ପାଇଲଟ୍ ପରୀକ୍ଷାରେ ପ୍ରଥମ ରାଉଣ୍ଡ ଲିଖିତ ପରୀକ୍ଷା କରାଯାଏ । ଯେଉଁଥିରେ ଆପଣଙ୍କୁ ଦ୍ୱାଦଶ ଆଧାରିତ ପଦାର୍ଥ ବିଜ୍ଞାନ ଏବଂ ଗଣିତରୁ ପ୍ରଶ୍ନ ଆସିବ । ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଏକ ଭିଡିଓ ଗେମ୍ ପରୀକ୍ଷା ଦେବାକୁ ପଡ଼େ । ଏହା ପରେ ତୁମର ସମସ୍ୟା ସମାଧାନ କୌଶଳକୁ ବିଶ୍ଳେଷଣ କରାଯିବ । ଆପଣଙ୍କୁ ମଲ୍ଟି-ଟାସ୍କିଂ କାମ ଦିଆଗଲେ ଆପଣ ଏହାକୁ କିପରି ପରିଚାଳନା କରିବେ ତାହା ମଧ୍ୟ ଦେଖାଯିବ । ଏହାକୁ ବିଶ୍ଳେଷଣ କରିବା ପରେ ତୁମର ମୂଲ୍ୟାଙ୍କନ କରାଯିବ ।
ଆମ ଚିହ୍ନା ପରିଚିତ ଏବଂ ପରିବାରରେ ଅନେକ ଛାତ୍ରଛାତ୍ରୀ ଥା’ନ୍ତି, ଯିଏ ବର୍ଷସାରା ଅକ୍ଲାନ୍ତ ପରିଶ୍ରମ ସହ ରାତି ଅନିଦ୍ରା ହୋଇ ଘଣ୍ଟାଘଣ୍ଟା ପାଠ ପଢୁଥା’ନ୍ତି। କିନ୍ତୁ ବର୍ଷ ଶେଷରେ ପରୀକ୍ଷା ଦେଲା ବେଳକୁ ଆଶାନୁରୂପ ଫଳ ମିଳେନି। କେବଳ ଆମେ ନୁହେଁ, ଶିକ୍ଷକବି ଏପରି ପରୀକ୍ଷା ଫଳ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ଏହା ଅନେକ ସମୟରେ ଏକାଗ୍ରତାର ଅଭାବରୁ ହୋଇଥାଏ। ଚାଲନ୍ତୁ ଜାଣିବା ପରୀକ୍ଷା ସମୟମରେ କେମିତି ଏକାଗ୍ରତା ବଢାଇବେ।
ସମର୍ଥ ପରୀକ୍ଷା ଦିନ ନିଜର ବ୍ୟକ୍ତିଗତ କାମ ପାଇଁ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଅସମ୍ଭବ ଥିଲା । ତେଣୁ ସେ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ ।
ପୂଜା ପ୍ରିୟଦର୍ଶିନୀ ଜେନା ବୋର୍ଡ ପରୀକ୍ଷା ଦେବା ପାଇଁ ନନ୍ଦରାଜା ବାଳିକା ଉଚ୍ଚ ବିଦ୍ୟାଳୟରେ ଫର୍ମ ଫିଲପ୍ କରିଥିଲେ। କିନ୍ତୁ, ତାଙ୍କୁ ଆଡମିଟ୍ କାର୍ଡ ଦିଆଯାଇନଥିଲା। ଗତକାଲି ସିଂହପୁର ପରୀକ୍ଷା କେନ୍ଦ୍ର ନିକଟରେ ତାଙ୍କୁ ଆଡମିଟ କାର୍ଡ ଦେଇଥିଲେ ପ୍ରଧାନଶିକ୍ଷକ।
ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ୬ କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ସୂଚନା ମିଳିଛି ।
ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍ ଆସିଲେନି ପ୍ରଧାନଶିକ୍ଷକ। ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।
ବର୍ତ୍ତମାନ ପରୀକ୍ଷାର ଋତୁ। ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି। ଆପଣ ଜାଣିଛନ୍ତି କି, ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା…
ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ।