ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଏବେ ଲୋକଙ୍କୁ ସଚେତନ କରିଛନ୍ତି । ହେଲ୍ମେଟ୍ ବାଣ୍ଟିବା ସହ ଟ୍ରାଫିକ୍ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ।