• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Air Quality Index

ଦିନକୁ ଦିନ ବଢ଼ୁଛି ବାୟୁ ପ୍ରଦୂଷଣ
Air Pollution: ଜାଣି ରଖନ୍ତୁ, ଆପଣଙ୍କ ସହରର ପ୍ରଦୂଷଣ କମାଇ ଚାଲିଛି ଆପଣଙ୍କ ଆୟୁଷ !

ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ୨୦୧୯ ମସିହାରେ ଭାରତରେ ପାଖାପାଖି ୧୬ ଲକ୍ଷ ୭୦ ହଜାର ଲୋକଙ୍କର ପ୍ରଦୂଷଣ କାରଣରୁ ମୃତ୍ୟୁ ହୋଇଥିଲା ଏବଂ ବର୍ଷ ୨୦୨୩ ଏହାର ସ°ଖ୍ୟା ଥିଲା ୨୧ ଲକ୍ଷ ୮୦ ହଜାର। ଆପଣ ଅସ୍ବୀକାର କଲେ ମଧ୍ୟ ଆପଣଙ୍କ ସହରର ପ୍ରଦୂଷଣ ପ୍ରତି ମୂହୁର୍ତ୍ତରେ ଆପଣଙ୍କ ଆୟୁଷ କମାଇ ଚାଲିଛି ! ଆପଣଙ୍କ ଫୁସଫୁସ, ହୃଦୟ, ରକ୍ତନଳୀ ଏବଂ ମସ୍ତିଷ୍କ ଉପରେ କ’ଣ ରହିଛି ଏ ପ୍ରଦୂଷଣର ପ୍ରଭାବ, ଥରେ ପଢି ଦେଖନ୍ତୁ।

Delhi air pollution
Delhi Air Pollution: ବିଷ ବଳୟରେ ଦିଲ୍ଲୀ; WHOର ନିର୍ଦ୍ଧାରିତ ସୀମାଠାରୁ ପ୍ରଦୂଷଣ ୬୫ ଗୁଣ ଅଧିକ

ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ। ଦୀପାବଳିରେ ଯେତିକି ପ୍ରଦୂଷଣ ହୋଇନଥିଲା ଏହାର ୨ଦିନ ପରେ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ଥିତି ଏବେ ପୂରା ବିଗିଡ଼ିଯାଇଛି। ୧୨ ଘଣ୍ଟା ମଧ୍ୟରେ ପ୍ରଦୂଷଣ ସ୍ତର ଖରାପରୁ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି।

Air Quality Index
ବିଷ ବଳୟରେ ରାଜଧାନୀ ! ୨ କୋଟିରୁ ଅଧିକ ଲୋକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା

ଏୟାର କ୍ୱାଲିଟି ଇଣ୍ଡେକ୍ସକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିବା ବେଳେ ୧୦ ତାରିଖରେ ଶୁଣାଣି କରିବେ।

Delhi Air Pollution
ଅମାନିଆ ଦିଲ୍ଲୀବାସୀ: ବ୍ୟାନ୍‌ ପରେ ବି ଦୀପାବଳିରେ ଜମେଇ କି ବାଣ ଫୁଟାଇଲେ,ଏବେ ଭୟଙ୍କର ସ୍ଥିତି

ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ। ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା। ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।