ଦୁର୍ଘଟଣାରେ ସାଇରସ ଓ ଜାହାଙ୍ଗୀରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନହିତା ଏବଂ ଡେରିୟସ୍ ଗୁରତର ଆହତ ହୋଇଥିଲେ।
ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ କାର୍ର ପଛ ସିଟରେ ସିଟ୍ ବେଲ୍ଟ ପିନ୍ଧିବାର ନିୟମକୁ ବାଧ୍ୟତାମୂଳକ କରାଯାଇଛି ।
ଏଣିକି ଆଉ ଗାଡ଼ି ଚଳାଇବା ସମୟରେ ବନ୍ଦ ହେବନି ସିଟ୍ ବେଲ୍ଟ ଆଲାର୍ମ
୩୦ ବିଲିୟନ ଡଲାରର ସାପୁରଜି ପାଲୋନଜି ଗ୍ରୁପର ପରାଚାଳନା ଦାୟିତ୍ୱ କାହା ହାତରେ ରହିବ ? ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି ...
ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ ଜେହାଙ୍ଗିର କେହିବି ସିଟ୍ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍ରେ ସାଇରସ୍ ବସିଥିଲେ।
ସଡକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀ। ଟାଟା ସନ୍ସ ସହିତ ଜଡିତ ଥାଇ ଅନେକ ଜନସେବା କରିଥିଲେ। ଆସନ୍ତୁ ଜାଣିବା ସାଇରସ୍ଙ୍କ ସହ ଜଡିତ ଅନ୍ୟାନ୍ୟ ତଥ୍ୟ।
ସଡ଼କ ଦୁର୍ଘଟଣାରେ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ପରଲୋକ ।