Advertisment

ପାସପୋର୍ଟ ଫଟୋରେ ମହାକୁମ୍ଭ ସ୍ନାନ

ଘରେ ବସି ହିଁ ଆପଣ କରିପାରିବେ ମହାସ୍ନାନ। ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି କିନ୍ତୁ ଏକଥାଟି ପୁରା ସତ ଆଉ ଏଭଳି ଏକ ଅଫର ଆଣିଛନ୍ତି ପ୍ରୟାଗରାଜର ଜଣେ ବାସିନ୍ଦା ଦୀପକ୍ ଗୋୟଲ୍।

author-image
Santosh Kumar Sahoo

ଆପଣ ମହାକୁମ୍ଭ ସ୍ନାନ କରିବାକୁ ଚାହୁଁଛନ୍ତି କି ? ହେଲେ କୌଣସି କାରଣରୁ ପ୍ରୟାରାଜ ଯାଇପାରୁ ନାହାନ୍ତି କି ? ତେବେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ପାଇଁ ଦମଦାର ଅଫର। ଘରେ ବସି ହିଁ ଆପଣ କରିପାରିବେ ମହାସ୍ନାନ। ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି କିନ୍ତୁ ଏକଥାଟି ପୁରା ସତ ଆଉ ଏଭଳି ଏକ ଅଫର ଆଣିଛନ୍ତି ପ୍ରୟାଗରାଜର ଜଣେ ବାସିନ୍ଦା ଦୀପକ୍ ଗୋୟଲ୍।

Advertisment
Kumbh Mela
Advertisment
Advertisment