Advertisment

ବାବା ରାମଦେବ ଓ ଘୋଡ଼ା ଭିତରେ ଦୌଡ ପ୍ରତିଯୋଗିତା

ଭାରତର ପ୍ରସିଦ୍ଧ ଯୋଗଗୁରୁ ସ୍ୱାମୀ ରାମଦେବ ନିଜ ସୋସିଆଲ ମିଡିଆ ସାଇଟରେ ଅପଲୋଡ କରିଥିବା ଏହି ଭିଡ଼ିଓଟି ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

author-image
Santosh Kumar Sahoo

ବାବା ରାମଦେବ ଓ ଘୋଡ଼ା ଭିତରେ ଦୌଡ ପ୍ରତିଯୋଗିତା। ୫୯ ବର୍ଷରେ ସ୍ପୋର୍ଶ ଜୋତା ପିନ୍ଧି ଦୌଡିଲେ ବାବା। କେବେ ଘୋଡ଼ା ରାମଦେବଙ୍କୁ କାଟି ଆଗକୁ ଚାଲିଯାଉଛି ତ କେବେ ରାମଦେବ ଘୋଡାକୁ ପଛରେ ପକାଇ ଦେଉଛନ୍ତି। କେହି କାହାକୁ ଛାଡିବାକୁ ନାରାଜ। ଦୁହିଁଙ୍କ ତୀବ୍ରତା ଦେଖି ଆପଣଙ୍କ ହୋସ ଉଡିଯିବ, ଆଉ ଶେଷରେ ପ୍ରତିଯୋଗିତାର ଫଳାଫଳ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚିତ।

Advertisment
Baba Ramdev
Advertisment
Advertisment