କାନପୁରରେ ଜଣେ ଇନକମ୍ ଟାକ୍ସ ଅଫିସର ଭିମଲେଶ ଶଙ୍କରଙ୍କ ମୃତ୍ୟୁ ପରେ ପରିବାର ଲୋକେ ୧୮ ମାସ ଶବକୁ ସାଇତି ରଖିଥିଲେ। ସେମାନଙ୍କର ବିଶ୍ୱାସ ଥିଲା ଯେ ଭମିଲେଶ ବଞ୍ଚିଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖି ପ୍ରତିଦିନ ଗଙ୍ଗାଜଳ ଛିଞ୍ଚୁଥିଲେ । ଶେଷରେ ଏହି କଥା ପଦାକୁ ଆସିଲା ଓ ପୋଲିସ ଶବକୁ ଜବତ କରି ଶେଷକୃତ୍ୟ ସମ୍ପନ୍ନ କରିଥିଲା। ହେଲେ ପରିବାର ଲୋକେ କାହିଁକି ଭୀମଲେଶଙ୍କୁ ଜୀବିତ ବୋଲି ଭାବିଥିଲେ ? ପୋଲିସ ତଦନ୍ତରୁ ପ୍ରକୃତ କଥା ଏବେ ପଦାକୁ ଆସିଛି। କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ଦିଲ୍ଲୀରେ ବସି ୟୁରୋପ୍ରେ କାର୍ ଚଳାଇବା କିପରି ସମ୍ଭବ ହେଲା ?
ରାତି ୧୦ଟା ପରେ ମାଇକରେ ଭାଷଣ ଦେଲେନି, ପ୍ରଶାସନର ନିୟମ ଅନୁସାରେ ରାତିରେ ମାଇକ୍ ବଜାଇବା ମନା
ମୁଁ କେବେ ବି କୌଣସି ଆପ୍ ନେତାଙ୍କ ସଂସ୍ପର୍ଶରେ ନଥିଲି । କିମ୍ବା ଏବେ ବି କୌଣସି ଆପ୍ ନେତାଙ୍କ ସଂସ୍ପର୍ଶରେ ନାହିଁ ।’
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୪୮ ହଜାର ୪୦୦ ଟଙ୍କା ରହିଛି ।
5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆଜିଠୁ ଆରମ୍ଭ ହୋଇଛି 5G ସେବା । ଦିଲ୍ଲୀ ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ସେବା ୧୩ଟି ପ୍ରମୁଖ ସହରରେ ଉପଲବ୍ଧ ହେବ।
ଭାରତୀୟ ତୈଳ ମାର୍କେଟିଂ କମ୍ପାନୀ କମର୍ସିଆଲ୍ LPG ସିଲିଣ୍ଡର(LPG Cylinders Price) ଦାମ୍ ହ୍ରାସ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ୨୫ ଟଙ୍କା ୫୦ ପଇସା ହ୍ରାସ ପାଇଛି।
5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।
ନିଜର ମହାନତାକୁ ନେଇ ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ଏଇ ଗସ୍ତ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଗସ୍ତ ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନିଜ ଗାଡିକୁ ଅଟକାଇ ଦେଇଥିଲେ।
ଇତିହାସ ଜ୍ଞାନର ଗନ୍ତାଘର। ଅତୀତର ଅନେକ ଅନାଲୋଚିତ କଥାକୁ ସାମ୍ନାକୁ ଆଣିଛି ଇତିହାସ। ତଥାପି ପ୍ରକୃତି କୋଳରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ସେହି ରହସ୍ୟ ଭିତରୁ ଗୋଟିଏ ଖିଅ ଆମେ ଆପଣଙ୍କ ସାମ୍ନାରେ ରଖିବୁ । ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ୩୧ ହଜାର ବର୍ଷ ତଳର ଏକ ଫଟୋ। ହୁଏତ ପ୍ରଶ୍ନ ଆସିପାରେ, ୩୧ ହଜାର ବର୍ଷ ତଳର ଏହି ଫଟୋ କେମିତି ସାମ୍ନାକୁ ଆସିଲା। ଯେଉଁ ସମୟରେ ମଣିଷର ମସ୍ତିଷ୍କର ବିକାଶ ହୋଇ ନ ଥିଲା, ଯେଉଁ ସମୟରେ ଟେକ୍ନୋଲଜି ନ ଥିଲା ସେ ସମୟର ଫଟୋ ପୁଣି ଏବେ ଭାଇରାଲ ? ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ ?
ଲାଟେଷ୍ଟ୍ ଅପଡେଟ୍ ଅନୁସାରେ, ସରକାର ଦେଶରେ ଆଉ ୬୩ଟି ପର୍ଣ୍ଣ ସାଇଟ୍ ବ୍ୟାନ୍ କରିଛନ୍ତି। ଏହିସବୁ ସାଇଟ୍କୁ ବ୍ଲକ୍ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସିକ୍ୟୁରିଟି ସେବାର ଛବିକୁ ଖରାପ କରୁଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।
ଗୁରୁଙ୍କୁ ଦିନେ ଭଗବାନଙ୍କ ଆସନ ଦିଆଯାଇଥିଲା ସମାଜରେ। ଗୁରୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଛାତ୍ର। ହେଲେ ଆଜି ଗୁରୁ-ଶିଷ୍ୟ ସମ୍ପର୍କରେ ଅନେକ ଦୂରତା। ଏଠି ଗୁରୁଙ୍କୁ ନା ମିଳୁଛି ଛାତ୍ରଙ୍କ ସମ୍ମାନ ନା ଛାତ୍ରଙ୍କୁ ମିଳୁଛି ଗୁରୁଙ୍କ ମାର୍ଗଦର୍ଶନ। ଗୁରୁଶିଷ୍ୟ ସମ୍ପର୍କରେ ଏମିତି ଆଉ ଏକ କଳଙ୍କର ଚିହ୍ନ ଲଗାଇଛନ୍ତି ଝାଡ଼ଖଣ୍ଡର ଜଣେ ଶିକ୍ଷକ।
ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଭାଙ୍ଗିଯାଇ ଦୁଇ ଫାଳ ହୋଇଯାଇଥିଲା ।
ଏମିତି ଜଣେ ସଚ୍ଚୋଟ ତଥା ସ୍ୱାଭିମାନୀ ମହିଳାଙ୍କୁ ହୁଏତ କେହି ଦେଖି ନଥିବେ ।
ଗ୍ଲାମର ଦୁନିଆ ପଛର କଳା ସତ । ମାନସିକ ଅଶାନ୍ତି ପାଇଁ ଜୀବନ ହାରି ଦେଉଛନ୍ତି ଅନେକ କଳାକାର ।
ଏକ କୁନି ଛୁଆକୁ ଧରିଥିବା ମାଆ ପାଖରେ ପହଞ୍ଚିଥିଲେ । ଆଉ ତାର ଦୁଃଖ ବୁଝିଥିଲେ ମୁଖ୍ୟମନ୍ତ୍ରୀ ।
ଏମିତି କିଛି କଳ୍ପନା ବା ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକିଥିଲା, ଯେତେବେଳେ ଜେଡିୟୁ ସହ ଆର୍ଜେଡି ମେଣ୍ଟ କରିଥିଲା ।
ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି ।
ଆଜି ନାମାଙ୍କନ ଦାଖଲ କରିପାରନ୍ତି ଉଭୟ ନେତା । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଆଜି ନାମାଙ୍କନ ଦାଖଲର ଶେଷ ଦିନ ।
ମୋହାଲିରେ ମଞ୍ଚସ୍ଥ ହେଉଥିଲା ରାମ ଲୀଳା । ମଞ୍ଚରେ କଳାକାରଙ୍କ ନିଖୁଣ ଅଭିନୟ, ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ଜଣେ ମହିଳା ଶାରୀରିକ ସମ୍ପର୍କ ରଖିବାକୁ ଅମଙ୍ଗ ଅଛନ୍ତି । ଆଉ ତାଙ୍କ ପୁରୁଷ ବନ୍ଧୁ ବା ସ୍ୱାମୀ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହାକୁ ରେପ୍ ବୋଲି କୁହାଯିବ ।
ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ
ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଛି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ।
ଗର୍ଭପାତ ଆଇନ୍ରେ ହଜବ୍ୟାଣ୍ଡ୍ ସ୍ଥାନରେ ରହିବ ପାର୍ଟନର ।