ନଥିବାବେଳେ ଶାଶୁ, ବୋହୂକୁ ହତ୍ୟା; ଟଙ୍କା ଓ ସୁନା ଗାଏବ

ଘରେ କେହି ନଥିବାବେଳେ ଶାଶୁ, ବୋହୂକୁ ହତ୍ୟା। ପୋଲିସ୍‌ ସୂଚନା ଅନୁସାରେ, ଘରୁ ଟଙ୍କା ଓ ସୁନା ଅଳଙ୍କାର ଗାଏବ ହୋଇଯାଇଛି।

gold price today
ବଢିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୬୦୦ ଟଙ୍କା ରହିଛି ।

2 Kashmiri Pandits Shot By Terrorists
କାଶ୍ମୀର ପଣ୍ଡିତଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲେ ଆତଙ୍କବାଦୀ

ଆତଙ୍କବାଦୀମାନେ ପ୍ରଥମେ ୨ ଭାଇଙ୍କୁ ସେମାନଙ୍କର ନାଁ ପଚାରି ଥିଲେ। ଏହାପରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।

Special story
ଘରକୁ ଆସିବ ବ୍ୟାଙ୍କ୍‌ : ମାଗଣାରେ ମିଳିବ ସବୁ ସୁବିଧା ..

ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି କି ବାରମ୍ବାର ଦୋଡ଼ିବାକୁ ପଡ଼ିବନି । ଘରକୁ ଆସି ବ୍ୟାଙ୍କ ସେବା ଯୋଗାଇଦେବ ।

Bus Carrying 39 Security Force Personnel Falls Into River In Jammu And Kashmir
ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ୩୯ ଜଣ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌

ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ନଦୀକୁ ଖସି ପଡ଼ିଥିବା ସୂଚନା ମିଳିଛି। ଅମରନାଥ ଯାତ୍ରା ପାଇଁ ଯବାନମାନେ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ବୋଲି ଜଣାପଡ଼ିଛି।

Special story
ଘରେ ଘରେ ଉଡ଼ିଲା ଜାତୀୟ ପତାକା, ଏବେ ସେଗୁଡ଼ିକର ହେବ କ’ଣ ?

ହର ଘର ତ୍ରିରଙ୍ଗା ନାରାରେ ପ୍ରତି ଘରେ, ଅଫିସ, ଅନୁଷ୍ଠାନରେ ଉଡ଼ିଲା ତ୍ରିରଙ୍ଗା.. ଭାରତୀୟ ଇତିହାସରେ ବୋଧେ ଏହା ପ୍ରଥମ.. ଏତେ ସବୁ ତ୍ରିରଙ୍ଗାର ଅବସ୍ଥା ବର୍ତ୍ତମାନ ହେବ କଣ ?

Special story
‘ବହୁତ ତ୍ରିରଙ୍ଗା ବାଣ୍ଟୁଛ, ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ’ : ଅଙ୍ଗନୱାଡ଼ି କର୍ମୀଙ୍କୁ ଧମକପୂର୍ଣ୍ଣ ଚିଠି

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ହତ୍ୟା ଧମକ ।

 Anita Bose Pfaff
ଏବେ ସମୟ ଆସିଛି ନେତାଜୀଙ୍କ ଅବଶିଷ୍ଟାଂଶ ଫେରାଇ ଆଣିବାର: ଅନୀତା ବୋଷ ଫାଫ୍‌

ଟୋକିଓର ଏହି ମନ୍ଦିରରେ ଥିବା ନେତାଜୀଙ୍କ ଅବଶିଷ୍ଟାଂଶରୁ ଯଦି ଡିଏନ୍‌ଏ ସଂଗ୍ରହ ହୋଇପାରିବ ତେବେ ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ ।

Prime Minister's 5 calls to the countrymen from Lalkilla
ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୫ ଆହ୍ୱାନ

ବିକଶିତ ଭାରତର ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ। ଦୁର୍ନୀତି ଓ ପରିବାରବାଦ ଦୂର ଉପରେ ଦେଲେ ଗୁରୁତ୍ୱ। ସେପଟେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।

Salary Hike
ଖୁସି ଖବର ! ସ୍ୱାଧୀନତା ଦିବସରେ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦେଶ ପ୍ରେମ କଥା କହିବା ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ । 

Special story
ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ : ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ ୩ ଭାଇଭଉଣୀ

ତିନି ଜଣଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ ।

Special story
କଲ୍‌ କଲେ Hello କହିବା ମନା : ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଅଗଷ୍ଟ ୧୮ରେ ନୂଆ ନିୟମ ସମ୍ପର୍କରେ ବିଧିବଦ୍ଧ ଭାବରେ ନିର୍ଦ୍ଦେଶନାମା ଜାରି କରାଯିବ ।

Mamata Banerjee
ସ୍ୱାଧୀନତା ଦିବସରେ କଳାକାରଙ୍କ ସହ ଧୁମ୍‌ ନାଚିଲେ ଦିଦି, ଭାଇରାଲ ହେଲା ଭିଡିଓ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଳାକାରଙ୍କ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳିଛି।

chandrashekhar-dead-body-found-after-38-years
୩୮ ବର୍ଷ ପରେ...ବରଫ ଭିତରୁ ଉଦ୍ଧାର ହେଲା ଯବାନଙ୍କ ମରଶରୀର

୩୮ ବର୍ଷ ପରେ ବରଫ ଭିତରୁ ଶବ ଉଦ୍ଧାର ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ। ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର ପକ୍ଷରୁ ଏବେ ପୂରା ରୀତିନୀତିରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।

PM Modi celebrates 76th Independence Day
ସ୍ୱାଧୀନତା ଦିବସରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

‘ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସହ ଅଟଲୀ ଜୟ ବିଜ୍ଞାନ ଯୋଡ଼ିଥିଲେ। ଆଜି ଜୟ ଅନୁସନ୍ଧାନ ଯୋଡ଼ି ସମସ୍ତଙ୍କୁ ଆହ୍ୱାନ ଦେଉଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଏହା କହିଛନ୍ତି।

Howitzer Gun
୧୫ ଅଗଷ୍ଟରେ ପ୍ରଥମ ଥର ପାଇଁ ସ୍ୱଦେଶୀ ତୋପରେ ଦିଆଗଲା ସଲାମୀ

ଏହାର ବିଶେଷତ୍ତ୍ୱ ହେଉଛି ଏହା କମାଣ୍ଡ, କଣ୍ଟ୍ରୋଲ, କମ୍ୟୁନିକେସନସ, କଂପ୍ୟୁଟର ଓ ଇଣ୍ଟେଲିଜେନ୍ସ ଇନପୁଟ୍ ନେଇ କାମ କରିପାରିବ ।

Industrialist  Mukesh Ambani, family get threat calls
ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ଧମକ, ୩ ଥର ଆସିଲା ଧମକପୂର୍ଣ୍ଣ କଲ୍‌

ଏହି ଧମକ ଥରେ କି ୨ଥର ନୁହେଁ ବରଂ ୩ଥର କଲ୍‌ କରାଯାଇ ଦିଆଯାଇଛି। କିଏ ଓ କାହିଁକି ଏହି ଧମକପୂର୍ଣ୍ଣ କଲ୍‌ କରିଥିଲା, ତାହା ଜଣାପଡ଼ିନି।

Special story
ରାଜଧାନୀରେ ଚୀନୀ ମାଞ୍ଜାର ଆତଙ୍କ, ଖୂନୀ ସୂତାରେ କଟି ବ୍ୟବସାୟୀଙ୍କ ମୃତ୍ୟୁ

ମାଞ୍ଜା ସୂତା ପାଇଁ ପୁଣି ଏକ ନୀରିହ ଜୀବନ ଚାଲିଗଲା ।

ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବାକୁ ଆଫ୍ରିକାର ମୋମ୍ବାସାରେ ପହଞ୍ଚିଛି ଭାରତୀୟ ଯୁଦ୍ଧ ଜାହାଜ ଆଇଏନ୍‌‌ଏସ୍
ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ଯୁଦ୍ଧ ଜାହାଜ ପ୍ରସ୍ତୁତ...

ଦେଶ ପାଇଁ ସ୍ୱାଧୀନତା ଆଣିବାକୁ ଆମ ସଂଗ୍ରାମୀମାନଙ୍କୁ ଅନେକ ଯୁଦ୍ଧର ସାମ୍ନା କରିବାକୁ ପଡ଼ିଛି...ଦେଶ ଆଜି ସ୍ୱଧୀନତା ଦିବସ ପାଳନ କରୁଥିବା ବେଳେ ଭାରତୀୟ ଯୁଦ୍ଧ ଜାହାଜ ଗୁଡ଼ିକ ବି ପଛରେ ପଡ଼ିନାହାଁନ୍ତି। ଯିଏ ଯୋଉଠି ମୁତୟନ ଅଛନ୍ତି, ସେଇଠି ପାଳନ କରିଛନ୍ତି ଆଜାଦୀ କା ଅମୃତ ମହୋତ୍ସବ...ଦେଖିବା କିଛି ଝଲକ୍...

Bihar CM Nitish Kumar Big Announcement
୨୦ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର, ଏହି ସରକାର କଲେ ବଡ଼ ଘୋଷଣା...

ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବରଂ ଆଉ ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବ। ଅର୍ଥାତ୍‌ ୨୦ ଲକ୍ଷ ଲୋକଙ୍କୁ ଚାକିରି ଓ ରୋଜଗାର ପ୍ରଦାନ କରାଯିବ। ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବଡ଼ ଘୋଷଣା କରିଛନ୍ତି।

Special story
ଲାଲକିଲ୍ଲାରେ ଭାବୁକ ହେଲେ ମୋଦି : କହିଲେ, ନାରୀ ଜାତିର ଅପମାନକୁ ବରଦାସ୍ତ କରାଯିବନି

ଦୈନନ୍ଦିନ ଜୀବନରେ ମହିଳାଙ୍କୁ ଅସମ୍ମାନ କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି ।

PM Modi Speech On 76th Independence Day
‘ପରିବାରବାଦ ଓ ଦୁର୍ନୀତି ଦେଶ ପାଇଁ ଚାଲେଞ୍ଜ’

‘ଖେଳ ମୈଦାନରେ ବି ପରିବାରବାଦ ପାଇଁ କ୍ଷତି ପହଞ୍ଚୁଥିଲା। ଏହା ଦୂର ହେବାରୁ ବିଶ୍ୱରେ ଆମକୁ ସଫଳତା ମିଳୁଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ମୋ ଦେଶ ମହାନ୍...
ଆମ ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ...ଚାରି ଆଡ଼େ ଆନନ୍ଦ...ଚାରି ଆଡ଼େ ଉଲ୍ଲାସ...ଦେଖିବା କିଛି ଝଲକ୍।

ଆମ ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ...ଚାରି ଆଡ଼େ ଆନନ୍ଦ...ଚାରି ଆଡ଼େ ଉଲ୍ଲାସ...କେଉଁଠି ସମୁଦ୍ର ଭିତରେ ଜାତୀୟ ପତାକା ଉଡୁଚି ତ ଆଉ କେଉଁଠି ରଙ୍ଗ ବେରଙ୍ଗ ଆଲୁଅ କହୁଛି ସ୍ୱାଧୀନତାର କଥା...ଦେଖିବା କିଛି ଝଲକ୍।