ଶେଷ ହୋଇଛି ‘ଭାରତ ଯୋଡୋ’ ଯାତ୍ରା। ୧୩୫ ଦିନ ବ୍ୟାପୀ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ ହଜାର କିଲୋମିଟର ଅତିକ୍ରାନ୍ତ କରିବା ପରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରର ଶ୍ରୀନଗରରେ ଶେଷ ହୋଇଛି। ଏହି ଅବସରରେ ଦେଖିବାକୁ ମିଳିଛି ବରଫରେ ରାହୁଲ-ପ୍ରିୟଙ୍କାଙ୍କ ଝଗଡା।
ଆଶାରାମ ବାପୁଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ମହିଳା ଅନୁଗାମୀ ।
ଗ୍ୟାଙ୍ଗ୍ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।
କୁକୁର ଧରାଇଦେଲା ପ୍ରକୃତ ଦୋଷୀ । ଆଉ ଦୋଷୀକୁ ଧରିବା ପରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ ।
ଫିଲ୍ମ ଦେଖିବାର ନିଶା କଥା କହିଲେ ଆପଣ ଜମା ଆଶ୍ଚର୍ଯ୍ୟ ହେବେନି। କାରଣ ଏମିତି ନିଶାରେ ପଡ଼ିବା ଆଜିକାଲିର ଯୁବପିଢ଼ି ମାହିର୍। କିନ୍ତୁ ଜଣେ ଆଉ ଜଣଙ୍କୁ ଫିଲ୍ମ ଦେଖେଇବାର ନିଶା କଥା କହିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।
ରାମ ଦୋଳି ଖେଳୁଥିବା ବେଳେ ପଶିଗଲା ଚୁଟି, ମୁଣ୍ଡରୁ ଚମଡ଼ା ଉତୁରିଗଲା। ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସହ ଏହି ଅଭାବନୀୟ ଘଟଣା ଘଟିଛି।
ପୋଲିସ୍ ନକ୍ସଲ ଗତିବିଧି ଉପରେ ନଜର ରଖିବା ଆଳରେ ଗାଁରେ ଡ୍ରୋନ୍ ଉଡାଉଛନ୍ତି। ଗାଁର ମହିଳାମାନେ ନଦୀ ଓ ପୋଖରୀରେ ଗାଧୋଇବା ବେଳର ଦୃଶ୍ୟ ଡ୍ରୋନ୍ କ୍ୟାମରାରାରୁ କଏଦ କରାଯାଉଥିବା ଅଭିଯୋଗ ହୋଇଛି।
ନୂଆ ଜୀବନ ଦେଲା ମୂଷା । ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲେ ୫ ଜଣ । କ’ଣ ଥିଲା ପୂରା ଘଟଣା ?
ମୁମ୍ବାଇରେ ମାରାତ୍ମକ ରୋଗ ସହ ଦୀର୍ଘ ଦିନର ଲଢେଇ ପରେ ରାଖୀ ସାୱନ୍ତଙ୍କ ମା’ ଶନିବାର ସନ୍ଧ୍ୟାରେ ଏ ଦୁନିଆରୁ ବିଦାୟ ନେଇଛନ୍ତି। ରାଖୀ ଶେଷ ମୁହୂର୍ତ୍ତରେ ତାଙ୍କ ମା’ଙ୍କ ସହ ଥିଲେ। ମା’ଙ୍କ ମୃତ୍ୟୁରେ ରାଖୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
ଛି ! ଛି ! ପୁଅ ପାଇଁ ଯାହାକୁ ବାଛିଥିଲେ । ଘରର ଲକ୍ଷ୍ମୀ କରି ଯାହାକୁ ଆଣିଥିଲେ । ଉପହାର ଦେଇ ଯାହାକୁ ଦୁହିତା ଭାବେ ଗ୍ରହଣ କରିଥିଲେ । ଶେଷରେ ତାକୁ ମନ୍ଦିରରେ ବିବାହ କରି ପତ୍ନୀର ମାନ୍ୟତା ଦେଇଛନ୍ତି ଜଣେ 70 ବର୍ଷୀୟ ବୃଦ୍ଧ ।
ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି ? ୨୦୧୪ରୁ ବଢ଼ିନି ଆୟକର ସୀମା ।
ଅଭ୍ୟାସ ସମୟରେ ମଝି ଆକାଶରେ ସୁୁଖୋଇ-ମିରାଜ ଧକ୍କା ଆଶଙ୍କା । ମିରାଜ୍ ପାଇଲଟ୍ ୱିଙ୍ଗ୍ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ପ୍ରାଣହାନୀ ।
ଲଦାଖକୁ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି ।
ଖୁବଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ
ବାଲ୍ୟ ବିବାହ ଓ ଅଳ୍ପ ବୟସରୁ ମାତୃତ୍ୱ ଲାଭ ପ୍ରଥା ରୋକିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।
ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି
ପ୍ରେମିକା ଯେବେଠୁ ମୁହଁମୋଡ଼ି ଚାଲିଗଲାଣି ସେବେଠୁ ଡାକ୍ତରବାବୁ ଚିନ୍ତାରେ ବୁଡ଼ି ରହୁଥିଲେ। କିଛି ସହଯୋଗୀଙ୍କ ପରାମର୍ଶ କ୍ରମେ କିଛି ଦିନ ପାଇଁ ଡିପ୍ରେସନ ଟ୍ରିଟ୍ମେଣ୍ଟ ମଧ୍ୟ ନେଇଥିଲେ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୮୦୦ ଟଙ୍କା ରହିଛି ।
ହସ୍ପିଟାଲ୍ରେ ଭୟାବହ ଅଗ୍ନିକାଣ୍ଡ। ଶ୍ୱାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।
ଭାରତୀୟ ବାୟୁସେନାର ୨ଟି ବିମାନ କ୍ରାସ୍ ହୋଇଛି। ମଧ୍ୟପ୍ରଦେଶରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ୍-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
କେତେବେଳେ କାର୍କୁ ରାସ୍ତାରେ ମଝିରେ ଆଣି ଚଲାଉଛନ୍ତି ତ ଆଉ କେତେବେଳେ କାର୍କୁ ହଠାତ୍ ସାଇଡ୍କୁ ନେଇ ଚଲାଉଛନ୍ତି। କଲେଜ ଛାତ୍ରଙ୍କ ଏଭଳି ବେପରୁଆ ଗାଡ଼ି ଚାଳନାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ପାଠ ପଢୁଥିବା ପିଲା ଶିକ୍ଷା ଋଣରେ ସୁଧ ରିହାତି ଚାହୁଁଥିବା ବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ସୀତାରମଣ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧି ବସିଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ ।
ପସନ୍ଦ, ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ଯେଉଁଟା ଅପସନ୍ଦ ବିଷୟ, ତା ପ୍ରତି ବି ଯଥେଷ୍ଟ ଧ୍ୟାନ ଦିଅ ।
ଟଙ୍କା କେଇଟା ପାଇଁ ଚାଲିଗଲା ଜୀବନ ।
ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ପ୍ରମାଣ ନଷ୍ଟ ପାଇଁ ପୁଅର ମୃତଦେହକୁ ଫାର୍ମ ହାଉସ୍କୁ ନେଇ ସେଠାରେ ପୋତି ଦେଇଥିଲା।