ଆଗାମୀ ଦିନରେ କେନ୍ଦ୍ର ସରକାରୀ କର୍ମଚାରୀ(Central Government Employees)ଙ୍କୁ ପୁଣି ଏକ ବଡ଼ ଉପହାର ଦେଇପାରନ୍ତି ସରକାର। ଏହାଦ୍ୱାରା ସେମାନଙ୍କର ଦରମା ମଧ୍ୟ ବଢ଼ିପାରେ।