ଗତକାଲି ସନ୍ଧ୍ୟାରେ ମହିଳାଙ୍କ ସାନ ଭଉଣୀକୁ ସ୍କୁଟିରେ ଆସୁଥିଲେ। ଠିକ୍ ଏହି ସମୟରେ ଅକ୍ଷୟ ପଟିଆ-ସିପିଇଟି ରାସ୍ତାରେ ନିଜ ପକ୍-ଅପ ଭ୍ୟାନକୁ ଦ୍ରୁତଗତିରେ ଚଳାଇ ତାଙ୍କୁ ଧକ୍କା ଦେଇଥିଲା।
ଅନ୍ଧ କରୁଛି ସମ୍ପତ୍ତି ଲୋଭ। ହିତାହିତ ଜ୍ଞାନ ଭୁଲି ସାମାନ୍ୟ ସମ୍ପତ୍ତି ପାଇବା ଆଶାରେ ମଣିଷ ଜଘନ୍ୟ କାଣ୍ଡ ଘଟାଉଛି। ଏପରିକି ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ।
ଧରାପଡିଗଲା ସ୍ତ୍ରୀର ଚୋରା ପୀରତି। କଲା ସ୍ୱାମୀଙ୍କୁ ହତ୍ୟା ଯୋଜନା। ସୁପାରୀ କିଲର ଦ୍ୱାରା ହତ୍ୟା ଉଦ୍ୟମ। ଡ୍ରାଇଭର ପ୍ରେମିକ ସହ ମିଶି ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା ପାଇଁ ଉଦ୍ୟମ। ସାନ୍ଧ୍ୟ ଭ୍ରମଣ ବେଳେ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ଗୁରୁତର।
ପାରିବାରିକ କଳହରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ତ୍ରୀଙ୍କୁ ନିଜେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ।
ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ। ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା। ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ।