• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Now You Can Hide Your WhatsApp Online Status
ଏଣିକି WhatsAppରେ ଲୁଚାଇ ପାରିବେ ଅନ୍‌ଲାଇନ୍‌ ଷ୍ଟାଟସ୍‌

ଆହୁରି ସୁରକ୍ଷତ ରହିବ ୟୁଜର୍ସଙ୍କ ତଥ୍ୟ। ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଆହୁରି ସୁରକ୍ଷିତ ରଖିବା ଲାଗି ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ ଏହିସବୁ ଫିଚର ସାମିଲ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।

Special story
ବିହାରରେ ବଡ଼ ଖେଳ : ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ, ଇସ୍ତଫା ଦେବେ ନୀତିଶ

ନୂଆ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ

Special story
ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେତା ଗିରଫ : ୪ଦିନ ହେଲା ଶ୍ରୀକାନ୍ତ ତ୍ୟାଗୀଙ୍କ ପଛରେ ପଡ଼ିଥିଲା ପୋଲିସର ୮ଟି ଟିମ୍‌

ମହିଳାଙ୍କୁ ଗାଳିଗୁଲଜ କରିଥିବା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କଲା ପୁଲିସ।

Telangana BJP Leader Found Dead
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ମୃତଦେହ

ବିଜେପି ନେତା ଗଣାନେନ୍ଦ୍ର ପ୍ରସାଦଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍‌ ତାଙ୍କ ବାସଭବନରେ ପହଞ୍ଚି ସୋମବାର ଦିନ ମୃତଦେହ ଉଦ୍ଧାର କରିଥିଲା।

Special story
ମୋଦି ସରକାରଙ୍କ ବଡ଼ ପଦକ୍ଷେପ : ବାତିଲ୍‌ ହେବ ୭୦ ଲକ୍ଷ ରାସନ୍‌ କାର୍ଡ !

କେନ୍ଦ୍ର ସରକାର ୭୦ ଲକ୍ଷ ରାସନ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି।

gold price today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୬୫୦ ଟଙ୍କା ରହିଛି ।

Special story
ଏକନାଥ ସିନ୍ଧେଙ୍କ ନୂଆ ଟିମ୍ : ଶପଥ ନେଇପାରନ୍ତି ୧୮ ମନ୍ତ୍ରୀ

ନୂଆ କ୍ୟାବିନେଟର ଶପଥ ଗ୍ରହଣ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି

Special story
ମହଙ୍ଗା ପଡ଼ିଲା ମହିଳାଙ୍କୁ ଅସଦାଚରଣ : ପୁଣି ବୁଲିଲା ଯୋଗୀଙ୍କ ବୁଲଡୋଜର୍

ଟାର୍ଗେଟରେ ଅସଦାଚରଣକାରୀର ଜବରଦଖଲ,ଫେରାର୍ ଶ୍ରୀକାନ୍ତକୁ ଖୋଜୁଛି ଉତ୍ତରପ୍ରଦେଶ ପୋଲିସ

Bihar Political Crisis
ଭାଙ୍ଗି ଯିବ କି ବିହାରରେ BJP-JDU ମେଣ୍ଟ ? ବିଧାୟକ ଦଳ ବୈଠକ ଡାକିଲେ ନୀତିଶ କୁମାର

NDA ଡଙ୍ଗାରୁ ଡେଇଁ ପଡ଼ିବ କି JDU ?  ଦୁଇ ପାର୍ଟି ମଧ୍ୟରେ ଫାଟ ଏତେ ବଢ଼ି ଯାଇଛି ଯେ କୌଣସି ସମୟରେ ବି ମେଣ୍ଟ ଭାଙ୍ଗିବା ଆଶଙ୍କା ରହିଛି। 

Pay Toll Only For The Distance Travelled
ଆସିବ ନୂଆ ଟେକ୍ନୋଲୋଜୀ: ଯେତିକି ଯିବେ ଟୋଲ୍ ସେତିକି ଦେବେ

ସରକାର ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ ନୂଆ ଟେକ୍ନୋଲୋଜୀ ପ୍ରଣୟନ କରିବାକୁ ଯାଉଛି। ଜିପିଏସ୍ ସାଟେଲାଇଟ୍ ଟେକ୍ନୋଲୋଜୀ ବ୍ୟବହାର କରି ଟୋଲ୍ ଟ୍ୟାକ୍ସ ଆଦାୟ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛି। ଏହି ନୂଆ ପଦ୍ଧତିକୁ ପରୀକ୍ଷା କରିବା ପାଇଁ ବର୍ତ୍ତମାନ ଭାରତରେ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି।

Mukesh Ambani
କାହିଁକି ରିଲାଏନ୍ସରୁ ଦରମା ନେଉ ନାହାନ୍ତି ମୁକେଶ ଅମ୍ବାନୀ ? କେତେ ରହିଛି ତାଙ୍କ ଦରମା ? ଜାଣନ୍ତୁ..

ରିଲାଏନ୍ସ କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅମ୍ବାନୀଙ୍କ ପାରିଶ୍ରମିକ "ଶୂନ୍ୟ" ରହିଥିଲା ।

Amit Shah On Odisha
ଶାହଙ୍କ ବଡ଼ ବୟାନ ! ‘ଓଡ଼ିଶାରେ ହେବ ଆମ ସରକାର’

ଓଡ଼ିଶା ଗସ୍ତରେ ଆସିଥିଲେ ଶାହ । କଟକରେ ଏକ ଖବରକାଗଜର ବାର୍ଷିକୋତ୍ସବରେ ଯୋଗଦେଇଥିଲେ ଶାହ । ସେଠାରୁ ଆସିବା ପରେ ମୋଦି @୨୦-ଡ୍ରିମ୍‌ସ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣରେ ସାମିଲ ହୋଇଥିଲେ ।

kartikeya
କୁନି ବୟସରେ ବଡ଼ କାମ, ସାରା ଦେଶ କରୁଛି ବାହା ବାହା !

ଏହାକୁ ଭଗବାନଙ୍କ ଏକ ଉପହାର କହିପାରିବା କିମ୍ବା ଏହା ଆଜିକାଲିକା ପିଲାମାନଙ୍କର ଆଗକୁ ବଢ଼ିବାର ନିଶା କହିପାରିବା ।

Gold Price Today
ଶସ୍ତା ହେଲା ସୁନା, ମହଙ୍ଗା ହେଲା ରୁପା

ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ଆଜି ସୁନା ଦର ୫୨ ହଜାର ଟଙ୍କା ତଳକୁ ଥିବାବେଳେ ରୁପା ଦର ବୃଦ୍ଧି ପାଇ ୫୭ ହଜାର ଟଙ୍କା ପାର୍‌ କରିଛି।

Bulldozer Action Against Politician Shrikant Tyagi
ଏହି ନେତାଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କା, ଖୋଜୁଛି ପୋଲିସ୍‌

ନୋଏଡାର ସେକ୍ଟର-୯୩ ସ୍ଥିତ Grand Omaxe Societyରେ ଥିବା ରାଜନେତା ଶ୍ରୀକାନ୍ତ ତ୍ୟାଗୀଙ୍କ  ଆପାର୍ଟମେଣ୍ଟରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଗତ କିଛି ଦିନ ପୂର୍ବେ ଏହି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଶ୍ରୀକାନ୍ତ ତ୍ୟାଗୀ ଦୁର୍ବବ୍ୟହାର କରିଥିଲେ। 

Samajwadi Party Leader Devendra Singh Yadav Car Accident
ସମାଜବାଦୀ ପାର୍ଟି ନେତାଙ୍କ କାର୍‌କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଟ୍ରକ୍‌, ସାମ୍ନାକୁ ଆସିଲା ଭିଡିଓ

ସମାଜବାଦୀ ପାର୍ଟି ନେତାଙ୍କ କାର୍‌କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌। ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁର୍ଘଟଣା ସମୟର ପୁରା ଦୃଶ୍ୟ କଏଦ ହୋଇଛି। 

3 Dead In Stampede At Temple In Rajasthan
ଅଭାବନୀୟ ଘଟଣା: ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା, ୩ ମହିଳା ଭକ୍ତଙ୍କ ମୃତ୍ୟୁ

ଆଜି ଭୋର ୫ଟା ସମୟରେ ଦଳାଚକଟା ଯୋଗୁ ୩ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିବା ସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମନ୍ଦିରର ପ୍ରବେଶ ଦ୍ୱାର ଖୋଲିବା ମାତ୍ରେ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।

Indian-origin Woman Ends Life In New York
ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ କରି ଆତ୍ମହତ୍ୟା କଲେ ମହିଳା, କହିଲେ- ‘ଆଉ ସହି ହେଉନି, ମୋ ମୃତ୍ୟୁ ପାଇଁ...’

ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ସ୍ୱାମୀ ମଦ ପିଇ ମାଡ଼ ମାରିବା ସହ ଘରେ ଭିତରେ ବନ୍ଦ କରି ରଖୁଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଥିଲେ। ଶେଷରେ ନିର୍ଯାତନା ଏତେ ଅତିଷ୍ଠ ହୋଇ ଯାଇଥିଲା ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।

Petrol-Diesel Price Today
ଏହି ସହରରେ ଶସ୍ତାରେ ମିଳୁଛି ପେଟ୍ରୋଲ ଓ ଡିଜେଲ୍‌

ଲଗାତାର ଭାବେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁ ରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇପାରେ।ଯଦି ଅଶୌଧିତ ତୈଳ ଦାମ୍‌ ୧୦୦ ଡଲାର ପାଖାପାଖି ରହିବ ତା’ହେଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି।

ISRO's Smallest Rocket Launched
ସ୍ୱାଧୀନତାର ଅମୃତ ମହୋତ୍ସବରେ ଇତିହାସ ରଚିଲା ISRO

ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO ଇତିହାସ ରଚିଛି। ଇସ୍ରୋ ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି।

Firing
ମ୍ୟୁଜିୟମରେ ଓଡ଼ିଆ ଯବାନଙ୍କ ଗୁଳିବର୍ଷା

 ଗୁଳିମାଡ଼ରେ ଓଡ଼ିଆ ଯବାନ ASI ଆର୍.କେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି।

New Vice President
ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚିତ

 ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍।

Special story
ଟ୍ରେନ୍‌ ଯାତ୍ରା କଲା ଷଣ୍ଢ : ଭିଡିଓ ଭାଇରାଲ୍‌

ଲୋକଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ । ହେଲେ କିଏ ତାକୁ ଟ୍ରେନ୍‌ରେ ପଠାଇଲା ?