ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି।
ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ।
ମୃତ ମହିଳା ୩୦ ବର୍ଷିୟ ସୋନାଲ ପ୍ରିୟା ଏବଂ ତାଙ୍କର ଦୁଇ ମାସର ପୁଅ ଅଖତାମ ରୂପ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଛି ।
ଆଶ୍ୱସ୍ତି ! ଏଣିକି ମାତ୍ର ୧୫ ଟଙ୍କାରେ ମିଳିବ ପେଟ୍ରୋଲ...ବତାଇ ଦେଲେ ପୂରା ଫର୍ମୁଲା
ଡାକ୍ତରମାନେ ତାଙ୍କର ସିଟି ସ୍କାନ୍ କରିଥିଲେ । ଯେଉଁଥରେ ଅକ୍ଟୋପସ୍ ସ୍ପଷ୍ଟ ଦେଖାଯାଇଥିଲା । ପେଟ ଠାରୁ ଏହା ୮ ସେମି ଦୂରରେ ରହିଥିବା ଜଣାପଡ଼ିଥିଲା । ଯାହାର ଫଟୋ ମଧ୍ୟ ପରେ ପରେ ପ୍ରକାଶ କରାଯାଇଥିଲା ।
ସୋମବାର ଠାରୁ ଯୁବତୀଙ୍କ ବାପା ଘରୁ ନିଖୋଜ ହୋଇଯାଇଥିଲେ । ହେଲେ ମଙ୍ଗଳବାର ଦିନ ଏକ ଘରର ଛାତର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ପୂର୍ବ ରିପୋର୍ଟ ଅନୁସାରେ ଅଧିକ ସାପକାମୁଡା ମୋସୁମୀ ତଥା ଜୁନ୍, ଜୁଲାଇ ଓ ଅଗଷ୍ଟରେ ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟରେ ଅତିକମରେ ୪ ପ୍ରକାରର ବିଷଧର ସାପ ଦେଖାଦେବାର ନଜିର ରହିଛି।
ତିଲକ ଲଗାଇ ପୂଜାର୍ଚ୍ଚନା ପରେ ସାଲ୍ ଦେଇ ସମ୍ବର୍ଦ୍ଧିତ କଲେ, ଦଶମତ ରାୱତଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିଥିବା ଭିଡିଓ ଭାଇରାଲ ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।
ସ୍କୁଲ ନଯିବା ପାଇଁ ମାଷ୍ଟରପ୍ଲାନ । ଅପହରଣର ନାଟକ ରଚିଥିଲା ବଡ଼ ଭାଇ । ସବୁ ଜାଣି ଚୁପ୍ ବସିଥିଲା ସାନ ଭାଇ ।
ବାବାଙ୍କ ଧାମରୁ ବାରମ୍ବାର ବିଭିନ୍ନ ପ୍ରକାର ରିଲ୍ସ ଓ ଭିଡିଓ ଭାଇରାଲ ହେବାରୁ ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଗ୍ରାହକଙ୍କ ଲାଗି ବଡ଼ ଖବର । ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଂଟ୍...ଯିଏ ଯେତେବେଳେ ଚାହିଁବ ସିଏ ସେତେବେଳେ ଖାଇବ
ନିଜ ସହ ୨୯ ବିଧାୟକଙ୍କୁ ଏକାଠି ମଞ୍ଚରେ ବସାଇ ରଣହୁଙ୍କାର ଦେଇଛନ୍ତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହି ମଞ୍ଚରୁ ଖୋଲାଖୋଲି ଭାବେ ଦାଦା ଶରଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।
ରତନ ଟାଟା ଜଣେ ପଶୁପ୍ରେମୀ । ସେ ସର୍ବଦା ପଶୁମାନଙ୍କ ଅଧିକାର ଓ ସୁରକ୍ଷା ପାଇଁ ଚିନ୍ତା କରନ୍ତି।
ଦରଦାମର ମାୟାଜାଲ ଭିତରେ ଛନ୍ଦି ହୋଇ ତ୍ରାହି ତ୍ରାହି ଡାକୁଥିବା ଜନତାଙ୍କୁ ମିଳିବ ଆଶସ୍ତି । ଆଶାତୀତ ଭାବରେ କମ୍ ହୋଇଯିବ କନ୍ଦାଉଥିବା ପେଟ୍ରୋଲ ଦର । ମାତ୍ର ୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ । ଏକଥା ଆମେ କହୁନୁ, ଖୋଦ୍ କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଉଦୟପୁର ବିଭାଗର ପ୍ରତାପଗଡ ଜିଲ୍ଲାରେ ଏକ ସାଧାରଣ ସଭାରେ ଏପରି କହିଛନ୍ତି । ସେଠାରେ ସେ ୫୬୦୦ କୋଟି ଟଙ୍କା ମୂଲ୍ୟର ଏକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ ।
ନିଜର ବୃଦ୍ଧ ମାଆକୁ ଘରେ ପୋତିଦେଲା ପୁଅ । ମୃତ ମହିଳା ସାଧନା ଶାହାଙ୍କ ମରଶରୀରକୁ ମଙ୍ଗଳବାର ଘଟଣାସ୍ଥଳରୁ ଉଦ୍ଧାର କରିଛି ପୋଲିସ ।
ପର୍ଣ୍ଣ ଦେଖିବା ସହ ପର୍ଣ୍ଣଷ୍ଟାରଙ୍କ ଭଳି ଡ୍ରେସ୍ ପିନ୍ଧିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲେ ସ୍ୱାମୀ। ଦିଲ୍ଲୀରେ ଏଭଳି ଘଟଣା ଘଟିଛି।
ମହଙ୍ଗା ପଡ଼ିଲା ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ଓ କ୍ୟାମେରା କଏଦ ଦୃଶ୍ୟ ଆଧାରରେ ପରିସ୍ରା କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ପିଲା ଦିନ ତାଙ୍କର ଭାରି କଷ୍ଟରେ କଟିଛି । ଏମିତିକି ତାଙ୍କ ଘରର ଛାତ ନଥିଲା । ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ସେ ରହୁଥିଲେ ।
ଦୁଷ୍କର୍ମ ହେଉ କିମ୍ବା ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାମାନଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେବେ । ଏଥି ପାଇଁ ସହାୟତା ଓ ସେମାନଙ୍କ ଯତ୍ନ ନେବାକୁ ପ୍ରସ୍ତାବ ଦିଆଯାଇଛି ।
ବଳି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି ।
ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେଇଥିଲେ ।
PUBG ଖେଳୁ ଖେଳୁ ହୋଇଗଲା ପ୍ରେମ । ଏମିତିକି ପ୍ରେମିକକୁ ପାଇବା ପାଇଁ ବର୍ଡର ପାର୍ କରିଗଲେ ମହିଳା ।
ପାଲସନର ଗାଁରୁ ଏହି ଟ୍ରକ୍ଟି ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିବା ବେଳେ ଏହା ମଧ୍ୟପ୍ରଦେଶ ସୀମାରେ ଥିବା ସିରିପୁର ତାଲୁକା ଜିଲ୍ଲା ପର୍ଯ୍ୟନ୍ତ ଏଭଳି ଦୁର୍ଘଟଣା ପରେ ଦୁର୍ଘଟଣା ଭିଆଇ ଚାଲିଥିଲା ।
ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସପ୍ତାହେ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ EDରେ ହାଜର ହେବାକୁ ନୋଟିସ କରାଯାଇଥିଲା ।