• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Solar Mission Aditya L1

Aditya L-1
ସୂର୍ଯ୍ୟ ମିଶନକୁ ନେଇ ଆସିଲା ବଡ଼ ଅପଡେଟ୍, ଜାନୁଆରୀ ୬ରେ L-1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ

ଇସ୍ରୋ ମୁଖ୍ୟ ଆହୁରି କହିଛନ୍ତି, ଯେତେବେଳେ ଆଦିତ୍ୟ L1 ସୂର୍ଯ୍ୟଙ୍କ ନିକଟତମ L-1 ପଏଣ୍ଟରେ ପହଞ୍ଚିବ, ସେତେବେଳେ ଆମକୁ ପୁଣି ଥରେ ଇଞ୍ଜିନ ଫାୟର କରିବାକୁ ପଡ଼ିବ। ଯାହାଫଳରେ ଏହା ଯେପରି ଏହି ପଏଣ୍ଟଠାରୁ ଆଗକୁ ନ ଯାଏ ।

Aditya L1 encountered a solar storm for the first time
ସୂର୍ଯ୍ୟ ମିଶନରେ ଥିବା ଆଦିତ୍ୟ L1 ପ୍ରଥମ ଥର ପାଇଁ ସୌର ଝଡ଼ର ସାମ୍ନା କଲା

ପ୍ରଥମ ଥର ପାଇଁ ସୌର ଝଡ଼ର ସାମ୍ନା କଲା ଆଦିତ୍ୟ L1। ୧୦ ଘଣ୍ଟା ଧରି ତୀବ୍ରତା ମାପିଲା ହିଲିୟସ ପେ-ଲୋଡ୍। ସୂର୍ଯ୍ୟ ରହସ୍ୟ ଭେଦିବାକୁ ସେପ୍ଟେମ୍ବର ୨ରେ ହୋଇଛି ଲଞ୍ଚ୍‌।

ADITYA-L1
ଆଗେଇ ଚାଲିଛି ଭାରତର ସୂର୍ଯ୍ୟ ମିଶନ,ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରିବାରେ ସଫଳ ହେଲା ଆଦିତ୍ୟ-L1

ଏଣିକି ଏହା ଉପରେ ପୃଥିବୀର ଚୁମ୍ବକୀୟ ଶକ୍ତି ପ୍ରଭାବ ପଡ଼ିବ ନାହିଁ..ପୃଥିବୀଠୁ ୯ ଲକ୍ଷ ୨୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ

India Solar Mission
ସୂର୍ଯ୍ୟ ମିଶନକୁ ଆଉ ପାଦେ : ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ L-1

ଇସ୍ରୋ ପକ୍ଷରୁ ସୋସିଆଲ୍ ମିଡିଆ ସାଇଟ୍ X ଜରିଆରେ ସୂଚନା ..ଗତକାଲି ମଧ୍ୟରାତ୍ରିରେ ସଫଳତାର ସହ ପରିକ୍ରମା ସରିଲା ..

 Aditya L1’s second orbit ranging successfully done
ସୂର୍ଯ୍ୟ ଆଡ଼କୁ ଆଉ ପାଦେ ବଢ଼ିଲା ଆଦିତ୍ୟ L1

ପୃଥିବୀର ଦ୍ୱିତୀୟ କକ୍ଷ ପଥକୁ ପରିବର୍ତ୍ତନ ଅର୍ଥାତ ଦ୍ୱିତୀୟ ଅର୍ବିଟ୍ ରେଜିଂ ସଫଳତାର ସହିତ ମିଶନ୍ ଆଦିତ୍ୟ ସମ୍ପୂର୍ଣ୍ଣ କରିଛି। ଏହାପରେ ତୃତୀୟ ଅର୍ବିଟ ରେଜିଂ ଆସନ୍ତା ୧୦ ତାରିଖରେ ହେବ। 

Chandrayaan-3
ଜହ୍ନରେ ଆସୁଛି ରାତି, ନିଦରେ ଶୋଇଲା ପ୍ରଜ୍ଞାନ

ଚନ୍ଦ୍ରରେ ଶୋଇଛି ପ୍ରଜ୍ଞାନ, ଏଣେ ସୂର୍ଯ୍ୟ ଆଡ଼କୁ ଆଗେଇ ଚାଲିଛି ଆଦିତ୍ୟ-L1। ଇସ୍ରୋ ଚନ୍ଦ୍ରୟାନ-୩ର ରୋଭର୍ ପ୍ରଜ୍ଞାନକୁ ସ୍ଲିପ ମୋଡରେ ରଖିଥିବା ବେଳେ, ଆଜି ଆଦିତ୍ୟ-L1ର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ।

Aditya L1
ମହାକାଶରେ ଭାରତର ପ୍ରଥମ ସୂର୍ଯ୍ୟ ମିଶନ୍ ଆଦିତ୍ୟ L1,ଆଜି ହେବ ପ୍ରଥମ ଅର୍ବିଟ୍ ରେଜିଂ

ଆଜି ଦିନ ୧୧ଟା ୪୫ରେ ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିବ । ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି କକ୍ଷ ପ୍ରସାରିତ କରିବ ।

Aditya-L1
ଆରମ୍ଭ ହେଲା ସୂର୍ଯ୍ୟକୁ ଭାରତର ଯାତ୍ରା, ୧୫ ଲକ୍ଷ କି.ମି. ଦୂର L-1 ପଏଣ୍ଟ ଯିବାକୁ ଲାଗିବ ୧୨୫ ଦିନ

ଆରମ୍ଭ ହେଲା 'ମିଶନ୍ ଆଦିତ୍ୟ'ର ୪ ମାସିଆ ଯାତ୍ରା। ଆଜି ମଧ୍ୟାହ୍ନରେ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1ର ହୋଇଛି ସଫଳ ଉତକ୍ଷେପଣ। ଏହା ଏବେ ନିର୍ଦ୍ଧାରିତ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଥିବା ବେଳେ, ଆସନ୍ତାକାଲି ହେବ ପ୍ରଥମ ଅର୍ବିଟ୍ ରେଜିଂ ମାନ୍ୟୁଭର୍। ୧୨୫ ଦିନରେ ୧୫ ଲକ୍ଷ କିଲୋମିଟର ଯାତ୍ରା କରି, L1 ପଏଣ୍ଟରେ ଅବସ୍ଥାପିତ ହେବ ଭାରତର ଏହି ପ୍ରଥମ ସୋଲାର୍ ସ୍ପେଶ୍ ଅବଜର୍ଭେଟୋରି।...

ISRO first solar mission Aditya L1 launched
ସୂର୍ଯ୍ୟ ମୁହାଁ ଆଦିତ୍ୟ L1

ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍‌କ୍ଷେପଣ। ‘ଆଦିତ୍ୟ L1’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଲାଗିବ ୪ ମାସ ସମୟ...

Solar Mission Aditya-L1
ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି

ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି । ଲଞ୍ଚ୍ ପ୍ୟାଡ୍ ରେ ତୟାର ବିଶାଳ PSLV ରକେଟ୍..

Solar Mission Aditya-L1
ଲଞ୍ଚପ୍ୟାଡରେ ତୟାର୍ PSLV-C57; ଉତକ୍ଷେପଣ ପାଇଁ ସଜବାଜ ISRO

ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ୍ ଆଦିତ୍ୟ ପାଇଁ ଚୂଡ଼ାନ୍ତ ମହାପ୍ରସ୍ତୁତି । ଲଞ୍ଚପ୍ୟାଡରେ ତୟାର୍ PSLV-C57 ।

India’s first Solar mission
ଚନ୍ଦ୍ର ପରେ ଏବେ ମିଶନ ସୂର୍ଯ୍ୟ; ଇସ୍ରୋ ଲଞ୍ଚ କରିବ ଆଦିତ୍ୟ-L1

ଆଦିତ୍ୟ-L1 ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ଜାଣିହେବ । ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି ।