ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ବୁଲା କୁକୁରର ଶିକାର ହୋଇଛନ୍ତି କୁନି ଛୁଆ ।
କିଛି ଲୋକ ଜୀବନ ବିକଳରେ କାଚ ଭାଙ୍ଗି ସିଧା ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।
ଲାଲ୍ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ...
ମିଶନର ସଫଳତା କାମନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନା
ପ୍ରତିଦିନର ନିର୍ଯାତନାକୁ ସହିପାରିଲେନି ତେଜସ୍ । ଶେଷରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ।
ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ ମୃତ୍ୟୁର କାରଣକୁ ନେଇ ଲାଗି ରହିଛି ସସ୍ପେନ୍ସ । କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ଦମ୍ପତି ? ମା’ ହୋଇ କିପରି ତାଙ୍କର ଦୁଇ ପୁଅଙ୍କୁ ଦେଇଦେଲେ ବିଷ ?
କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।
ଚାପୁଡ଼ା ମାରି ବିଧାୟକଙ୍କ ଗାଲ ନାଲି କରିଦେଲେ ମହିଳା । ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଯାଇଥିଲେ..ଅପମାନିତ ହୋଇ ଫେରିଲେ ।
ଟମାଟୋ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଖଣ୍ତଯୁଦ୍ଧ । ବିନା ପଚାରି ଟମୋଟା ବ୍ୟବହାର କରିବାରୁ ଚିହିଁକି ଉଠିଲେ ସ୍ତ୍ରୀ । ଶେଷରେ ଘର ଛାଡ଼ି ପଳାଇଲେ ।
ପାପ ପ୍ରଣୟ ପାଇଁ ପିଶାଚୀ ପାଲଟିଗଲା ମା’ । ସତରେ ମା’ କ’ଣ ଏତେ ନିର୍ଦ୍ଦୟ ହୋଇପାରେ । ନିଜ ଜନ୍ମକଲା ପିଲାକୁ ନିଜ ହାତରେ ମାରିପାରେ ।
ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତୀ ଉଦ୍ଯାପନୀ ଉତ୍ସବରେ ଯୋଗଦେବେ ।
PM Modi France Visit : ୨ଦିନିଆ ଗସ୍ତବେଳେ ଫୋକସରେ ରହିବ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଡିଲ୍ । ଫ୍ରାନ୍ସ ଜାତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଇଷ୍ଟ ଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀ ମଧ୍ୟରେ ଯାତାୟତ ପ୍ରଭାବିତ । ପଞ୍ଜାବରେ ପାଣିଘେରରେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାର କଲା ବିଏସଏଫ୍ ।
ବର୍ଷା ଓ ବନ୍ୟା ଯୋଗୁଁ ଉତ୍ତରାଖଣ୍ଡରେ ବି ସଙ୍ଗୀନ ହୋଇଛି ସ୍ଥିତି।
ଖାଲି ଏହି ଗୋଟିଏ ଜାଗା ନୁହେଁ, ହିମାଚଳ ପ୍ରଦେଶରେ ଅନେକ ସ୍ଥାନରେ ଏଭଳି ସ୍ଥିତି। ଜାଗା ଜାଗାରେ ଭୂସ୍ଖଳନ ସହ ନଦୀ ନାଳ ଉପରେ ଥିବା ପୋଲ ଏବଂ ରାସ୍ତା ଧୋଇଯିବା ଯୋଗୁଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ। ନା ଆଗକୁ ଯାଇ ହେଉଛି, ନା ପଛକୁ ଫେରି ପାରୁଛନ୍ତି।
ବର୍ଷା ପାଇଁ ଝିଅ ଘରକୁ ଯିବା ସମ୍ଭବପର ନଥିଲା ...ଏଥିପାଇଁ ବିକଳ୍ପ ନିଷ୍ପତ୍ତି ବାହାର କଲେ ପରିବାର ଲୋକ..
ମଙ୍ଗଳବାର ଆଉ ୨୧ ଜଣଙ୍କ ମୃତ୍ୟୁକୁ ମିଶାଇ ସଂଖ୍ୟା ୯୧କୁ ବୃଦ୍ଧି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ସ୍ଥିତି ।
ସିନେମା ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇ ହଲରେ ମିଳୁଥିବା ଖାଦ୍ୟ ଉପରେ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ଜିଏସଟି ହ୍ରାସ କରାଯାଇଛି ।
ଗୁଳି ଫୁଟିବନି କି ଶବ୍ଦ ହେବନି..ଅଚଳ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍ । ବହୁ ଦୂରରୁ ଅକାମୀ କରିଦେବ ଜାମର୍ ।
ଗୁଳି ଫୁଟିବନି କି ଶବ୍ଦ ସୃଷ୍ଟି ହେବନି, କିନ୍ତୁ ଏହାରି ପ୍ରଭାବରେ ଆକାଶ ମାର୍ଗରୁ ଶତ୍ରୁ ପକ୍ଷ ଡ୍ରୋନକୁ ଅନାୟାସରେ ତଳକୁ ଖସାଇ ଦିଆଯାଇ ପାରିବ ।
୪ ଦିନ ପରେ ହିମାଚଳର କିଛି ସ୍ଥାନରେ ବର୍ଷା ସାମାନ୍ୟ କମିଥିଲେ ବି ଭୂସ୍ଖଳନ ଯୋଗୁ ଠପ୍ ହୋଇଯାଇଛି ଜୀବନଯାତ୍ରା । ସିକ୍ସ ମାଇଲ ମାର୍କ ନିକଟରେ ଅବରୋଧ ହୋଇଛି ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ । ରାଜ୍ୟର ମଣ୍ଡି ଅଂଚଳରେ ବି ସମାନ ଦୁର୍ଦ୍ଦଶା ।
ରକ୍ତଜୁଡୁବୁଡ଼ୁ ଅବସ୍ଥାରେ ସଂପୃକ୍ତ ସଂସ୍ଥାର କର୍ମଚାରୀ ମାନେ ଏମଡି ଫନିନ୍ଦ୍ର ସୁବ୍ରମଣ୍ୟମ ଏବଂ ସିଇଓ ବିନୁ କୁମାରଙ୍କୁ ଉଦ୍ଧାର କରି ମେଡିକାଲ ନେଉଥିଲେ । କିନ୍ତୁ ମେଡିକାଲ ଯିବା ବାଟରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ସୂଚନା ମିଳିଛି ।
ବଜାରରେ ଉପଲବ୍ଧ ହେଲାଣି ମ୍ୟାଜିକ୍ ଚାଉଳ । ଆପଣ ଚାଉଳକୁ ନେଇ ଅନେକ କଥା ଜାଣିଥିବେ । ବିଭିନ୍ନ ପ୍ରକାର ଚାଉଳରୁ ପ୍ରସ୍ତୁତ ହେଉଥିବା ଭାତ ମଧ୍ୟ ଖାଉଥିବେ ।
ପ୍ରାୟ ସମସ୍ତେ ଜାଣନ୍ତି ଜଣେ ୟୁଟ୍ୟୁବର ମାସକୁ ଲକ୍ଷ ଲକ୍ଷ ଟଙ୍କା ଇନ୍କମ୍ କରନ୍ତି । ଖାଲି ସେତିକି ନୁହେଁ, ନିଜର କଳା ଓ ପ୍ରତିଭା ଦ୍ୱାରା ଜଣେ ବ୍ୟକ୍ତି ଦେଶ-ଦୁନିଆରେ ପରିଚିତ ମଧ୍ୟ ହୋଇଥା’ନ୍ତି ।
ସେ ଦେବକୀ ନୁହଁନ୍ତି..କିନ୍ତୁ ଯଶୋଦାଙ୍କ ପରି ବଡ଼ ତାଙ୍କ ହୃଦୟ । କାନ୍ଦୁଥିବା କୁନି ପୁଅକୁ ଦେଖି ରହି ପାରିଲେନି । ପରୀକ୍ଷା ଦେବାକୁ ଆସିଥିବା ମା’କୁ ସାହାଯ୍ୟ କରିବା ପାଇଁ ପିଲାକୁ କୋଳେଇ ନେଲେ।