ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଜାରି ରହିବ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ
Published: Manoranjan Behera
Last updated: 07 November 2022, 10:49 PM IST
ହାତ ନାହିଁ, ଗୋଡ ନାହିଁ । ହେଲେ କାହାରିଠୁ କମ୍ ନୁହେଁ । ବଲାଙ୍ଗିର ଜିଲ୍ଲାର ପାୟଲ ନାଗ, ଦାଦନ ଦୁଃଖର ଅନନ୍ୟ ଉଦାହରଣ । ସଂଘର୍ଷ ଭିତରେ ଚଢୁଛନ୍ତି ସଫଳତାର ସିଡ଼ି । ଖାଇବା ଛଡା ପାଟିରେ ଲେଖିବା ଓ ଜୀବନ୍ତ ଚିତ୍ର ବି ଆଙ୍କୁଛନ୍ତି । ଭଲ ଗୀତ ଗାଉଛନ୍ତି, ସୁନ୍ଦର ନୃତ୍ୟ କରୁଛନ୍ତି ।