୮ ମାସରେ ତାଙ୍କର ଅଣ୍ଟାର ମୋଟାପଣ ୧୨ ଇଂଚ ହ୍ରାସ ପାଇଥିଲା।
ରାହୁଲ ଗାନ୍ଧି ଟ୍ୱିଟ୍ ଯୋଗେ ମୋଦିଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ନିର୍ମାଣ କାମ ସରିବ ।
ସଙ୍ଗେ ସଙ୍ଗେ ନିଜ ଜ୍ୟାକେଟ୍ ଖୋଲିଦେଇ ଉକ୍ତ ବ୍ୟକ୍ତିଙ୍କୁ ଘୋଡ଼ାଇଦେଲେ ।
ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କର ସୁରକ୍ଷା ଉଲ୍ଲଂଘନ ହୋଇଥିବା ଅଭିଯୋଗ
ପୂରଣ ହେଲା ମା’ର ଶେଷ ଇଚ୍ଛା ! ଆଇସିୟୁରେ ହେଲା ବାହାଘର । ଝିଅକୁ ବୋହୂ ବେଶରେ ଦେଖିବା ପରେ ଆରପାରିକୁ ଚାଲିଗଲେ ମହିଳା । ଭିଡିଓ ଦେଖି ଭାବୁକ ହେଲେ ଲୋକେ ।
ପୁଣି ଆଉ ଏକ ଷଡ଼ଯନ୍ତ୍ର ପଣ୍ଡ । ସିଧରାରେ ଲୁଚି ରହିଥିବା ତିନି ଆତଙ୍କବାଦୀଙ୍କୁ ନିପାତ କଲା ସେନା ।
ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ବି ପ୍ରବଳ ଶୀତ(Cold wave)
ପ୍ରତି ବର୍ଷ ପରି ଏଥର ମଧ୍ୟ ହ୍ୱାଟ୍ସଆପ୍, ୟୁଜର୍ସଙ୍କୁ ଦେଇଛି ବଡ଼ ଝଟ୍କା ।
ମହିଳା ଜଣଙ୍କ ପୂର୍ବ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିବାରୁ ଏଭଳି କ୍ରୋଧର ଶିକାର ହୋଇଛନ୍ତି ।
ଘର ଲୋକଙ୍କ ଠାରୁ ଲୁଚି ନିରୋଳା ମୁହୂର୍ତ୍ତ ବିତାଇବା ପାଇଁ ଯାଇଥିଲେ । ହେଲେ ସେଠାରେ ଜୀବନ ନେଇଗଲା ପ୍ରେମିକ ।
ଭାରତ ବାୟୋଟେକ୍ ପକ୍ଷରୁ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସ୍ଥିର ରହଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।
ଏହା ଏତେ ଭୟଙ୍କର ଥିଲାଯେ, କର୍ମଚାରୀମାନେ ବାହାରକୁ ଆସିବାର ସୁଯୋଗ ପାଇନଥିଲେ।
ଏହି ରୋଷେଇରେ ପାଖାପାଖି ୧୨ଶହ ସ୍କୁଲ ପିଲା ସହଯୋଗ କରିଥିଲେ।
ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ତୁନିଶାଙ୍କ ମୃତ୍ୟୁ ଲଭ୍ ଜିହାଦ୍ ପାଇଁ ଅଭିଯୋଗ ହୋଇଛି।
ମଦ ପାଇଁ ପୁଅକୁ ହରାଇଥିବା କେନ୍ଦ୍ରମନ୍ତ୍ରୀ ଭାବୁକ ହୋଇ ଅନୁରୋଧ କରିଛନ୍ତି । ନିଜର ଝିଅ କିମ୍ବା ଭଉଣୀର ମଙ୍ଗଳ ଚାହୁଁଥିଲେ କେବେ କୌଣସି ମଦୁଆ ସହ ବାହା ଦିଅନ୍ତୁ ନାହିଁ । ମଦୁଆମାନେ କେବେ କାହାକୁ ଶାନ୍ତିରେ ରଖେଇ ଦେବେନି ।
ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ପ୍ରଳୟ ମିଜାଇଲ୍(Pralay tactical ballistic missiles)
ହତ୍ୟାକାଣ୍ଡର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ।
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପୁଣି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ, ଗହମ ପାଇବେ ଆପଣ...୨୦୨୩ ଡିସେମ୍ବର ଯାଏଁ କାର୍ଯ୍ୟକାରୀ ହେବ ଯୋଜନା
ବ୍ୟାଣ୍ଡବାଜା ଓ ବରଯାତ୍ରୀ ନେଇ କଲେକ୍ଟର ଅଫିସରେ ପହଞ୍ଚିଲେ ୫୦ ଯୁବକ । ମୁଣ୍ଡରେ ପଗଡ଼ି, ମଥାରେ ଚନ୍ଦନ, ବରବେଶ ହୋଇ ଘୋଡ଼ା ପିଠିରେ ବସି ଆସିଥିବା ଏତେ ଯୁବକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅକଲ ଗୁଡ଼ୁମ୍ । ମହାରାଷ୍ଟ୍ରର ସୋଲାପୁରରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଅତି କମରେ ୫୦ ଜଣ ଯୁବକ ବ୍ୟାଣ୍ଡ-ବାଜାଙ୍କ ସହିତ ବିବାହ ପୋଷାକରେ କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମହାରାଷ୍ଟ୍ରର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଥିବା ଅସ୍ୱାଭାବିକ ଅନୁପାତକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ଶୋଭାଯାତ୍ରା କରାଯାଇଥିବା କୁହାଯାଉଛି ।
ସେଜାନ୍ ଖାନଙ୍କ ବିରୋଧରେ ତୁନିଶାଙ୍କ ମା’ ଆଣିଲେ ଗମ୍ଭୀର ଅଭିଯୋଗ ।
ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ଜଣେ ବ୍ୟକ୍ତି ହୃଦ୍ଘାତରେ ପୀଡିତ ହୋଇ ଯନ୍ତ୍ରଣା ଭୋଗିବାକୁ ଲାଗିଲେ। ସେହି ବ୍ୟକ୍ତିଙ୍କ ଏଭଳି ଅବସ୍ଥା ଦେଖି CISF ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଆସି ତାଙ୍କୁ CPR ଦେଇ ତାଙ୍କ ଜୀବନ ବଞ୍ଚାଇ ଦେଲେ।