• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mobile App

ଡିଜିଟାଲ ଓଭରଲୋଡ
Digital Overload Effects on Mental Health: ମାନସିକ ସ୍ୱାସ୍ଥ୍ୟ ଉପରେ ସାଂଘାତିକ ପ୍ରଭାବ ପକାଉଛି ‘ଲକ୍ଷ୍ୟହୀନ ମୋବାଇଲ୍ ସ୍କ୍ରୋଲିଂ’ !

ପ୍ରଯୁକ୍ତିବିଦ୍ୟା ଆପଣଙ୍କର ସେବା କରିବା ଉଚିତ, ଆପଣଙ୍କୁ ଉପରେ ଶାସନ ଚଳେଇବା ନୁହେଁ। ଯେଉଁ ମୁହୂର୍ତ୍ତରେ ଆପଣ ଆପଣଙ୍କ ସ୍କ୍ରିନ୍‌ର ଦାସ ହୋଇଯାଇଛନ୍ତି ବୋଲି ଅନୁଭବ କରିବେ, ସେତେବେଳେ ଜାଣିନିଅନ୍ତୁ ଯେ ପୁନର୍ବାର ଆପଣଙ୍କୁ ନିଜର ଏକାଗ୍ରତା ଓ ଶାନ୍ତି ଖୋଜିବାର ସମୟ ଆସିଯାଇଛି।

New Aadhaar App
Aadhaar App: ଆଉ ଦରକାର ହେବନି ଆଧାରକାର୍ଡ; QR କୋଡ୍ ସ୍କାନ କରିବା ମାତ୍ରେ ହେବ ସବୁ କାମ...

ୟୁପିଆଇ ଭଳି କ୍ୟୁ ଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହେବ ସବୁ କାମ। ମୋବାଇଲ ଆପରେ ଫେସ୍ ଆଇଡି ଅଥଣ୍ଟିକେସନ୍ ସହ ସବୁ ତଥ୍ୟ ସୁରକ୍ଷିତ ଭାବେ ଜାଣିପାରିବେ। କେନ୍ଦ୍ର ସରକାର ଏକ ନୂଆ ଆଧାର ଆପ୍ ଆଣିଛନ୍ତି। 

ଆଧୁନିକ ମହାମାରୀ
Brain Rot Modern Mental Health Crisis: ବ୍ରେନ୍ ରଟ୍ : ଆଧୁନିକ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ମୂଳରେ ରହିଛି ଡୁମସ୍କ୍ରୋଲିଙ୍ଗ

ବ୍ରେନ୍ ରଟ୍ କ'ଣ ? ଡୁମସ୍କ୍ରୋଲିଙ୍ଗ କ'ଣ ? ଏଥିରେ ଆପଣ ଆକ୍ରାନ୍ତ କି ? ଏଥିରୁ ଆପଣ ବାହାରିବେ କିପରି ? ଆଦି ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।

ବିପଦରେ ଶୈଶବ
Online Gaming: ପିଲା ଆଉ ଖେଳପଡ଼ିଆ ଯାଉନାହାଁନ୍ତି...ଟାଣି ନେଉଛି ଅନ୍‌ଲାଇନ୍ ଗେମ୍

ରୋବଲକ୍ସ ବିଶ୍ୱର ସବୁଠାରୁ ବଡ଼ ଗେମିଂ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ । ଯେଉଁଥିରେ ଦୈନିକ ୮୦ ପ୍ରତିଶତ ସକ୍ରିୟ ୟୁଜର ଅନଲାଇନ ଗେମ ଖେଳନ୍ତି । ଏଥିରେ ୪୦ ପ୍ରତିଶତ ୟୁଜରଙ୍କ ବୟସ ୧୩ ବର୍ଷରୁ କମ । ଏହି ପ୍ଲାଟଫର୍ମରେ ଅନୁଚିତ କଣ୍ଟେଣ୍ଟ, ଗାଳିଗୁଲଜ ହେଉଥିବା ପରି ଅନେକ ଅଭିଯୋଗ ହେଉଛି । ଆଉ ନିଜର ଅଜାଣତରେ କୁନି କୁନି ପିଲାମାନେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ଆରମ୍ଭ କରୁଛନ୍ତି । ଦିନକୁ ଦିନ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଉଛି ।

you can find lost mobile with imei number in india
Technology: ଆଉ ମୋବାଇଲ୍ ଚୋରିର ଚିନ୍ତା ନାହିଁ; ଏହି ଆପ୍‌ରୁ ମିଳିଯିବ ହଜିଲା ଫୋନ୍

ଯଦି କୌଣସି କାରଣରୁ ମୋବାଇଲ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ଏହା ଏକ ବଡ ସମସ୍ୟା ହୋଇଯାଏ। ବ୍ୟକ୍ତି ଜଣକ ଚିନ୍ତାରେ ପଡିଯାଏ। ଏବେ IMEI ସହାୟତାରେ, ଏକ ଚୋରି ହୋଇଥିବା ଫୋନକୁ ମଧ୍ୟ ଖୋଜି ବାହାର କରାଯାଇପାରିବ ଏବଂ ଆପଣଙ୍କ ପାଖରେ ଥିବା ଫୋନଟି ଅସଲି କି ନକଲି ତାହା ମଧ୍ୟ ଜାଣିହେବ।

How to know your phone is original or fake
Technology: ଆପଣ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ କିଣୁଛନ୍ତି କି… ଜାଣନ୍ତୁ ଏହା ଚୋରି ମୋବାଇଲ୍ ନୁହେଁ ତ…

ଦେଶରେ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ ବିକ୍ରି ବୃଦ୍ଧି ପାଉଛି। ଲୋକମାନେ ବିନା ସଂକୋଚରେ ଆରାମରେ ସେକେଣ୍ଡ ହ୍ୟାଣ୍ଡ୍‌ ଫୋନ୍ କିଣୁଛନ୍ତି। ତେବେ ଆପଣ ଯଦି ସେକେଣ୍ଡ ହ୍ୟାଣ୍ଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହା ନକଲି କିମ୍ବା ଚୋରି ହୋଇଥିବାର ମଧ୍ୟ ସମ୍ଭାବନା ଥାଏ।

Union Budget Mobile App
ବଜେଟ୍ ୨୦୨୪: ଏହି ମୋବାଇଲ ଆପରେ ମିଳିବ ଟିକିନିକି ତଥ୍ୟ

ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସରକାରୀ ଆପ୍ । ସଂସଦର ସଦସ୍ୟ ତଥା ସାଧାରଣ ଜନତାଙ୍କ ପାଇଁ ଏହି ଆପ୍ ବିକଶିତ କରାଯାଇଛି।

mobile app
ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍‌ ? ରଖନ୍ତୁ ଏହି ୪ ଆପ୍‌, ମିଳିବ ଅନେକ ଫାଇଦା

ଆପଣ ଜାଣନ୍ତି କି ? ଏମିତି ୪ଟି ଆପ୍‌ ରହିଛି ଯାହା ଆପଣ ଆପଣଙ୍କ ଫୋନ୍‌ରେ ରଖିବା ନିହାତି ଜରୁରୀ । କାରଣ ଏହି ଆପ୍‌ ଗୁଡ଼ିକ ଦ୍ୱାରା ଆପଣ ଅନେକ ସୁବିଧା ପାଇପାରିବେ ।

center ban 14 mobile messaging app
୧୪ ମୋବାଇଲ ଆପ୍ ବ୍ୟାନ କଲେ କେନ୍ଦ୍ର ସରକାର

ଜାତୀୟ ସୁରକ୍ଷା ଆଇନକୁ ଅନୁକରଣ ନ କରି ଭାରତୀୟ ଆଇନ ବିରୋଧରେ ଯାଇ ଏସବୁ ଆପ କାମ କରୁଥିଲା । ପୂର୍ବରୁ ଟିକଟିକ୍ ସମେତ ୧୩୮ଟି ମୋବାଇଲ ମେସିଜିଂ ଆପକୁ କେନ୍ଦ୍ର ସରକାର ବ୍ୟାନ କରି ସାରିଛନ୍ତି। 

IPL Betting Through Mobile App In Malkangiri, 4 Arrested
ମାଲକାନଗିରିରେ ଡିଜିଟାଲ୍ ଜୁଆ

ଆଦିବାସୀ ଇଲାକାରେ ଡିଜିଟାଲ୍ ଜୁଆ। ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ।