• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Gold Price Today
Today Gold Price - 7th Sep.: କମିଲା ସୁନା ଦର, ଜାଣନ୍ତୁ, ଆପଣଙ୍କ ସହରରେ କେତେ ଅଛି ସୁନାର ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୧,୮୫୦ ରହିଛି

Penalty For Not Wearing Seatbelt
ଏଣିକି କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ, ନ ହେଲେ ଗଣିବେ ଫାଇନ୍‌

ଯେଉଁମାନେ ପଛ ସିଟ୍‌ରେ ବସିଥିବେ ଓ ସିଟ୍‌ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍‌ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି।

Rainfall Alert For Bengaluru
ବେଙ୍ଗାଲୁରୁରେ ୟେଲୋ ୱାର୍ଣ୍ଣିଂ ଜାରି; ୨ ରୁ ୩ ଦିନ ପ୍ରବଳ ବର୍ଷିବ !

ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ ।

Himanta Biswa Sarma
‘ଯଦି ଭାରତକୁ ଯୋଡ଼ିବାର ଅଛି, ପାକିସ୍ତାନରୁ ଯାତ୍ରା ଆରମ୍ଭ କରନ୍ତୁ’

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଛି ।

Congress Bharat Jodo Yatra
କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା; କନ୍ୟାକୁମାରୀରୁ ଆରମ୍ଭ, କାଶ୍ମୀରରେ ଶେଷ

ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ ଭାରତ ଯୋଡୋ ଯାତ୍ରା ।

Nitish Kumar
ନୀତୀଶ-କେଜରିୱାଲ ଭେଟ୍‌ଘାଟ, ପ୍ରଧାନମନ୍ତ୍ରୀ ପୋଷ୍ଟ ଖାଲି ନାହିଁ କହିଲେ ରବିଶଙ୍କର

ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ  ।

Bengaluru Flood
ଜଳ ତାଣ୍ଡବରେ କଲବଲ ସିଲିକନ୍ ସିଟି, ବର୍ଷା ବିତ୍ପାତରେ ବେହାଲ୍ ଆଇଟି ନଗରୀ

ଆଇଟି ନଗରୀକୁ ଏବେ ବଡ଼ ସାହାରା ଟ୍ରାକ୍ଟର । ସହର ସାରା ଚାଲୁଛି ମାଳ ମାଳ ଟ୍ରାକ୍ଟର ।

Bengaluru Flood
ବର୍ଷା ତାଣ୍ଡବରେ କଲବଲ IT ନଗରୀ, ଟ୍ରାକ୍ଟର-ବୁଲଡୋଜର ସାହା ଭରସା

୫ମୃତ, ୨୦ ହଜାରରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ । ବେଙ୍ଗାଲୁରୁରେ ୯୦ବର୍ଷ ଭିତରେ ତୃତୀୟ ବଡ଼ ବର୍ଷା ।

CEO
ଟ୍ରାକ୍ଟର୍‌ରେ ଅଫିସ୍‌ ଗଲେ ନାମୀଦାମୀ କମ୍ପାନୀର CEO

ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ବସି ଅଫିସ ଯାଉଛନ୍ତି । କିଏ କିଏ ତ କ୍ରେନ୍‌ରେ ବସି ଅଫିସ ଯାଉଥିବାର ଦେଖିବାକୁ ମିଳିଛି ।

SBI employee
ମହାବଳୀ ବେଶରେ ଗ୍ରାହକଙ୍କୁ ସେବା ଯୋଗାଇଲେ ବ୍ୟାଙ୍କ କର୍ମଚାରୀ

କର୍ମଚାରୀଙ୍କ ଏଭଳି ଲୁକ୍‌ ଗ୍ରାହକ ଓ ସୋସିଆଲ ମିଡିଆ ଭ୍ୟୁୟର୍ସଙ୍କ ହୃଦୟ ଜିତି ନେଇଛି। 

Cyrus Mistry Death
ସାମ୍ନାକୁ ଆସିଲା ସାଇରସ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟ; ଭାଙ୍ଗିଥିଲା ମୁଣ୍ଡ, ଛାତି, ବେକ, ଜଙ୍ଘର ହାଡ଼

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଗାଡ଼ିର ବେଗ ୧୩୦-୧୪୦ ଥିବାରୁ ଦୁର୍ଘଟଣା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ମୁଣ୍ଡ, ଛାତି, ଜଙ୍ଘ, ବେକର ହାଡ଼ ଭାଙ୍ଗି ଯାଇଥିଲା ।

gold price today
Today Gold Price - 6th Sep.: ବୃଦ୍ଧି ପାଇଲା ସୁନା ଦର, ଜାଣନ୍ତୁ, ଆଜି କେତେ ଅଛି ସୁନାର ଦାମ୍

ବୃଦ୍ଧି ପାଇଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୪୦୦ ରହିଛି

death threat
‘ବାପା ଆମକୁ ମାରି ପକାଇବେ, ଦୟାକରି ରକ୍ଷାକର’

ହିନ୍ଦୁ ଯୁବକଙ୍କୁ ଲଭ୍‌ ମ୍ୟାରେଜ୍‌ କରିବା ପରେ ମୁସଲିମ୍‌ ଯୁବତୀଙ୍କ ଗୁହାରୀ

Cyrus Mistry Death
ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ପରେ କିଏ ସମ୍ଭାଳିବ ୩୦ବିଲିୟନ ଡଲାରର ବ୍ୟାବସାୟିକ ସାମ୍ରାଜ୍ୟ?

୩୦ ବିଲିୟନ ଡଲାରର ସାପୁରଜି ପାଲୋନଜି ଗ୍ରୁପର ପରାଚାଳନା ଦାୟିତ୍ୱ କାହା ହାତରେ ରହିବ ? ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି ...

Bengaluru Floods
ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ : ଜଳବନ୍ଦୀ ସ୍ଥିତି ଯୋଗୁଁ ୨୨୫ କୋଟି ଟଙ୍କାର କ୍ଷତି

ଆଇଟି ଫାର୍ମ ଗୁଡ଼ିକୁ ୨୨୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ସୂଚନା ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ORRCA ।

Bengaluru Floods
ଭାରତର ସିଲିକନ୍ ଭ୍ୟାଲିରେ ସଂଗୀନ୍ ସ୍ଥିତି: ଜଳବନ୍ଦୀ ଯୋଗୁଁ ଚାଲିଗଲା ଯୁବତୀଙ୍କ ଜୀବନ

ଲୋକଙ୍କୁ ଅତି ଜରୁରୀ ନଥିଲେ ବାହାରକୁ ନଯାଇ ଘରେ ରହିବାକୁ ପ୍ରଶାସନ ଅପିଲ୍ କରିଛି।

Cyrus Mistry was not wearing seat belt
ସାମାନ୍ୟ ଅବହେଳାରୁ ଚାଲିଗଲେ ସାଇରସ୍ !

ବିଳାସପୂର୍ଣ୍ଣ ହେଉ କିମ୍ବା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲାଟେଷ୍ଟ ମଡେଲ୍‌ର ଗାଡ଼ି। ଯଦି ଯାତ୍ରା ସମୟରେ ନିୟମ ପାଳନ କରୁନାହାଁନ୍ତି ତାହେଲେ ଆପଣ ସୁରକ୍ଷିତ ନୁହଁନ୍ତି। ହୁଏତ ଯଦି ନିୟମ ମାନି ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତାହେଲେ ଆଜି ଜୀବିତ ଥାନ୍ତେ, ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ।

Cyrus Mistry Was Not Wearing Seat Belt
ସାମାନ୍ୟ ଅବହେଳାରୁ ଚାଲିଗଲେ ସାଇରସ୍ ! ସିଟ୍ ବେଲ୍ଟ ପିନ୍ଧିନଥିବାରୁ ଦୁର୍ଘଟଣାରେ ଗଲା ଜୀବନ

ଯେତେ ସୁରକ୍ଷା ବ୍ୟବସ୍ଥା ଥାଉନା କାହିଁକି, ସିଟ୍ ବେଲ୍ଟ ପିନ୍ଧି ନଥିବାବେଳେ ଦୁର୍ଘଟଣା ଘଟିଲେ ଯାତ୍ରୀ ମୃତାହତ ହେବା ଆଶଙ୍କା ଯଥେଷ୍ଟ ଅଧିକ।

Maternity Leave
ଏଣିକି ମ୍ୟାଟରନିଟି ଲିଭ୍‌ ମିଳିବ ଅଧିକ ୬୦ ଦିନ !

ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ମିଳିବ ୨ ମାସ ସ୍ୱତନ୍ତ୍ର ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କ’ଣ..

Forgot your smartphone password? know how to reset at home
ଭୁଲି ଯାଇଛନ୍ତି କି ଫୋନ୍‌ ପାସ୍‌ୱାର୍ଡ ? ଜାଣନ୍ତୁ, ଘରେ ବସି କେମିତି କରିବେ ରିସେଟ୍‌...

ଯଦି ଆପଣ ଫୋନ୍‌ ପାସ୍‌ୱାର୍ଡ, ପିନ୍‌ କିମ୍ବା ପାଟର୍ନ ଭୁଲି ଯାଇଛନ୍ତି, ତା’ହେଲେ ଘରେ ବସି ଏହାକୁ ଅନ୍‌ଲକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଉ ସର୍ଭିସ୍‌ ସେଣ୍ଟର ଯିବାକୁ ପଡ଼ିବନି।

Bengaluru Reeling Under Water
ପ୍ରବଳ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ, ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି

ରାସ୍ତାରେ ଏତେ ପାଣି ଜମିଛି ଯେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁ ସହରରେ ହୋଇଥିବା ଜଳବନ୍ଦୀ ସ୍ଥିତି ଯୋଗୁ ହଜାରେ କୋଟିର କ୍ଷତି ହୋଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।