ପ୍ରଥମେ ବୟଫ୍ରେଣ୍ଡ୍କୁ ଡାକି କୋର୍ଟରେ ବାହା ହେଲେ, ଏହାପରେ ଉଭୟ ହୋଟେଲ୍ ଗଲେ। ହେଲେ ସେଠାରେ କୌଣସି କଥାକୁ ନେଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ଏତେ ବାଟ ଚାଲିଗଲା ଯେ, ଯୁବତୀ ଜଣକ ଛୁରୀରେ ବୟଫ୍ରେଣ୍ଡ୍ର ପ୍ରାଇଭେଟ୍ ପାର୍ଟ କାଟି ଦେଇଥିବା ଅଭିଯୋଗ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୮୦ ଟଙ୍କା ହୋଇଛି।
ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ୱାଙ୍ଗମୟୀ। ଗତକାଲି ବେଙ୍ଗାଲୁରୁ ସ୍ଥିତ ନିର୍ମଳାଙ୍କ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।
ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ ।
ପୋଲ ଉପରେ ଯିବା ବେଳେ ନାବାଳକ ଜଣକ ଦୁଇ ପିଲର ମଧ୍ୟରେ ଖସିପଡିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୨୨୦ ଟଙ୍କା ହୋଇଛି।
ବିହାର ରୋହତାସରେ ଗୋଟିଏ ବ୍ରିଜର ଦୁଇଟି ପିଲର୍ ମଧ୍ୟରେ ଫସି ରହିଛି ୧୧ ବର୍ଷର ପିଲା, ଉଦ୍ଧାର କାମ ଜାରି ରହିଥିବା ବେଳେ ସେପଟେ ଆଉ ଏକ ଦୁର୍ଘଟଣାରେ ମଧ୍ୟପ୍ରଦେଶରେ ୩ ବର୍ଷର ଶିଶୁକୁ ଏପର୍ଯ୍ୟନ୍ତ ବୋରୱେଲରୁ ବାହାର କରାଯାଇପାରିନି ...
ଲିଭ୍-ଇନ୍ ପାର୍ଟନରକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା ପ୍ରେମିକ। ଏତିକିରେ ମନ ଶାନ୍ତ ହେଲାନି ଯେ, ମୃତଦେହ ଖଣ୍ଡକୁ ପ୍ରେସର୍କୁକର୍ରେ ପକାଇ ଶିଝାଇଲା। ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ମର୍ଡର କେସ୍ ଭଳି ଏକ ଘଟଣା ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି।
୩୦ ବର୍ଷ ଧରି ଦୂରଦର୍ଶନରେ କରିଥିଲେ କାମ । ୪ଥର ଶ୍ରେଷ୍ଠ ନ୍ୟୁଜ ଆଙ୍କର ପୁରସ୍କାର ପାଇଥିଲେ ଗୀତାଞ୍ଜଳି ।
ଯେତେ ଶବ ସେତେ କାହାଣୀ । ବଖାଣିବାବେଳେ କୋହ ଲୁଚୁନି । ଏଠି ଘର କାନ୍ଥରୁ ଲିଭିନି ସଙ୍କେତ ଶୁଭ ପରିଣୟର । ତେଣେ ନିମିଷକରେ ପୋଛି ହୋଇଯାଇଛି ପତ୍ନୀ ସିନ୍ଥିରୁ ସିନ୍ଦୁର ।
ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପରେ ପରେ ବିହାରର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ଉଭୟଙ୍କ ଅଭିଯୋଗ, ଦୁର୍ଘଟଣା ପରଠୁ ତାଙ୍କର ଅନେକ ଲୋକ ନିଖୋଜ । ମମତାଙ୍କ ଅଭିଯୋଗ ଏବେବି ପଶ୍ଚିମ ବଙ୍ଗର ୩୧ ଜଣ ଲୋକଙ୍କ କୌଣସି ଖୋଜଖବର ନାହିଁ । ନା ଆହତଙ୍କ ମଧ୍ୟରେ ଚିକିତ୍ସିତ ହେଉଛନ୍ତି ନା ମୃତଦେହ ମଧ୍ୟରେ ଚିହ୍ନଟ ହୋଇଛନ୍ତି।
ସାଂପ୍ରଦାୟିକ ନିଆଁରେ ବଳି ପଡ଼ିଲେ ୩ ନିରୀହ ...ହସ୍ପିଟାଲ ଯାଉଥିବା ବେଳେ ଜୀଅନ୍ତା ଜାଳିଦେଲେ
କରମଣ୍ଡଳ କୋଳରେ କାଳ ଛକି ବସିଥିଲା। ହେଲେ ତା ପଞ୍ଛାରୁ ଭାଗ୍ୟ କିନ୍ତୁ ଛଡ଼େଇ ଆଣିଲା। କାଳ ଶୁକ୍ରବାରର ସେ ଛାତିଥରା କାହାଣୀ ବଖାଣିବାକୁ ଶବ୍ଦ ନାହିଁ।
କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩କୁ ବୃଦ୍ଧି କରାଯାଇଛି । ଫଳରେ ଧାନ ଗ୍ରେଡ୍-ଏର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩କୁ ବୃଦ୍ଧି ପାଇଛି ।
ସାମାନ୍ୟ ଝଗଡ଼ା ପାଇଁ କେତେ ବଡ଼ ଅଘଟଣ ଘଟିଥାଆନ୍ତା... ରେଳ ଧାରଣା ଯାଞ୍ଚ କରିବାକୁ ଆସି ସିଗନାଲ୍ ବକ୍ସ ନଷ୍ଟ ହୋଇଥିବା ଦେଖିଲେ ରେଲୱେ ଅଧିକାରୀ
ମୁଗ କୁଇଣ୍ଟାଲ ପିଛା ୮୫୫୮ ଟଙ୍କା ଓ କପା କୁଇଣ୍ଟାଲ ପିଛା ୬୬୨୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା ବାନାର୍ଜୀ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୫୦ ଟଙ୍କା ହୋଇଛି।
ସୌଭାଗ୍ୟବଶତଃ ବଞ୍ଚିଗଲା ଅନେକଙ୍କ ଜୀବନ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।
ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ।
ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ ।
ଶିକାର ହେଉଥିଲେ ନୀରିହ...ଅନଲାଇନ୍ ଗେମିଂ ଆପ୍ 'ଫୋର୍ଟନାଇଟ୍' ରେ ଜାଲ ବିଛାଇଥିଲା ଅଭିଯୁକ୍ତ ।
ଜଣେ ୩୦ ବର୍ଷୀୟ ବ୍ୟବସାୟୀଙ୍କ ବେକରେ କଳଙ୍କି ଲଗା ଛୁରୀ ଲାଖି ରହିଥିବା ବେଳେ ସେ ବାଇକ ଚଳାଇ ହସ୍ପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଛନ୍ତି।
ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ